୬ଜଣ ଭାଇ ଭଉଣୀଙ୍କୁ ବିଷ ଦେବା ପରେ ସୁସାଇଡ ନୋଟରେ ଲେଖିଲେ… ବାପା ବୋଉ ତମେ ଆମ ପାଇଁ ଭଗବାନ

କୁହାଯାଇଥାଏ ଭାଇ ଭଉଣୀ ଙ୍କ ର ସମ୍ପର୍କ ଅତୁଟ ସମ୍ପର୍କ ହେଇଥାଏ I ଭାଇ ଭଉଣୀ ପରସ୍ପର ସହ କଳି ଝଗଡା କରିବା ସହ ପରସ୍ପର ର ଭଲ ମନ୍ଦ ମଧ୍ୟ ବୁଝିଥାନ୍ତି I ତେବେ ବିଗତ ଦିନ ରେ ଏପରି ଏକ ଘଟଣା ରେ ଆଜି ଆମେ ଆପଣ ଙ୍କୁ ଏପରି ଭାଇ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ନିଜ ର ଛଅ ଭାଇ ଭଉଣୀ ଙ୍କୁ ବର୍ଗର ରେ ବିଷ ଖାଇ ଆତ୍ମହତ୍ୟା କରିବା କୁ ଉଦ୍ୟମ କରିଥିଲେ I ଏବଂ ପାଞ୍ଚ ଜଣଙ୍କ ମଧ୍ୟ ରୁ 3 ଜଣଙ୍କ ଙ୍କ ର ମୃତ୍ୟୁ ହେଇଯାଇଥିଲା ଓ ଦୁଇ ଜଣଙ୍କ ସ୍ଵାସ୍ତ୍ୟ ଖରାପ ହେଇଯାଇଥିଲା I

ଏହା ଛଡା ଆପଣ ଜାଣି ଆଶ୍ଚଯ୍ୟ ହେବେ କି ନିଜ ଭାଇ ଭଉଣୀ ଙ୍କୁ ବିଷ ଦେବା ପୂର୍ବ ରୁ ନିଜେ ମଧ୍ୟ ବିଷ ଖାଇଥିଲେ I ଏହା ଶୁଣି ଆପଣ ଙ୍କୁ ମଧ୍ୟ ଝଟକା ଲାଗିଥିବ I ଏହି ମୃତକ ଭାଇ ନିଜ ପିତାମାତା ଙ୍କ ପାଁଇ ଏକ ସୁସାଇଡ ନୋଟ ଲେଖିଥିଲେ I ଯେଉଁଥିରେ ସେ ଲେଖିଥିଲେ ମୋ ପିତାମାତା ଭଗବାନ ସମାନ ଅଟନ୍ତି ମୋତେ କ୍ଷମା କରି ଦେବ I କାରଣ ମୁ ମୋ ଭାଇ ଭଉଣୀ ଙ୍କୁ ନିଜ ସହ ନେଇ ଯାଉଛି I

ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି ପୁରା ମାମଲା ଟି I ପୋଲିସ ର କହିବା ନୌଶରେ ଯୁବକ ଓ ତାଙ୍କ ର ଅନ୍ୟ ଭାଇ ଭଉଣୀ ଙ୍କ ର ମୃତ୍ୟୁ ହେଇଯାଇଛି I ଏବଂ ଦୁଇ ଜଣଙ୍କ ର ସ୍ଵାସ୍ତ୍ୟ ଖରାପ ରହିଛି I ଲକ୍ଷ୍ମୀ ନଗର ଅଂଚଳ ରେ ଏହି ପୁରା ମାମଲା ବେଶ ଚର୍ଚା ରେ ରହିଛି I ଏହି ପିଲାଟି ର ପିତା ବିହାର ର ନିବାସୀ ଅଟନ୍ତି ଏବଂ ସେ ଏକ ସେଲୁନ ଚଳାନ୍ତି I ଯୁବକ ଙ୍କ ର ମା ଘର କାମ ରେ ବ୍ୟସ୍ତ ରୁହନ୍ତି I

ଯାଞ୍ଚ ରୁ ଜଣାଯାଇଛି କି ଯୁବକ ଅଭିମନ୍ୟୁ ପ୍ରାୟ ଦଶ ଗୋଟି ବର୍ଗର ପ୍ୟାକେଟ ନେଇ ଆସିଥିଲେ ଏବଂ ପୋଲିସ ଙ୍କୁ ଘଟଣା ସ୍ଥାନ ରୁ ଏକ ସୁସାଇଡ ନୋଟ ମିଳିଥିଲା I ଅଭିମନ୍ୟୁ ଏହି ସୁସାଇଡ ନୋଟ ଲେଖିଥିଲେ ଏବଂ କହିଥିଲେ ସେ ତାଙ୍କ ପରିବାର କୁ ଖୁବ ସ୍ନେହ କରନ୍ତି I ଏବଂ ସେ ନିଜ ପିତାମାତା ଙ୍କୁ ଦୁଖୀ ଦେଖିପାରିବେ ନାହିଁ I

ମୋ ପିତାମାତା ମୋ ର ସବୁ ଇଚ୍ଛା ପୁରା କରନ୍ତି କିନ୍ତୁ ମୁ ତାଙ୍କ ପାଁଇ କିଛି କରିପାରିନାହିଁ I ତେଣୁ ମୁ ଏହା ଦେଖି କଷ୍ଟ ଅନୁଭବ କରେ I ଏହି ସୁସାଇଡ ନୋଟ ପରେ ପୋଲିସ କୁ ଘଟଣା ସ୍ଥାନ ରୁ କିଛି ଫୋଟୋ ମିଳିଛି ଏବଂ ଘଟଣା ର ତଦନ୍ତ ଜାରି ରହିଛି I