ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ହେଲା ଘୋଷଣା, ଦେଖନ୍ତୁ କେବେ ଓ କେଉଁଠି ଖେଳାଯିବ ଓ କଣ ରହିପାରେ ଭାରତୀୟ ଦଳ

ଯେପରି କି ଆପଣ ଜାଣିଥିବେ ଟି 20 ମ୍ୟାଚ ର ଚାହିଦା ବର୍ତମାନ ସମୟ ରେ ବେଶ ଅଧିକ ରହିଛି I ଏହି ମ୍ୟାଚ ଟି 20 20 ଓଭର ଖେଳ ରେ ହିଁ ସମାପ୍ତ ହେଇଯାଇଥାଏ I ଏହା ର ଆରମ୍ଭ ୟୁନାଇଟେଡ଼ କିଙ୍ଗଡମ ରୁ ଆରମ୍ଭ ହେଇଥିଲା I ଏହା 2003 ମସିହା ରେ ହିଁ ଆରମ୍ଭ ହେଇଥିଲା I ବିଗତ କିଛି ଦିନ ହେବ ଏହି ଟି 20 ସିରିଜ ବିଶେଷ ସଫଳତା ହାସିଲ କରିଛି I ବିଗତ ଦିନ ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟ ରେ ହେଇଥିବା ଟି 20 ସିରିଜ ରେ 2-0 ରେ ଭାରତ ବିଜୟ ରହିଛି I ଏହା ପରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତ ରେ ମଧ୍ୟ ଯିବାର ଯୋଜନା ରହିଛି I ସେଠାରେ ତିନି ମ୍ୟାଚ ର ୱାନଡେ ସିରିଜ ର ଆୟୋଜନ ହେବ I ଯାହା କି 14 ରୁ 19 ଜାନୁୟାରୀ ମଧ୍ୟ ରେ ଆୟୋଜିତ ହେବ I

ଏହି ସିରିଜ ରେ ଭାରତୀୟ ଟିମ ନ୍ୟୁଜଲାଣ୍ଡ ଗସ୍ତ ରେ ଯିବେ I ଦୁହେଁ ସେଠାରେ 5 ଗୋଟି ଟି 20 ଓ ତିନି ମ୍ୟାଚ ର ୱାନଡେ ସିରିଜ ମଧ୍ୟ ଖେଳିବ I

ପୁରା କାର୍ଯ୍ୟକ୍ରମ
ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟ ରେ 24 ଜାନୁୟାରୀ ରୁ 2 ଫ୍ରେବୁଆରି ମଧ୍ୟ ରେ 5 ଗୋଟି ମ୍ୟାଚ ର ଟି 20 ସିରିଜ ର ଆୟୋଜନ ହେବ I ଏହା ର ପ୍ରଥମ ମ୍ୟାଚ 24 ଜାନୁୟାରୀ କୁ ଅକ୍ଲଣ୍ଡ ରେ ଆୟୋଜିତ ହେବ I ଏହା ପରେ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟ ରେ 5 ଫ୍ରେବୁଆରି ରୁ 11 ଫ୍ରେବୁଆରି ମଧ୍ୟ ରେ ତିନି ଗୋଟି ମ୍ୟାଚ ହେବ I ତେବେ ୟୁସୁଫ ପଠାନ ଏହି ମ୍ୟାଚ ରେ ଫେରିପାରନ୍ତି I

ଭାରତ ର ସମ୍ଭାବିତ ଟିମ
ବିରାଟ କୋହଲି , ଶିଖର ଧାୱନ , ଲୋକେଶ ରାହୁଲ , ଋଷବ ପଂଥ , ଶ୍ରେୟସ ଅୟାର, ମନୀଷ ପାଣ୍ଡେ , ୟୁସୁଫ ପଠାନ , ସଂଜୁ ସେମସ୍ନ , ରବୀନ୍ଦ୍ର ଜାଡେଜା , ଶିବମ ଦୁବେ , ୟୁଜବେନ୍ଦ , ସାରଦୁଲ ଠାକୁର , ନବଦ୍ୱୀପ ସେନି , କୁଲଦୀପ ଯାଦବ , ଯଶପ୍ରୀତ ବୁମରାହ I

Share Your Comments Below