ଆପରାଧର ଅଜବ ଅଜବ ମାମଲା ଏବେ ବଢ଼ିବାରେ ଲାଗିଛି | ଏବେ ଯେଉଁ କେଶ ସାମ୍ନାକୁ ଆସିଛି ତାହା ରାଜସ୍ଥାନର ଝୁନ୍ଝୁନି ଜିଲ୍ଲାର ସାଗାନ ଗାଁ ର | ଯେଉଁଠାରେ ପ୍ରେମ ସମ୍ବନ୍ଧରେ ଶାଶୁ ବାଧା ଦେବାରୁ ନିଜ ପ୍ରେମିକ ସହ ମିଶି ନିଜ ଶାଶୁଙ୍କୁ ବୋହୁ ହତ୍ୟା କରିଦେଇଥିଲେ ଆଉ ଏପରି ଚାଲ ଖେଳିଥିଲେ କି ଶୁଣିବା ଲୋକର ବି ହୋସ ଉଡିଯିବ | ଏହି କେଶରେ ପୁଲିସ ହତ୍ୟାର 7ମାସ ପରେ ବୋହୁ ଓ ତାଙ୍କର ପ୍ରେମିକ ଙ୍କୁ ଆରେଷ୍ଟ କରିଥିଲେ | ପୋଲିସ ରିପୋର୍ଟ ଅନୁସାରେ ବୋହୁଙ୍କ ସ୍ୱାମୀ,ଶଶୁର ଓ ଦିଅର ପାଦରେ ଚାକିରୀ କରୁଥିଲେ |ଆଉ ଘରେ ଶାଶୁ ଓ ବୋହୁ ରହୁଥିଲେ |
ବୋହୁ ସବୁବେଳେ ଫୋନରେ କାହା ସହ କଥା ହେଉଥିଲେ | ଏହାସବୁ ଦେଖିବା ପରେ ଶାଶୁଙ୍କୁ ସନ୍ଦେହ ହୋଇଥିଲା ଓ ତାପରେ ସେ ବୋହୁଙ୍କ ଉପରେ କଡା ନଜର ରଖିଥିଲେ | ଦିନେ ବୋହୁ ନିଜର ପ୍ରେମିକକୁ ଘରକୁ ଡାକିଲେ ଯେତେବେଳେ ଶାଶୁ ମା ବାହାରକୁ ଯାଇଥିଲେ| ଘରେ କେହି ନଥିବାର ସୁଯୋଗ ନେଇ ବୋହୁ ନିଜ ପ୍ରେମିକ ସହ ଶାରୀରିକ ସମ୍ବନ୍ଧ ରଖିବା ଆରମ୍ଭ କରିଦେଇଥିଲେ ସେଇ ସମୟରେ ଶାଶୁ ମା ହଟାତ ଘରକୁ ଅସିଜାଇଥିଲେ ଆଉ ଅଜବ ଶବ୍ଦ ଶୁଣିକି କବାଟ ଖୋଲିଦେଲେ ଆଉ ସବୁକିଛି ଦେଖି ଦେଇଥିଲେ | ତାପରେ ଶାଶୁ ତାଙ୍କୁ ବୁଝାଇ ଥିଲେ କିନ୍ତୁ ନିଜ ଦେହର ସୁଖ ମେଣ୍ଟାଈ ବାରେ ଶାଶୁ ମା ବାଧା ଦେଉଥିବାରୁ ସେ ଓ ତାଙ୍କ ପ୍ରେମୀ ମିଶି ଶାଶୁଙ୍କୁ ସେଇଠି ହତ୍ୟା କରିଦେଇଥିଲେ |
ତାଙ୍କ ଭିତରେ କଥା ହେଲା କି ସେ ଶାଶୁ ଙ୍କୁ ସାପ ଚୋଟ ଖୁଆଇ ମାରିଦେବେ ଆଉ ସେମାନେ ସେଇଆ ହିଁ କରିଥିଲେ | ଏପରି କରିବା ପରେ କାହାକୁ ସନ୍ଦେହ ହେଲା ନାହିଁ କି ଏହା ଜାଣି ଶୁଣି କରାଯାଇଛି ବୋଲି ବାସ ସେଉଠୁ କେଶ ବନ୍ଧ | ତାପରେ ସ୍ୱାମୀ ତାଙ୍କ ସ୍ତ୍ରୀର ଯତ୍ନ ନେବା ପାଇଁ ନିଜ ଭାଇ ବୋହୁଙ୍କୁ କହିଥିଲେ | କିନ୍ତୁ ତାଙ୍କୁ ସବୁବେଳେ ଫୋନରେ ଗପୁଥିବାର ଦେଖି ତାଙ୍କ ଭାଇ ବୋହୁଙ୍କ ମଧ୍ୟ ସନ୍ଦେହ ହେଲା ଓ ସେ ତାଙ୍କ ସ୍ଵାମୀ ଙ୍କୁ ଖବର ଦେଲେ | ତାପରେ ସ୍ୱାମୀ ପୋଲିସ ଷ୍ଟେସନରେ କେଶ ଦେଇଥିଲେ | ଆଉ ତାପରେ ସବୁ ସତ କଥା ସାମ୍ନାକୁ ଆସିଯାଇଥିଲା
ଧରମ ଭାଇ ସହ ରୁମ ଭିତରେ ବନ୍ଦ ଥିଲେ ବୋହୁ, ଭିତରୁ ଆସୁଥିଲା ଅଲଗା ପ୍ରକାର ଶବ୍ଦ, ଯେତେବେଳେ ଶାଶୁ କବାଟ ଖୋଲିଦେଲେ ତ …
