ମନୁଷ୍ୟ ନିଜ ଜୀବନକାଳ ରେ ଅନେକ ଭଲ ଖରାପ ପରିସ୍ଥିତି ଦେଇ ଗତି କରିଥାନ୍ତି I ଜୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ଙ୍କ ର ପ୍ରଭାବ ବିଶେଷ ରୂପେ ମନୁଷ୍ୟ ଜୀବନ ଉପରେ ପ୍ରଭାବ ରହିଥାଏ I ତେବେ ସମୟ ପରିବର୍ତନ ଅନୁସାରେ ଗ୍ରହ ନକ୍ଷତ୍ର ଙ୍କ ର ସ୍ଥାନ ପରିବର୍ତନ ହେଇଥାଏ I ଏହି ଗ୍ରହ ନକ୍ଷତ୍ର ଙ୍କ ର ପ୍ରଭାବ କେତେବେଳେ କେଉଁ ମନୁଷ୍ୟ ଉପରେ ଶୁଭ ତ କେଉଁ ମନୁଷ୍ୟ ଉପରେ ଅଶୁଭ ରହିଥାଏ I
ଜୋତିଷ ଗଣନା ଅନୁସାରେ ଏପରି କିଛି ରାଶି ରହିଛି ଯାହା ଙ୍କ ଉପରେ ଭଗବାନ ବିଷ୍ଣୁ ଙ୍କ ର ବିଶେଷ କୃପା ରହିଛି I ଏହି ରାଶି ର ଲୋକ ଙ୍କ ର ଜୀବନ ସବୁ ସମସ୍ୟା ଦୂର ହେବ I
ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ରହିବ ଭଗବାନ ବିଶୁ ଙ୍କ ର ବିଶେଷ କୃପା
ମେଷ ରାଶି ର ଲୋକେ ଆଗାମୀ ସମୟ ରେ ଜୀବନ ରେ ଅନେକ ସୁଧାର ଆସିବ I ଭଗବାନ ବିଷ୍ଣୁ ଙ୍କ ର ଆଶ୍ରିବାଜ ରହିଛି I ଆପଣ କୌଣସି ଦୂର ଯାତ୍ରା ରେ ଯିବାର ଯୋଗ ରହିଛି I ଧର୍ମ କର୍ମ ରେ ମନ ନିବେଶ କରିବେ I କିଛି ପ୍ରଭାବଶାଳୀ ଲୋକ ଙ୍କ ର ସଂସ୍ପର୍ଶ ରେ ଆସିବେ I ଧର୍ମ କର୍ମ ରେ ସମୟ ବିତାଇବେ I ସାମାଜିକ କ୍ଷେତ୍ର ରେ ଅଧିକ ପ୍ରସଂଶିତ ହେବେ I ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ହେବ I
କର୍କଟ ରାଶି ର ଲୋକେ ଜୀବନ ରେ ଅନେକ କଠିନ ପରିସ୍ଥିତି ଦେଇ ଗତି କରିବେ I ଭଗବାନ ବିଷ୍ଣୁ ଙ୍କ ର ବିଶେଷ କୃପା ପ୍ରାପ୍ତି ହେବ I ଧନ ଲାଭର ବିଶେଷ ଯୋଗ ରହିଛି I ଆପଣ ଙ୍କ ର ସ୍ଵଭାଵ ରେ ପରିବର୍ତନ ଆସିବ I ଚାକିରୀ କ୍ଷେତ୍ର ରେ ଉତ୍ତମ ସମୟ ଦେଇ ଗତି କରିବେ I ଧର୍ମ କର୍ମ ରେ ସମୟ ବିତାଇବେ I
ସିଂହ ରାଶି ର ଲୋକେ ଜୀବନ ରେ ବେଶ ଆରମଦାୟକ ସମୟ ବିତାଇବେ I ଖାଦ୍ୟ ପେୟ ରେ ବିଶେଷ ସୁଧାର ଆସିବ I ଭଗବାନ ବିଷ୍ଣୁ ଙ୍କ ର କୃପା ପ୍ରାପ୍ତି ହେବ I ଧର୍ମ କର୍ମ ରେ ସମୟ ବିତାଇବେ I ଆପଣ ଙ୍କ ର ସ୍ଵଭାଵ ରେ ପରିବର୍ତନ ଆସିବ I ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ହେବ I ପ୍ରେମ ସମ୍ବନ୍ଧ ରେ ସୁଧାର ଆସିବ I
ଧନୁ ରାଶି ର ଲୋକେ ଭଗବାନ ବିଷ୍ଣୁ ଙ୍କ ର କୃପା ପ୍ରାପ୍ତି କରିବେ I ଭାଗ୍ୟ ର ପୂର୍ବ ସମର୍ଥନ ରହିବ I କାର୍ଯ୍ୟ କ୍ଷେତ୍ର ରେ ଆପଣ ସନ୍ଟୁଶ ହେବେ I ଆର୍ଥିକ କ୍ଷେତ୍ର ରେ ଆପଣ ମଜବୁତ ହେବେ I ପାରିବାରିକ ବାତାବରଣ ସକାରାତ୍ମକ ରହିବ I କୌଣସି ପୁରୁଣା ରୋଗ ରୁ ମୁକ୍ତି ପାଇପାରିବେ I ଦାମ୍ପତ୍ୟ ଜୀବନ ସୁଖମୟ ରହିବ I ଧର୍ମ କର୍ମ ରେ ସମୟ ବିତାଇବେ I
କୁମ୍ଭ ରାଶି ର ଲୋକେ କାର୍ଯ୍ୟ କ୍ଷେତ୍ର ରେ ଅଧିକ ରୁ ଅଧିକ ସଫଳ ହେବେ I ଭଗବାନ ବିଷ୍ଣୁ ଙ୍କ ର କୃପା ରୁ ଆପଣ ଧନ ପ୍ରାପ୍ତି କରିବା ରେ ସଫଳ ହେବେ I ଚାକିରୀ କ୍ଷେତ୍ର ରେ ସଫଳ ହେବେ I ଆପଣ ଅଧିକ ସମୟ ନିଜ ପରିବାର ଲୋକ ଙ୍କ ପାଁଇ ଦେବେ I ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ବନ୍ଧ ରେ ଅନେକ ସୁଧାର ଆସିବ I ଆପଣ ଙ୍କ ର ସ୍ଵଭାଵ ରେ ପରିବର୍ତନ ଆସିବ I
ମୀନ ରାଶି ର ଲୋକେ କାର୍ଯ୍ୟ କ୍ଷେତ୍ର ରେ ଶୁଭ ଫଳ ପ୍ରାପ୍ତି କରିବେ I ଭଗବାନ ବିଷ୍ଣୁ ଙ୍କ ର କୃପା ପ୍ରାପ୍ତି କରିବେ I ପାରିବାରିକ ବାତାବରଣ ସକାରାତ୍ମକ ରହିବ I ଅବିବାହିତ ଲୋକେ ବିବାହ ର ବିଶେଷ ଯୋଗ ରହିଛି I ଭାଗ୍ୟ ର ପୂର୍ବ ସହଯୋଗ ପ୍ରାପ୍ତି ହେବ I ସ୍ଵାସ୍ତ୍ୟ ରେ ସୁଧାର ଆସିବ I ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ହେବ I