ଭାରତର ଏହି ୫ଟି ଡାକ୍ତରଖାନାରେ ମାଗଣା ହୋଇଥାଏ କ୍ୟାନ୍ସରର ଚିକିତ୍ସା, ଜାଣି ରଖନ୍ତୁ କେବେବି ଆସିପାରେ କାମରେ

ବନ୍ଧୁଗଣ ଆମ ଦେଶରେ କ୍ୟାନ୍ସର ପରି ମାରାତ୍ମକ ରୋଗର ଅନେକ ଲୋକ ଶିକାର ହେଉଛନ୍ତି | ସାଧାରଣ ଲୋକଙ୍କ ସହ ବଡ ବଡ ହସ୍ତୀ ମାନେ ମଧ୍ୟ ଏହି କ୍ୟାନ୍ସର ରୋଗର ଶିକାର ହୋଇସାରିଛନ୍ତି | ଯାହା ଲୋକଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ | ସେଥି ପାଇଁ ସମସ୍ତ ଲୋକଙ୍କୁ ଏହା ସମ୍ପର୍କରେ ସଠିକ ତଥ୍ୟ ଜଣା ଥିବା ଦରକାର କାରଣ ଏହା ଦ୍ୱାରା ସଠିକ ସମୟରେ ଏହି ରୋଗର ଚିକିତ୍ସା ହେଇପାରିବ | ତେବେ ଆଜି ଆମେ ଆପଣଙ୍କୁ ଭାରତର କିଛି ଏପରି ଡାକ୍ତର ଖାନା ସମ୍ପର୍କରେ କହିବୁ ଯେଉଁଠି କ୍ୟାନ୍ସର ରୋଗର ମାଗଣାରେ ଚିକିତ୍ସା ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହି ସବୁ ଡାକ୍ତର ଖାନା ସମ୍ପର୍କରେ

ଟାଟା ମେମୋରିଆଲ ହସ୍ପିଟାଲ , ମୁମ୍ବାଇ

କ୍ୟାନ୍ସର ଫାଉଣ୍ଡେସନ ଅଫ ଇଣ୍ଡିଆ , ମୁମ୍ବାଇ

କିଡବାଇ ମେମୋରିଆଲ ଇନ୍ଷ୍ଟିଟ୍ୟୁଟି ଅଫ ଅକଂଲଜୀ , ବ୍ୟଙ୍ଗଲୋର

ଟାଟା ମେମୋରିଆଲ ହସ୍ପିଟାଲ , କଲିକତା

କ୍ଷେତ୍ରୀୟ କ୍ୟାନ୍ସର କେନ୍ଦ୍ର , ତିରୁବନ୍ତପୁରମ

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଭଲ ଲାଗିଥାଏ ଓ ଆପଣ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ଇଛୁକ ଥାନ୍ତି ତେବେ ଆମର ଏହି ପୋଷ୍ଟକୁ ସେୟାର ଜରିଆରେ ସମସ୍ତଙ୍କ ପାଖରେ ପହଚାନ୍ତୁ| ଧନ୍ୟବାଦ