ଭାରତର ସବୁଠାରୁ ସୁରକ୍ଷୀତ କାରରେ ବୁଲିଥାନ୍ତି ମୁକେଶ ଅମ୍ବାନୀ, କାରର ଦାମ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ଯେପରି କି ଆପଣ ସମସ୍ତେ ଜାଣିଛନ୍ତି କି ଆମ ଦେଶ ର ସବୁଠାରୁ ବଡ଼ ଶିଳ୍ପପତି ହେଉଛନ୍ତି ମୁକେଶ ଅମ୍ବାନୀ ,ସେ ସବୁଠାରୁ ଦାମୀ ଗାଡି ବ୍ୟବହାର କରିଥାନ୍ତି I ସୂଚନା ଅନୁସାରେ ଜାଣି ରଖନ୍ତୁ କି ମୁକେଶ ଙ୍କ ର ଘର ର ନାମ Antilia ଅଟେ I ତାଙ୍କ ର ଘର ମୁମ୍ବାଇ ରେ ଅଛି I ଏବଂ ବିଗତ କିଛି ମାସ ପୂର୍ବ ରୁ ହିଁ ଏକ ଫ୍ଲୋର ରେ ନିଆଁ ଲାଗିଯାଇଥିଲା I

କିନ୍ତୁ ଆଜି ଆମେ ମୁକେଶ ଅମ୍ବାନୀ ଙ୍କ ର ଘର ବିଷୟ ରେ ନୁହେ ତାଙ୍କ କାର ବିଷୟରେ ଆଲୋଚନା କରୁଛେ I ଦେଖିବାକୁ ଗଲେ ମୁକେଶ ଅମ୍ବାନୀ ସବୁଠାରୁ ଦାମୀ ଘର ର ମାଲିକ ଅଟନ୍ତି ଏହା ସହ ସବୁଠାରୁ ଦାମୀ କାର ର ମଧ୍ୟ ମାଲିକ ଅଟନ୍ତି I

ଧିରୁଭାଇ ଅମ୍ବାନୀ ଙ୍କ ର ପୁଅ ମୁକେଶ ଅମ୍ବାନୀ ଅଲିବାବାର ମାଲିକ ଜେକ ମା ପରେ ବର୍ତମାନ ପୁରା ଏସିଆ ର ଧନୀ ଲୋକ ଅଟନ୍ତି I ମୁକେଶ ଙ୍କ ପାଖରେ ବିଏମଡବ୍ଲୁ 760 ଏଲଆଇ କାର ରହିଛି I ଏହି କାର ର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କା ଅଟେ I

ଏହି କାରର ସବୁ ଝରକା 65 ଏମଏମ ମୋଟୀ ଓ ଏହାର ଓଜନ 150 କୋଲୋଗ୍ରାମ ଅଟେ I ଏହା ଦ୍ୱାରା କେହି ବି ବାହାର ଲୋକେ କୌଣସି କ୍ଷତି ପହଞ୍ଚାଇ ପାରିବେ ନାହିଁ I

ସୂଚନା ଅନୁସାରେ ଜାଣି ରଖନ୍ତୁ କି ତାଙ୍କ ର ଏହି କାରର ମୂଲ୍ୟ 1.9 କୋଟି ଅଟେ କିନ୍ତୁ ତାଙ୍କ କାର ରେ ଯେତିକି ସିକ୍ୟୁରିଟି ବ୍ୟବସ୍ତା ରହିଛି ସେ ସବୁ ର ମୂଲ୍ୟ ମିଶି ଏହି କାର ର ମୂଲ୍ୟ 8.5 କୋଟି ଅଟେ I

ଏବଂ ଏହି କାର ର ରେଜେଷ୍ଟ୍ରି ପାଁଇ ସେ 1 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି I