ଭାରତୀୟ ଡାକର ନୁଆ ସ୍କିମ: ସବୁ ମାସ ଜମା କରନ୍ତୁ ୫୦୦ଟଙ୍କା, ଫେରସ୍ତ ପାଇବେ ପୁରା ୪୩ ଲକ୍ଷ ଟଙ୍କା

ଆଜି ଆମେ ପୋଷ୍ଟ ଅଫିସ ସମ୍ପର୍କ ରେ କିଛି ନୂଆ ସ୍କିମ ବାବଦ ରେ କହିବାକୁ ଯାଉଛୁ ଏବଂ ଏହି ସ୍କିମ ଅନୁସାରେ ଆପଣ 1.5 ଲକ୍ଷ ଟଙ୍କା କିମ୍ବା ପ୍ରତି ମାସ ରେ 500 ଟଙ୍କା ଜମା କରି 43 ଲକ୍ଷ ଟଙ୍କା ପାଇପାରିବେ I

ଏହି ସ୍କିମ ର ନାମ ହେଉଛି ପବ୍ଲିକ ପ୍ରାଇଭେଟ ଫଣ୍ଡ ଯାହା କି ପିପି ଏଫ ନାମ ରେ ପରିଚିତ I ଏହା କୁ ଆପଣ ପୋଷ୍ଟ ଅଫିସ ରେ ଖୋଲି ପାରିବେ I ଏବଂ ଏହି ସ୍କିମ ର ଲାଭ ଉଠାଇ ପାରିବେ I

ଆପଣ ଏହି ସ୍କିମ ରେ 500 ରୁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ I ତେବେ ଏହି ଖାତା କୁ ଆପଣ କୌଣସି ପିଲା ନା ରେ ବି ଖୋଲି ପାରିବେ କିନ୍ତୁ ପଇସା ର ଲିମିଟ ସମାନ ରହିଥାଏ I

ଏହି ଯୋଜନା ମୁତାବକ ଆମେ ମାସ କୁ 2 ଥର ହିଁ ପଇସା ଜମା କରିପାରିବା I ଏବଂ ବର୍ଷ କ ମଧ୍ୟ ରେ 12 ଥର ପଇସା ଡିପୋଜିଟ କରିପାରିବା I ଏହା ପିପିଏଫ ଆକାଉଣ୍ଟ ନାମ ରେ ପରିଚିତ ଏବଂ ଏହା ର ସମୟ ସୀମା 15 ବର୍ଷ ହେଇଥାଏ I 15 ବର୍ଷ ପର୍ଯ୍ୟନ୍ତ ଆପଣ ପ୍ରତୋକ ମାସ ରେ ପଇସା ଡିପୋଜିଟ କରିବାକୁ ହେବ I

ସରକାର ଏହି ଯୋଜନା ରେ 7.8 ପ୍ରତିସଦ ସୁଧ ଦେଇଥାନ୍ତି I