ଭାରତର ଏହି ଲୋକପ୍ରିୟ ଖେଳାଳି ନିଜର ହିଁ ଭାଉଜଙ୍କୁ ବିବାହ କରିଥିଲେ

ଏହା ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି କି ଆଜିକା ସମୟ ରେ କ୍ରିକେଟ ଓ ବଲିଉଡ ର ସମ୍ପର୍କ କେତେ ନିବିଡ଼ ଅଟେ I ଏହା ର ଉଦାହରଣ ଆପଣ ଏହି ଘଟଣା ରୁ ଜାଣିପାରିବେ I ଆପଣ ବି ଅନେକ ଥର ଶୁଣିଥିବେ କି ଅନେକ କ୍ରିକେଟ ଙ୍କୁ ବଲିଉଡ ର ଅଭିନେତ୍ରୀ ପ୍ରେମ କରିବସିଥାନ୍ତି ଓ ଏପରି କି କିଛି ପ୍ରେମ କରି ବିବାହ ମଧ୍ୟ କରିସାରିଲେଣି I

ଥରେ ମୁରଲୀ ବିଜୟ ନିଜ ପିତା ଙ୍କ କଥା ରେ ରାଗିଯାଇ ଘର ଛାଡିଦେଇଥିଲେ I ଏବଂ ପାଖରେ ଥିବା ହୋଟେଲ କୁ ରହିବାକୁ ଯାଇଥିଲେ I ଖାଲି ସେତିକି ନୁହେ ପ୍ରଥମେ ପ୍ରଥମେ ତ ନିଜ ର ଲମ୍ବା ବାଳ କାରଣ ରୁ ନିଜ ର ଘରୋଇ ଟିମ ତାମିଲନାଡୁ ପାଁଇ ବି ସେ ଖେଳିପାରିନଥିଲେ I ଏବଂ ବାଳ କାଟିବା ପରେ ହିଁ ସେ ଖେଳିବାକୁ ସୁଯୋଗ ପାଇଥିଲେ I

ତେବେ ଆଜି ଆମେ ଏକ ଏପରି କ୍ରିକେଟର ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ଯିଏ କି ନିଜ ର ଏକ ସାଥି ଖେଳାଳି ଙ୍କ ସହ ଶତ୍ରୁତା କରିବସିଥିଲେ I ଏବଂ ତାଙ୍କ ର ବନ୍ଧୁ ଙ୍କ ର ପତ୍ନୀ ଙ୍କୁ ବିବାହ କରିଥିଲେ I ମୁରଲୀ ବହୁତ ଶାନ୍ତ ସ୍ଵଭାଵ ର ଅଟନ୍ତି I

ଆପଣ ଜାଣି ଆଶ୍ଚଯ୍ୟ ହେବେ କି ମୁରଲୀ ନିଜ ପିଲାଦିନ ର ସାଙ୍ଗ ଦୀନେଶ କାର୍ତିକ ଙ୍କ ର ପତ୍ନୀ ଯିଏ କି ଗର୍ଭବତୀ ଥିଲେ ତାଙ୍କୁ ସେ ବିବାହ କରିଛନ୍ତି I ମୁରଲୀ ଦୀନେଶ ଙ୍କୁ ଯେଉଁ କଷ୍ଟ ଦେଇଛନ୍ତି ସେ ଜୀବନସାରା ଭୁଲିପାରିବେ ନାହିଁ I

ପିଲାଦିନ ର ବନ୍ଧୁ ଧୀରେ ଧୀରେ ପ୍ରେମ ରେ ବଦଳିଯାଇଥିଲା ଏବଂ ଘର ଲୋକଙ୍କ ର ସହମତି ରେ ଦୁହେଁ 2007 ରେ ବିବାହ କରିଥିଲେ ଏବଂ ନିକିତା ଗର୍ଭବତୀ ଥିବା ରୁ ଘର ଲୋକେ ନୂଆ ଅତିଥି ଙ୍କ ର ଅପେକ୍ଷ୍ୟା ରେ ଥିଲେ ଏବଂ ନିକିତା ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ I

Share Your Comments Below