ଭାରତ ବନାମ ଶ୍ରୀଲଙ୍କା ଟି-୨୦ ସିରିଜର ହେଲା ଘୋଷଣା, ଅନେକ ଦିନ ପରେ ଦଳକୁ ଫେରି ପାରନ୍ତି ଏହି ଷ୍ଟାର ବ୍ୟାଟ୍ସମ୍ୟାନ, ଏହା ହୋଇପାରେ ଭାରତୀୟ ଦଳ

ଭାରତୀୟ ଟିମ ବର୍ତମାନ ନ୍ୟୁଜଲାଣ୍ଡ ଗସ୍ତ ରେ ରହିଛି I ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟ ରେ ଆୟୋଜିତ ହେଉଥିବା ସିରିଜ ର ଶେଷ ପରେ ଭାରତୀୟ ଟିମ 12 ମାର୍ଚ୍ଚ ରୁ ଦକ୍ଷିଣ ଆଫ୍ରିକା ସହ 3 ଗୋଟି ମ୍ୟାଚ ର ୱାନଡେ ସିରିଜ ଖେଳିବ I ଏହା ପରେ 29 ମାର୍ଚ୍ଚ ରୁ IPL ର ଘୋଷଣା ହେଇଯାଇଛି I ଇତି ମଧ୍ୟ ରେ ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତ ରେ ଯିବାର ଘୋଷଣା କରିଛି I

IPL ପରେ ଭାରତୀୟ ଟିମ ଜୁନ ମାସ ରେ ଶ୍ରୀଲଙ୍କା ଗସ୍ତ ରେ ଯିବାର ଯୋଜନା ରହିଛି I ସେଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟ ରେ 3 ଟି 20 ଓ 3 ୱାନଡେ ମ୍ୟାଚ ର ସିରିଜ ଖେଳାଯିବ I

ଶ୍ରୀଲଙ୍କା ଗସ୍ତ ରେ ହେଇଥିବା ଟି 20 ସିରିଜ ରେ ମହେନ୍ଦ୍ର ସିଂ ଧୋନୀ , ରୋହିତ ଶର୍ମା , ଶିଖର ଧାୱନ , ସୁରେଶ ରାଇନା , ହାର୍ଦିକ ପାଣ୍ଡିଆ ଓ ଦୀପକ ଚହାର ଫେରିବା ର ସମ୍ଭାବନା ରହିଛି I କିନ୍ତୁ ଋଷବ ପଂତ , ପୃଥିବୀ ସା , ମୟଙ୍କ ଅଗ୍ରୱାଲ , ସାରଦୁଲ ଠାକୁର ଓ ନବଦ୍ୱୀପ ସେନି ଙ୍କୁ ବାହାର କରାଯିବାର ର ଯୋଗ ରହିଛି I

ଭାରତୀୟ ସଂଭାବଇତ ଟି 20 ଟିମ
ଶିଖର ଧାୱନ , ରୋହିତ ଶର୍ମା , କେଏଲ ରାହୁଲ , ବିରାଟ କୋହଲି , ଶ୍ରେୟସ ଅୟର , ମନୀଷ ପାଣ୍ଡେ , ମହେନ୍ଦ୍ର ସିଂ ଧୋନୀ , ରବୀନ୍ଦ୍ର ଜାଡେଜା , ସୁରେଶ ରାଇନା , ୟୁଜବେନ୍ଦ୍ର ଚହଳ , ଯଶପ୍ରୀତ ବୁମରାହା , ଦୀପକ ଚାହାର , କୁଲଦୀପ ଯାଦବ , ମୋହମ୍ମଦ ସମୀ I