ଭାରତୀୟ ଦଳର ବୋଲର ଭୁବନେଶ୍ୱର କୁମାରଙ୍କର ଅବସ୍ଥା ଗମ୍ଭୀର, ଏହି ବଡ ରୋଗରେ ହେଲେ ଆକ୍ରାନ୍ତ …

ଭାରତୀୟ ବୋଲର ଭୁବନେଶ୍ୱର କୁମାର ଙ୍କ ର ଅବସ୍ଥା ଗମ୍ଭୀର ରହିଛି I ସେ କେବେ ପୁଣି କ୍ରିକେଟ ମୈଦାନ କୁ ଓଲ୍ହାଇବେ ସେ ନିଜେ ମଧ୍ୟ ଜାଣିନାହାନ୍ତି କାହିଁକି ନା ତାଙ୍କର ହାର୍ନିଆ ପାଇଁ ସର୍ଜରୀ ଆବଶ୍ୟକ କି ନୁହେଁ ଏହା ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ I ଭୁବନେଶ୍ୱର କୁମାର ଭାରତ ପାଁଇ 21 ଟେଷ୍ଟ , 114 ୱାନଡେ ଓ 43 ଗୋଟି ଟି – 20 ମ୍ୟାଚ ଖେଳି ସାରିଛନ୍ତି I ଭୁବନେଶ୍ୱର କୁମାର ଙ୍କ ର ଏହି ଇଚ୍ଛା ରହିଛି କି ସେ NCA ଯିବାକୁ ଇଚ୍ଛା କରିଛନ୍ତି I

ଭୁବନେଶ୍ୱର କୁମାର ଏହା କହିଛନ୍ତି କି ତାଙ୍କ ର ସର୍ଜରୀ କୁ ନେଇ ସେ କୌଣସି ପୁର୍ଣ ନିଷ୍ପତି ନେଇନାହାନ୍ତି I କିନ୍ତୁ ଏହା ଏକ ସାଧାରଣ ସର୍ଜରୀ ହିଁ ହେବ I କିନ୍ତୁ ସେ ଡାକ୍ତର ଙ୍କୁ ସାକ୍ଷ୍ୟାତ କରୁଛନ୍ତି I

ଭୁବନେଶ୍ୱର କୁମାର ଜଣେ ଅନୁଭବୀ ଖେଳାଳି ଅଟନ୍ତି I ତେବେ ସେ ନିଜେ ମଧ୍ୟ ଆଶ୍ଚଯ୍ୟ କି ପୂର୍ବ ରୁ ତାଙ୍କ ର ମେଡିକାଲ ଯାଞ୍ଚ ରେ କିପରି ସେ ନିଜ ର ହାର୍ନିଆ ବିଷୟ ରେ ଜାଣିପାରି ନ ଥିଲେ I

ଭୁବନେଶ୍ୱର କୁମାର ଏହା ମଧ୍ୟ କହିଛନ୍ତି କି ବିଶ୍ୱକପ ଟି 20 ରେ ବର୍ତମାନ କୁ ମାତ୍ର 9 ମାସ ହିଁ ସମୟ ରହିଛି I ମୁ ଖେଳ ବିଷୟ ରେ ଚିନ୍ତା କରୁନାହିଁ I କାରଣ ଏହି ସମୟ ମଧ୍ୟ ରେ ମୁ ଫିଟ ହେଇପାରିବି କି ନାହିଁ ମଧ୍ୟ ଜାଣିନାହିଁ I 29 ବର୍ଷୀୟ ଭୁବନେଶ୍ୱର କୁମାର କହିଛନ୍ତି ମୁ ଏହି ବିଶ୍ୱକପ ରେ ସାମିଲ ହେବି କି ନାହିଁ ଏହା BCCI ଉପରେ ନିର୍ଭର କରିଥାଏ I ମୁ ମୋର ସର୍ବଶ୍ରେଷ୍ଟ ପ୍ରୟାସ କରିଛି I ତେଣୁ ଆଗାମୀ ସମୟ ରେ ମୋର ତ ଫିଟ୍ନେସ କୁ BCCI ଯେଉଁ ନିଷ୍ପତି ନେବ I ଏକ ଇଣ୍ଟରଭିୟୁ ରେ ସେ ଏହା ମଧ୍ୟ କହିଛନ୍ତି କି ସେ ଫିଟ ହେବା ପରେ ଏହା ନିର୍ଭର କରୁଛି କି ସେ ଭଲ ଖେଳିପାରୁଛନ୍ତି କି ଦୀପକ ଭଲ ଖେଳିପାରୁଛନ୍ତି I ତେଣୁ ପ୍ରଥମେ ମୁ ଚେଷ୍ଟା ଜାରି ରଖିଛି କିପରି ସୁସ୍ଥ ହେବି I