ଇଣ୍ଡିଆ ବନାମ ନ୍ୟୁଜଲାଣ୍ଡ ଏହି ସମୟରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ ମ୍ୟାଚ, ଏହି ୫ଟି ଖେଳାଳି ଦଳରୁ ପଡିବେ ବାଦ, ଦେଖନ୍ତୁ ସମ୍ଭାବିତ ଭାରତୀୟ ଦଳ

ଭାରତ ନ୍ୟୁଜିଲାଣ୍ଡ ଟି-20 ସିରିଜ ଓ ଏକ ଦିବସୀୟ ସିରିଜ ପରେ ଏବେ ଟେଷ୍ଟ ସିରିଜି ଆରମ୍ଭ ହେବା ପାଇଁ ଯାଉଛି | ଟି-20 ସିରିଜରେ ଭାରତ ନ୍ୟୁଜିଲାଣ୍ଡକୁ 5-0ରେ ସିରିଜ ହରାଇ ଥିଲା | ଏହାର ପ୍ରତିଶୋଧ ନେଇ ଏକଦିବସୀୟ ସିରିଜିରେ ନ୍ୟୀଜିଲାଣ୍ଡ ଭାରତକୁ 3-0ରେ ସିରିଜି ହରାଇ ଥିଲା | ଏବେ ଭାରତକୁ ଏକଦିବସୀୟ ଶୃଙ୍ଖଲା ର ପ୍ରତିଶୋଧ ନେବାର ସୁଯୋଗ ମିଳିବ | ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟ ରେ 2 ଗୋଟି ଟେଷ୍ଟ ମ୍ୟାଚ ର ସିରିଜ ଖେଳା ଯିବ | ଏହି ସିରିଜ ର ପ୍ରଥମ ମ୍ୟାଚ 21 ଫ୍ରେବୁଆରି କୁ ଆୟୋଜିତ ହେବ | ଆପଣ ଏହି ମ୍ୟାଚ ର ଆନନ୍ଦ 4 ଘଟିକା ସମୟ ରୁ ନେଇପାରିବେ |

ଆମେ କହି ରଖୁକି କି ଋଷବ, ହନୁମା, ମୋହମ୍ମଦ ଓ ନବଦ୍ୱୀପ ସେନି ପ୍ରଥମ ଟେଷ୍ଟ ମ୍ୟାଚରୁ ବାହାର ହେଇପାରନ୍ତି ଏବଂ ଇଶାନ୍ତ ଶର୍ମା ଟିମକୁ ଫେରିବାର ସମ୍ଭାବନା ରହିଛି |

ଭାରତୀୟ ସମ୍ଭାବିତ ଟିମ
ପୃଥିବୀ ସାହ, ମାୟଙ୍କ ଅଗ୍ରୱାଲ, ଚେତ୍ତେଶ୍ୱର ପୁଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରିଦ୍ଧିମାନ ସାହା , ରବୀନ୍ଦ୍ର ଜାଡେଜା , ରବି ଚନ୍ଦ୍ରନ ଅଶ୍ୱିନୀ , ଉମେଶ ଯାଦବ , ଯଶପ୍ରୀତ ବୁମରାହ , ଓ ଇଶାନ୍ତ ଶର୍ମା I