ଇଂଲଣ୍ଡ ଦଳର ଭାରତ ଗସ୍ତର ହେଲା ଘୋଷଣା, ଖେଳା ହେବ ଏତୋଟି ଏକଦିବସୀୟ ଓ ଟି-୨୦ ମ୍ୟାଚ, ଦେଖନ୍ତୁ କଣ ରହିପାରେ ଭାରତୀୟ ଦଳ

ଯେପରି କି ଆପଣ ଜାଣିଛନ୍ତି କି ଭାରତୀୟ ଦଳ ବର୍ତମାନ ନ୍ୟୁଜଲାଣ୍ଡ ବିପକ୍ଷରେ 3ଟି ଏକଦିବସୀୟ ମ୍ୟାଚରେ ଭାଗ ନେଇଥିଲା I ଭାରତୀୟ ଟିମ 3-0 ରେ ପରାଜିତ ହେଇସାରିଛି I ଏହି ସିରିଜର ତୃତୀୟ ମ୍ୟାଚ 11 ଫ୍ରେବୁଆରି ଆୟୋଜିତ ହେଇଥିଲା ଏବଂ ଭାରତ ଏଥିରେ ପରାଜୟ ହାସଲ କରିଥିଲା |ଏହା ପରେ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ | ଏହା ପରେ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ ଆସିବ ଯେଉଁଠାରେ 12 ମାର୍ଚ୍ଚରୁ ଉଭୟ ଟିମ ମଧ୍ୟରେ 3ଟି ଏକଦିବସୀୟ ମ୍ୟାଚର ସିରିଜ ଖେଳା ଯିବ|

ଇଂଲଣ୍ଡର ଦଳ ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ ଗସ୍ତରେ ଆସିବେ| ଯେଉଁଠାରେ ଏହି ଦୁଇ ଦଳ ମଧ୍ୟରେ 3ଟି ଟି-20 ମ୍ୟାଚ ଓ 3ଟି ଏକଦିବସୀୟ ମ୍ୟାଚ ଆୟୋଜିତ ହେବ I ଏହି ମ୍ୟାଚ ଗୁଡିକ ପାଇଁ BCCI ତରଫରୁ ଏବେ ତାରିଖ ଘୋଷଣା ହେବା ବାକି ଅଛି | ଏହା ପରେ ICC ଟି-20 ବିଶ୍ୱକପ 2020 24 ଅକ୍ଟୋବରରୁ 15 ନଭେମ୍ବର ମଧ୍ୟ ରେ ଆୟୋଜିତ ହେବ I ଭାରତୀୟ ଟିମ ଏହି ସିରିଜ ରେ ଭାଗ ନେବ I ଟି-20 ବିଶ୍ୱକପ ର ବିଜେତା ହେବା ଭାରତୀୟ ଟିମ ର ଏକ ବଡ଼ ଲକ୍ଷ ରହିଛି I

ଭାରତୀୟ ସମ୍ଭାବିତ ଟିମ
1.ରୋହିତ ଶର୍ମା , 2.ଶିଖର ଧାୱନ , 3.ବିରାଟ କୋହଲି , 4.ଶ୍ରେୟସ ଅୟର , 5.ସୁରେଶ ରାଇନା , 6.ହାର୍ଦିକ ପାଣ୍ଡିଆ , 7.ରବୀନ୍ଦ୍ର ଜାଡେଜା , 8.ୟୁଜବେନ୍ଦ୍ର ଚହଳ , 9.ମୋହମ୍ମଦ ସମୀ , 10.ଭୁବନେଶ୍ୱର କୁମାର , 11.ଯଶପ୍ରୀତ ବୁମରାହ , 12ଋଷବ ପଂତ ଓ 13.ଧୋନୀ

ଇଂଲଣ୍ଡ ର ସମ୍ଭାବିତ ଟିମ
ଇୟୋନ ମୋଗରନ , ଯେସନ ରାୟ , ଯାନୀ ବେୱାର୍ଷ୍ଟ , ଏଲେକ୍ସ ହେଲସ , ଜୋ ରୁଟ , ଜୋସ ବଟଲର , ବେନ ସ୍ତୋକସ , ମୋଇନ ଅଲ୍ଲୀ , ଆଦିଲ ରସିଦ , ଲିୟମ ପ୍ଳାକେଟ , ଡେବିଡ଼ ବିଲି , ବୁଡ଼ , ଟମ କୂରେନ , ଜେକ ବଲ I

Share Your Comments Below