ଭାରତର ସବୁଠାରୁ ଧନୀ ବ୍ୟକ୍ତି ଙ୍କର ସୁରକ୍ଷ୍ୟରେ ବ୍ୟବହାର ହୋଇଥାଏ ଏହି ସବୁ କାର, ଜାଣନ୍ତୁ !

ଭାରତ ର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ I ସେ ତାଙ୍କ ର ବିଳାସପୁର୍ଣ ଜୀବନ କୁ ନେଇ ଚର୍ଚା ରେ ରହିଥାନ୍ତି I ମୁକେଶ ଅମ୍ବାନୀ ଙ୍କ ର ଗାଡି ରାସ୍ତା ରେ ଚାଲିଲେ ବହୁତ ଲମ୍ବା ଲାଇନ ହେଇଥାଏ I ଏବଂ ଅନେକ କାର ଓ ସୁରକ୍ଷ୍ୟକର୍ମୀ ମୁକେଶ ଅମ୍ବାନୀ ଙ୍କୁ ସୁରକ୍ଷ୍ୟା ପ୍ରଦାନ କରିଥାନ୍ତି I

ଭାରତ ର ଧନୀ ବ୍ୟକ୍ତି
ମୁକେଶ ଅମ୍ବାନୀ ଓ ତାଙ୍କ ସଫଳତା ବିଷୟ ରେ କିଏ ବା ନ ଜାଣିଚି I ସର୍ବଦା ଲୋକେ ଏହା କୁ ମିଡ଼ିଆ ରେ ଆଲୋଚନା କରନ୍ତି I ମୁକେଶ ଅମ୍ବାନୀ ଯେଉଁ କାର ରେ ଯାଇଥାନ୍ତି ତାହା ପ୍ରିମିୟମ ହେଇଥାଏ I ଏବଂ ଏହା ଏକ ଆର୍ମଡ଼ କାର ଅଟେ I ଏଥିରେ କୌଣସି ଗୁଳି ଭେଦ କରିପାରି ନ ଥାଏ I

BMW 760 LI
BMW 760 LI ଦୁନିଆ ରେ ସବୁଠାରୁ ଭଲ ଫିଚର ସେଫଟି କାର ଅଟେ I ଏହା ର ଭଲ ପରଫରମନ୍ସ କୁ ନେଇ ଏହା ଚର୍ଚିତ ଅଟେ I ଏହା ବୁଲେଟପ୍ରୁଫ ଅଟେ I ଅର୍ଥାତ ଏହା ଉପରେ ଗୁଳି ର ପ୍ରଭାବ ହେଇ ନ ଥାଏ I ଏବଂ ଏହି କାର ର ଡୋର ର ଓଜନ 150 କିଲୋ ର ଅଟେ I ଯାହା ଦ୍ୱାରା କାର ଡ୍ୟାମଜ ହେଇ ନ ଥାଏ I

ROLLS ROYCE CULLINAN
ROLLS ROYCE CULLINAN ଏକ ଏପରି କାର ଯାହା ର ବ୍ୟବହାର କେବଳ ଅମ୍ବାନୀ ପରିବାର ହିଁ କରିଥାନ୍ତି I କିନ୍ତୁ ଏହା ର ଅଧିକ ବିଶେଷ୍ୟତ୍ୱ କୁ ନେଇ ଏହା କୁ ଅମ୍ବାନୀ ପରିବାର ସେପରି କିଛି ବିଶେଷ ମୁହୂର୍ତ୍ତ ରେ ହିଁ କରିଥାନ୍ତି I ROLLS ROYCE CULLINAN ସହ BMW X 5 ସହ LAND ROVER ଆଦି ମଧ୍ୟ ରହିଛି I ଏହା ଏକ ଦାମୀ SUV କାର ଅଟେ I ଏବଂ ଏହା ର ମୂଲ୍ୟ 10 କୋଟି ଅଟେ I

MERCEDES BENZ S GUARD
S GUARD କମ୍ପାନୀ ର MAYBACH S 600 ର ମାଡ଼ଇଫଇଡ ମଡେଲ I ଏହା ମୁକେଶ ଅମ୍ବାନୀ ଙ୍କ ର ସୁରକ୍ଷ୍ୟ ରେ ନିୟୋଜିତ ହେଇଥାଏ I ଏହା କୁ 2015 ରେ କିଣାଯାଇଥିଲା I ଭାରତୀୟ ବଜାର ରେ ଏହି S GUARD ଗାଡି ର ମୂଲ୍ୟ 10.50 କୋଟି ଅଟେ I ଏବଂ ଭାରତ ରେ ପ୍ରଥମେ ଏହା ମୁକେଶ ଅମ୍ବାନୀ ଙ୍କ ପାଖ ରେ ରହିଛି I