ଜାମୁ କାଶ୍ମୀର ରୁ ଅନୁଛେଦ ଧାରା 370 ଉଠିବା ପରେ ପାକିସ୍ତାନ ଭାରତ ଠାରୁ ବ୍ୟବସାୟ ଆଦି ସମ୍ବନ୍ଧ ମଧ୍ୟ ବନ୍ଦ କରିଛି I ଯାହା ର ପ୍ରଭାବ ସିଧା ପାକିସ୍ତାନ ର ଅର୍ଥନୀତି ଉପରେ ପଡିଛି I ଶୁଣିବାକୁ ମିଳିଛି କି ପାକିସ୍ତାନ ର କପାସ ର ଅଭାବ ଦେଖାଦେଇଛି ଯାହା ଦ୍ୱାରା କପଡା ଉଦ୍ୟୋଗ ରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି I
ପାକିସ୍ତାନ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସମସ୍ୟା କୁ ନେଇ ବର୍ତମାନ ପାକିସ୍ତାନ ର କପଡା ଉଦ୍ୟୋଗ ରେ 35 ପ୍ରତିସଦ କମି ଆସିଛି I
ତେଣୁ ପାକିସ୍ତାନ ଆମେରିକା , ସ୍ପେନ ଓ ବ୍ରାଜିଲ ଆଦି ର କପଡା ଆମଦାନୀ କରୁଛି I ଭାରତ ରୁ ଯେତେବେଳେ କପାସ ଯାଉଥିଲା ତ ସୁବିଧା ରେ ସୁଲଭ ଦର ରେ ମଧ୍ୟ ମିଳିଯାଉଥିଲା କୀଟୁ ଅନ୍ୟ ଦୂର ଦେଶ ରୁ ଆଣିବା କୁ ନେଇ ପାକିସ୍ତାନ କୁ ନାନା ସମସ୍ୟା ର ସମୁଖୀନ ହେବାକୁ ପଡୁଛି I
ଭାରତ ରେ କପାସ ର ରପ୍ତାନି ସେ ସମୟ ରେ ପାକିସ୍ତାନ କୁ ଶସ୍ତା ଆସୁଥିଲା ଏବଂ ବ୍ୟବସାୟ ଠିକ ଚାଲିଥିଲା କିନ୍ତୁ ବର୍ତମାନ ପାକିସ୍ତାନ ଆଉ ଭାରତ ଠାରୁ କପାସ କିଣୁନାହିଁ I
ପାକିସ୍ତାନ ର କଟନ ଜିନ୍ସ ଆସୋସିଏସନ ବିଗତ ଦିନ ରେ କପାସ ଉଦ୍ୟୋଗ ରେ 26.54 ପ୍ରତିସଦ ର କମି ଦେଖିବାକୁ ମିଳିଛି I
ବର୍ତମାନ ଭାରତ ରେ 69% ଗଛ କପାସ ର ରହିଛି ଏବଂ ଅନ୍ତରାଷ୍ଟ୍ରୀୟ ବଜାର ରେ 74 ପ୍ରତିସଦ ରହିଛି I
ଭାରତ ରେ କପାସ ର ଫସଲ ଅଧିକ ହେଇଥାଏ ଏବଂ ବିଗତ ବର୍ଷ ଅପେକ୍ଷ୍ୟା ଭାରତ ଏହି ବର୍ଷ କପାସ ବ୍ୟବସାୟ ବେଶ ଅଧିକ ମଧ୍ୟ କରିଛି I କଟନ ଆସୋସିଏସନ ଅଫ ଇଣ୍ଡିଆ ର ଅନୁମାନ ରେ ଭାରତ ରେ ଏହି ବର୍ଷ 354 ଲକ୍ଷ ବେଲସ ରହିଛି ବିଗତ ବର୍ଷ ଏହା 312 ଲକ୍ଷ ଥିଲା I
ଏପରି ଆଶଙ୍କା ମଧ୍ୟ ରହିଛି ପାକିସ୍ତାନ ଏହି ବର୍ଷ ଭାରତ ଠାରୁ ପୁଣି କପାସ ବ୍ୟବସାୟ କୁ ନେଇ ବୁଝାମଣା ଚୁକ୍ତି କରିପାରେ I
ଭାରତ ସହ ଶତ୍ରୁତା ପାକିସ୍ତାନକୁ ପଡିଲା ମହାଙ୍ଗା; ଏବେ ଏହି ଜିନିଷ ପାଇଁ ସବୁଦିନ ତର ଷୁଛି
