ଏହାକୁ ସେବନ କରିବା ଦ୍ୱାରା ଅନେକ ମାତ୍ରାରେ ବଢ଼ିଯାଇଥାଏ ପୁରୁଷଙ୍କର ପୁରୁଷତ୍ୱ ,ଭାରତରେ ଦ୍ରୁତ ଗତିରେ ବଢିବାକୁ ଲାଗିଛି ଏହି ଜିନିଷ ର ଚାହିଦା !

ଆଜିର ଏହି ବ୍ୟସ୍ତବହୁଳ ସମାଜ ରେ , ଜୀବନ ରେ ଅନେକ କିଛି ବଦଳି ଯାଇଛି ଏବଂ ଲୋକେ ଆଧୁନିକ ଢାଞ୍ଚା ରେ ବଂଚିବାକୁ ଇଚ୍ଛା କରୁଛନ୍ତି କିନ୍ତୁ ଏହା ସହିତ ଲୋକେ ଅନେକ ସମସ୍ୟା ର ମଧ୍ୟ ସମୁଖୀନ ହେଉଛନ୍ତି I ସବୁଠାରୁ ବଡ଼ ସମସ୍ୟା ହେଲା ପୁରୁଷ ଙ୍କ ପ୍ରଜନନ କ୍ଷମତା I ଏବଂ ଅନ୍ୟ କ୍ଷେତ୍ରରେ ଏହା ର ସଠିକ ଚିକିତ୍ସା ମଧ୍ୟ ହେଇପାରୁନାହିଁ I ଏକ ଏପରି ସମସ୍ୟା ଯେଉଁ ବ୍ୟକ୍ତି ଙ୍କ ର ସନ୍ତାନ ସୁଖ ପ୍ରାପ୍ତି ହେବାରୁ ବଂଚିତ ହେଇଥାନ୍ତି I

ଏହି ସୁଖ କୁ ପାଇବାକୁ ସେମାନେ କଣ ବା ନ କରନ୍ତି , ସେମାନେ ମନ୍ଦିର ରୁ ନେଇ ଡାକ୍ତର ପର୍ଯ୍ୟନ୍ତ ସମସ୍ତ ଚେଷ୍ଟା କରିଥାନ୍ତି I କିନ୍ତୁ ସୂଚନା ଅନୁସାରେ ବର୍ତମାନ ଲୋକଙ୍କ ର ଆଉ ଚିନ୍ତାକରିବାର ଦରକାର ନାହିଁ I କାରଣ ଏହି ଲୋକଙ୍କ ପାଁଇ ଏକ ଆଶ୍ଚଯ୍ୟ କର କଥା ହେଲା କି ଏପରି ଲୋକଙ୍କ ପାଁଇ କଇଁଛ ର ମାଂସ ବହୁତ ଉପକାରୀ ହେଇଥାଏ I ଏବଂ ସେହି କାରଣ ରୁ କଇଁଛ ମାଂସ ର ଚାହିଦା ମଧ୍ୟ ବେଶ ବଢ଼ିବାରେ ଲାଗିଛି I

ଯେତେବେଳେ ଲୋକେ ନିଜ ର ସେକ୍ସ ପାୱାର ବଢାଇବା ପାଁଇ କଇଁଛ ମାଂସ ଖାଇବା ଆରମ୍ଭ କଲେ , ସେହି କବର ପୋଲିସ ପାଖରେ ପହଂଚିଗଲା ଏବଂ ଅନେକ କଇଁଛ ତସ୍କର ମଧ୍ୟ ଧରାପଡ଼ିଥିଲେ I ଜୋନପୁର, ଅଯମଗଡ଼ , ବାଲିଆ ,ଗୋରଖପୁର , ବସ୍ତି , ପ୍ରତାପଗଢ଼ , ଇଲାହାବାଦ ଆଦି ଅଂଚଳ ରେ ବେଶ ଜୋର ସୋର ରେ ଏହି ବ୍ୟାପାର ଚାଲିଛି I