ଭାରତୀୟ ଦଳ ପାଁଇ ଆସିଲା ବଡ ଖୁସି ଖବର; ବିସିସିଆଇ କରିଲା ବଡ ଘୋଷଣା, ଶୁଣିକି ଖୁସିରେ ନାଚି ଉଠିଲେ ସବୁ ଖେଳାଳି

ବିସିସିଆଇ ଦୁନିଆ ର ସବୁଠାରୁ ଆର୍ଥିକ ସମୃଦ୍ଧି ରେ ଏକ ନମ୍ବର ରେ ଥିବା କ୍ରିକେଟ ବୋର୍ଡ ଅଟେ I ଯେତିକି ପରିମାଣ ର ଟଙ୍କା ବିସିସିଆଇ କ୍ରିକେଟ ବୋର୍ଡ ପାଖ ରେ ରହିଛି ସେହି ପରିମାଣ ର ଟଙ୍କା ଦୁନିଆ ର ଅନ୍ୟ କୌଣସି କ୍ରିକେଟ ବୋର୍ଡ ପାଖ ରେ ନାହିଁ I

ବର୍ତମାନ ସମୟ ରେ ଭାରତୀୟ କ୍ରିକେଟ ଟିମ ର ଅଧିନାୟକ ବିରାଟ କୋହଲି ଅଟନ୍ତି I ଏବଂ ବିରାଟ କୋହଲି କ୍ୟାପଟେନ ହେବା ପରେ ଭାରତୀୟ କ୍ରିକେଟ ଟିମ ଅନେକ ଗୁଡିଏ ସଫଳତା ମଧ୍ୟ ହାସିଲ କରିଛି I ତେବେ ବିଗତ ଦିନ ରେ ବିସିସିଆଇ ଭାରତୀୟ କ୍ରିକେଟ ଟିମ ପାଁଇ ଏକ ବଡ଼ ଘୋଷଣା କରିଛି I

ମିଳିଥିବା ସୂଚନା ଅନୁସାରେ ଭାରତୀୟ କ୍ରିକେଟ ଟିମ ବିଦେଶ ଗସ୍ତ ରେ ଥିବା ସମୟ ରେ ଯେଉଁ ପରିମାଣ ର ଭତା ଟଙ୍କା ପାଉଥିଲା ତାହା କୁ ଦୁଇଗୁଣ କରାଯାଇଛି I ଏହି ଘୋଷଣା ବିସିସିଆଇ ର ସିଓଏ କରିଛନ୍ତି I ସେ କହିଛନ୍ତି ବିଦେଶ ଗସ୍ତ ରେ ମିଳୁଥିବା ଆଲାଉନ୍ସ କୁ ଦୁଇ ଗୁଣ କରାଯାଇଛି I

ଏହି ନୂଆ ଦୈନିକ ଭତା ଅନୁସାରେ ଜଣେ ଖେଳାଳି ଦିନ କୁ 250 ଡଲାର ଅର୍ଥାତ 17,799.30 ଟଙ୍କା ପାଉଛନ୍ତି I ପୂର୍ବ ରୁ ଏହା 8,899.65 ଟଙ୍କା ଥିଲା I ବିସିସିଆଇ ର ଏହି ବଡ଼ ଘୋଷଣା ପରେ ସବୁ ଭାରତୀୟ ଖେଳାଳି ବେଶ ଖୁସି ପ୍ରକାଶ କରିଛନ୍ତି I

ଭାରତୀୟ କ୍ରିକେଟ ଟିମ ଅଧିକାଂଶ କ୍ରିକେଟ ମ୍ୟାଚ ଦେଶ ମଧ୍ୟ ରେ ହିଁ ଖେଳିଥାଏ I ତେବେ ମିଡ଼ିଆ ରିପୋର୍ଟ ଅନୁସାରେ ଆଗାମୀ ସମୟ ରେ ଏହି ନୂଆ ଦର ବୃଦ୍ଧି ଆଗାମୀ ବର୍ଷ ହେବାକୁ ଥିବା ଭାରତ ଓ ନ୍ୟୁଜଲାଣ୍ଡ ମ୍ୟାଚ ରୁ ଲାଗୁ କରାଯିବ I

Share Your Comments Below