ଭାରତର ସେହି ୩ଜଣ ପାଇଲଟ ଯିଏକି ପାକିସ୍ତାନର ସବୁଠାରୁ ସୁରକ୍ଷୀତ ଜେଲ ଭାଙ୍ଗିକି ଫେରାର ହୋଇଯାଇଥିଲେ, ଜାଣନ୍ତୁ ସେମାନଙ୍କ ନାମ

ଆଜି ଆମେ ଭାରତ ର 3 ଜଣ ଏପରି ପାଇଲଟ ଯେଉଁମାନେ ଯେଉଁମାନେ କି ପାକିସ୍ତାନ ର ସବୁଠାରୁ ବଡ଼ ସୁରକ୍ଷିତ ଜେଲ ରୁ ଖସି ପଳାଇବା ସଫଳ ହେଇଥିଲେ I 1971 ରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟ ରେ ଯୁଧ୍ୟ ହେଇଥିଲା ହେଇଥିଲା ତ ଭାରତ ର 3 ଜଣ ପାଇଲଟ ଲେଫ୍ଟନେଣ୍ଟ ମାଲାବୀନ୍ଦ୍ର ସିଂ ଗ୍ରୋବଲ , ଦିଲୀପ ପରୁଲଙ୍କର ଓ ହରିଶ ସିଂ ପାକିସ୍ତାନ ସୀମା ରେ ପହଂଚି ଯାଇଥିଲେ I

ଏହା ପରେ ପାକିସ୍ତାନ ସରକାର ଭାରତ ର ଏହି ପାଇଲଟ ଙ୍କୁ ଧରି ରାୱଲପିଣ୍ଡି ର ଜେଲ କୁ ବନ୍ଦୀ କରି ନେଇଯାଇଥିଲେ I ଏବଂ ଏହି ତିନି ଭାରତୀୟ ପାଇଲଟ 1 ବର୍ଷ ସେଠାରେ ରହିବା ପରେ ସେଠାରୁ ଖସି ପଳାଇଥିଲେ I

ସେଠାରେ ପରୁଲଙ୍କର ହାବିଲଦାର ଙ୍କ ର ଦ୍ୱାରା ଏକ ମୁସଲିମ କପଡା ମାଗିଥିଲେ ଓ ଏକ ଧାରୁଆ ହତିଆର ମଧ୍ୟ ଆଣିଥିଲେ I ଯାହା ମାଧ୍ୟମ ରେ ସେ ଜେଲ ଭାଙ୍ଗି ଯିବା ରେ ସଫଳ ହେଇଥିଲେ I ଏହି ତିନି ଭାରତୀୟ ପାଇଲଟ ପାକିସ୍ତାନ ରେ ସ୍ୱତନ୍ତ୍ର ଦିବସ ପାଳନ ହେବାର ଏକ ଦିନ ପୂର୍ବ ରୁ ହିଁ ଜେଲ ଭଂଗିକି ଫେରାର ହେଇଥିଲେ I

ଆଫଗାନିସ୍ତାନ ସୀମା ରେ ପହଂଚିବା ସମୟ ରେ ସେଠାରେ ଜଣେ ପାକିସ୍ତାନ ସେନା ଙ୍କ ର ସନ୍ଦେହ ହେଇଥିଲା ଏବଂ ପାଇଲଟ ଧରାପଡ଼ିଥିଲେ I ଏବଂ ପୁଣି ରାୱଲପିଣ୍ଡି ଜେଲ ରେ ରଖାଯାଇଥିଲା I 1971 ରେ ଏହି ତିନି ଭାରତୀୟ ଙ୍କୁ ଭାରତ ସରକାର ଙ୍କ ଦ୍ୱାରା ଭାରତ ଅଣାଯାଇଥିଲା I