ଭାରତର 4ଟି ରହସ୍ୟମୟୀ ମନ୍ଦିର; ଯାହାଙ୍କ ରହସ୍ୟ ସମ୍ପର୍କରେ ବୈଜ୍ଞାନିକ ମଧ୍ୟ କୌଣସି ତଥ୍ୟ ପାଇଲେ ନାହିଁ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତ ରେ ଲକ୍ଷ ଲକ୍ଷ ସଂଖ୍ୟା ରେ ମନ୍ଦିର ରହିଛି I ଏବଂ ଏହି ମନ୍ଦିର ର ଅନେକ ପୌରାଣିକ କଥା ମଧ୍ୟ ବର୍ଣିତ ରହିଛି I ତେବେ ଆଜି ଆମେ ଆପଣ ଙ୍କୁ ଭାରତ ର 4 ଗୋଟି ଏପରି ମନ୍ଦିର ବିଷୟ ରେ କହିବାକୁ ଯାଉଛୁ ଯାହା କି ବହୁତ ରହସ୍ୟମୟୀ ଅଟେ I ଏବଂ ଏହା ଚମତ୍କାରୀ ଅଟେ I

1.ତିରୁପତି ବାଲାଜୀ
ଆନ୍ଧ୍ରପ୍ରଦେଶ ର ତିରୁମାଲା ରେ ଥିବା ତିରୁପତି ବାଲାଜୀ ଙ୍କ ର ମନ୍ଦିର କୁ ପ୍ରତୋକ ଦିନ ହଜାର ହଜାର ଭକ୍ତ ଙ୍କର ଆଗମନ ହେଇଥାଏ I ଏବଂ ଏପରି ମାନ୍ୟତା ରହିଛି କି ତିରୁପତି ବାଲାଜୀ ଙ୍କ ର ପ୍ରତିମା ଉପରେ ଯେଉଁ ବାଳ ରହିଛି ଏହା ବାସ୍ତବ ଅଟେ I ମୂର୍ତିରୁ ଅନେକ ସମୟ ରେ ଝାଳ ମଧ୍ୟ ବାହାରିଥାଏ I ଏହା ର ଅନୁମାନ ବିଜ୍ଞାନ ମଧ୍ୟ ଖୋଜି ପାଇନାହିଁ I

2.କାଳ ଭୈରବ ମନ୍ଦିର
ମଧ୍ୟପ୍ରଦେଶ ର ଉଜେନ ରେ କଶିପ୍ରା ନଦୀ ତଟ ରେ ଥିବା କାଳ ଭୈରବ ଙ୍କ ର ମନ୍ଦିର ର ଅନେକ ବିଶେଷ୍ୟତ୍ୱ ରହିଛି I ଏହି ଭଗବାନ ଙ୍କ ର ପ୍ରତିମା ରେ ମଦ ମଧ୍ୟ ଲାଗି କରାଯାଇଥାଏ I ଏବଂ ଏହା ପାତ୍ର ରୁ ସଂଗେ ସଂଗେ ଖାଲି ମଧ୍ୟ ହେଇଯାଇଥାଏ I ବିଜ୍ଞାନ ମଧ୍ୟ ଏହି ରହସ୍ୟ ବିଷୟ ରେ ଜାଣିପାରିନାହିଁ I ଭଗବାନ କାଳ ଭୈରବ ଙ୍କୁ ଉଜେନ ର ସେନାପତି ମଧ୍ୟ କୁହାଯାଇଥାଏ I

3.ମେହର ଦେବୀ ମନ୍ଦିର
ମେହର ଦେବୀ ମନ୍ଦିର ଜବଲପୁର ମଧ୍ୟପ୍ରଦେଶ ରେ ରହିଛି I ସନ୍ଧ୍ୟା ଆରତୀ ସମୟ ପରେ ଯେତେବେଳେ ମନ୍ଦିର କବାଟ ବନ୍ଦ ରହିଥାଏ ତ ସେତେବେଳେ ମନ୍ଦିର ଭିତରୁ ପୂଜା ଓ ଆଳତି ର ଶବ୍ଦ ଆସିଥାଏ I ଏବଂ 12 ଶତାବ୍ଦୀ ରୁ ଏହା ଏକ ରହସ୍ୟ ହେଇକି ହିଁ ରହିଛି I

4.ଜଗନ୍ନାଥ ମନ୍ଦିର
ଓଡିଶା ପ୍ରଦେଶ ରେ ଥିବା ପୁରୀ ର ଶ୍ରୀ ଜଗନ୍ନାଥ ଙ୍କ ର ମନ୍ଦିର ଶିଖର ରେ ଏକ ଧ୍ୱଜ ରହିଛି I ଯେଉଁଥିରେ ସୁଦର୍ଶନ ଚକ୍ର ରହିଛି I କିନ୍ତୁ ଏହି ଧ୍ୱଜ ଟି ପବନ ର ବିପରୀତ ଦିଗ ରେ ହିଁ ଉଡ଼ିଥାଏ I ଏବଂ ରୋଷଶାଳ ରେ 7 ଗୋଟି ବାସନ ରେ ଏକକଲିନ ରୋଷେଇ ବସାଯାଇଥାଏ ଓ ସବୁ ଏକା ସମୟ ରେ ମଧ୍ୟ ହେଇଥାଏ I