ମ୍ୟାଚ ସାରିବା ପରେ ଭାରତୀ-ବଙ୍ଗଲାଦେଶ ଦଳ ମଧ୍ୟରେ ହେଲା ପିଟା-ପିଟି, ଦେଖନ୍ତୁ ଭାଇରଲ ଭିଡ଼ିଓ, କାହାର ଥିଲା ଭୁଲ

ଚାରି ଥର ଚମ୍ପିୟାନ ହେଇଥିବା ଟିମ ଭାରତ କୁ ତିନି ଵିକେଟ ରେ ହରାଇ ପ୍ରଥମ ଥର ଅଣ୍ଡର 19 ବିଶ୍ୱକପ ରେ ବାଂଲାଦେଶ ଟିମ ବିଜେତା ହେଇଚି I ଭାରତୀୟ ଟିମ ଟସ ହାରିବା ପରେ ବ୍ୟାଟିଂ କରିଥିଲା I ୟଶସ୍ଵୀ ଜୟସ୍ବାଲ (88) ଓ ତିଳକ ବର୍ମା (38) କରିଥିଲେ ବାଂଲାଦେଶ ଟିମ ଜିତିବା କୁ ଲକ୍ଷ ରହିଥିଲା 178 ରନ I ବାଂଲାଦେଶ ଟିମ ର ହୁସେନ (47) ଓ କ୍ୟାପଟେନ ଆକବର ଅଲ୍ଲୀ (43) ରନ କରିଥିଲେ I ବାଂଲାଦେଶୀ ଟିମ ବିଜୟ ପରେ ବେଶ ଅଧିକ ଖୁସି ହେଇଯାଇଥିଲେ I

ପବେଲିୟନ ରେ ବସି ମୈଦାନ ରେ ଖେଳ ର ଆନନ୍ଦ ନେଉଥିବା ଅନ୍ୟ ବାଂଲାଦେଶୀ ଟିମ ର ଖେଳାଳି ମାନେ ମୈଦାନ କୁ ଅସିଜାଇଥିଲେ I ଏବଂ ବାଂଲାଦେଶୀ ଟିମ ନିଜ ବିଜୟ ର ଆନନ୍ଦ ରେ ବେଶ ଉତ୍ସୁକତା ଦେଖାଇଥିଲେ I ବାଂଲାଦେଶ ଟିମ ର କ୍ୟାପଟେନ ଆକବର ଅଲ୍ଲୀ ଏକ ପ୍ରେସ କନ୍ଫରେନ୍ସ ସମୟ ରେ ନିଜ ଟିମ ର ଏପରି ଖେଳାଳି ଙ୍କ ର ବ୍ୟବହାର କୁ ନେଇ ଦୁଃଖ ପ୍ରକାଶ କରିଥିଲେ I


ସେ ମଧ୍ୟ କହିଛନ୍ତି କି ଆମ ର କିଛି ଖେଳାଳି ଭାବାବେଶ କୁ ଆସି ଅଧିକ ଉତ୍ସାହିତ ହେଇଯାଇଥିଲେ I ଏବଂ ମ୍ୟାଚ ପରେ ଏପରି ହରକତ କରିଥିଲେ I କାରଣ ଆମେ ଆମ ସ୍ବପ୍ନ ପୁରା କରିଛୁ I ବିଗତ ବର୍ଷ ଆମେ ଅନେକ ସଂଘର୍ଷ କରିଛୁ I ଏବଂ ଏହି ବର୍ଷ ମ୍ୟାଚ ରେ ଆମ ଟିମ ସଫଳ ହେଇପାରିଛି I