ଭାଇ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଓ ଭଉଣୀ ଆଜିବି ରାସ୍ତା କଡ଼ରେ ଚା ବିକୁଛନ୍ତି, ମୁଖ୍ୟମନ୍ତ୍ରୀ ଭାଇଙ୍କ ନାଁ ଜାଣିଲେ କହିବେ ବାଃ ବାଃ

ପ୍ରତୋକ ବ୍ୟକ୍ତି ଙ୍କ ଜୀବନ ରେ ଏପରି ସମୟ ଆସିଥାଏ ଯେଉସମୟ ରେ କି ତାଙ୍କ ପରିବାର ଲୋକଙ୍କୁ ସେ ବହୁତ ମନେ ପକାଇଥାନ୍ତି I କିନ୍ତୁ ଏହା ବି ସତ୍ୟ କି ଯଦି କୌଣସି ବ୍ୟକ୍ତି ଯୋଗୀ ହେଇଯାଇଥାନ୍ତି ତ ପରିବାର ର ମୂଳ ତାଙ୍କ ସମୁଖ ରେ କିଛି ନ ଥାଏ I ଆଜ ଯୋଗୀ ପାଁଇ ଦୁନିଆ ର ସବୁ ଲୋକେ ସମାନ ହେଇଥାନ୍ତି I

ଆଜି ବି ପୁରା ପରିବାର ସାଦଗୀ ରେ ଜୀବନ ବିତାଉଛନ୍ତି I
ସୂଚନା ଅନୁସାରେ କହି ରଖୁଛୁ କି ବିଗତ ବର୍ଷ 19 ମାର୍ଚ୍ଚ ରେ ହିଁ ଉତ୍ତର ପ୍ରଦେଶ ରେ ଶାସନ ଭାର ସମ୍ଭାଳିଥିଲେ ଯୋଗୀ ଏବଂ ଏହି ଗତ 19 ତାରିଖ ରେ ତାଙ୍କ ସରକାର ଙ୍କୁ ଠିକ 1 ବର୍ଷ ବିତିଯାଇଛି I ଯୋଗୀ ଜଣେ ଏପରି ମୁଖ୍ୟମନ୍ତ୍ରୀ ଯିଏ କି ନିଜ ପରିବାର ଲୋକଙ୍କୁ କେବେ ହେଲେ ରାଜନୀତି କୁ ଟାଣନ୍ତି ନାହିଁ I

ପୂଜା ସାମଗ୍ରୀ ଦୋକାନ ସହ ଚା ଦୋକାନ ବି ଚାଲିଥାଏ
ଯୋଗୀ ଉତ୍ତରଖଣ୍ଡ ର ଅଧିବାସୀ ଅଟନ୍ତି ସେ 7 ଜଣ ଭାଇ ଓ ଭଉଣୀ ଅଟନ୍ତି I ତେବେ ଜାଣି ରଖନ୍ତୁ କି ଯୋଗୀ ଆଜି ଏକ ସମ୍ପୂର୍ଣ ରାଜ୍ୟ ର ଶାସନ ଭାର ସମ୍ଭାଳୁଛନ୍ତି I କିନ୍ତୁ ଉତ୍ତରଖଣ୍ଡ ରେ କୋଠାର ଗାଁ ରେ ତାଙ୍କ ର ଘର ଲୋକେ ଏକ ଦୋକାନ କରିକି ନିଜ ଜୀବନ ଅତିବାହିତ କରିଥାନ୍ତି I

ମୁ ବଡ଼ ହେଇକି ଜନତା ଙ୍କ ର ସେବା କରିବି
ସସି ଙ୍କ କହିବା ଅନୁସାରେ ସେ ଯୋଗୀ ଆଦିତ୍ୟ ନାଥ ଙ୍କୁ 11 ଫ୍ରେବୁୟାରୀ 2017 ରେ ଦେଖା ହେଇଥିଲେ ସସି ଙ୍କ ର ତିନିଗୋଟି ସନ୍ତାନ ଗୋଟେ ପୁଅ ଓ ଦୁଇଟି ଝିଅ ଅଛି I ସସି ଙ୍କ ର କହିବା ଅନୁସାରେ ତାଙ୍କ ର ସ୍ଵଭାଵ ସମ୍ପୂର୍ଣ ଭିର୍ଣ୍ଣ ଥିଲା ସେ ସର୍ବଦା କହିଥାନ୍ତି ବଡ଼ ହେଲେ ସେ ଦେଶ ର ସେବା କରିବେ I

ଦୀକ୍ଷା ନେବା ପରେ ଅଜୟ ସିଂ ଙ୍କ ର ନା ହେଲା ଯୋଗୀ ଆଦିତ୍ୟ ନାଥ
ସସି ଙ୍କ ର ସାନ ଭାଇ ଅଜୟ ସିଂ ଯେତେବେଳେ 22 ବର୍ଷ ର ଥିଲେ ସେ ତାଙ୍କ ଘର ଛାଡିକି ଗୋରଖ ପୁର ଅସିଜାଇଥିଲେ ଏବଂ ସେଠାରେ ଦୀକ୍ଷା ନେବା ପରେ ତାଙ୍କ ର ନାମ ଯୋଗୀ ଅଦିତ୍ୟନାଥ ହେଇଥିଲା I ସସି ଙ୍କ କହିବା ଅଂନୁସରେ ଯେତେବେଳେ ତାଙ୍କ ଘର ଲୋକେ ଜାଣିବାକୁ ପାଇଲେ କି ତାଙ୍କ ଭାଇ ଯୋଗୀ ହେଇଯାଇଛନ୍ତି ତ ସେ ସର୍ବଦା ସବୁ ସାଧୁ ସନ୍ଥ ଙ୍କୁ ଦେଖନ୍ତି କାଳେ ତାଙ୍କୁ ତାଙ୍କ ଭାଇ ମିଳିଯିବ I ସେ ତାଙ୍କ ଭାଇ ଙ୍କୁ 23 ବର୍ଷ ରୁ ରଖି ବାନ୍ଧି ନ ଥିଲେ I