ଭାରତୀୟ ଦଳର ଲୋକପ୍ରିୟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ ଙ୍କର ପତ୍ନୀ ଖୋଲିଲେ ବଡ଼ ରହସ୍ୟ, ବିବାହର ପ୍ରଥମ ରାତିରେ ଅଶ୍ୱିନୀ କରିଥିଲେ ଏପରି କାମ

ସେଲିବ୍ରିଟି ଙ୍କ ର ଜୀବନ ସହ ଜଡିତ ଅନେକ ଘଟଣା ପଦା କୁ ଆସିଥାଏ କିନ୍ତୁ ବଲିଉଡ ର କଳାକାର ଙ୍କ ର ସହ ଜଡିତ ତ ଆପଣ ଶୁଣିଥିବେ କିନ୍ତୁ ବଲିଉଡ କଳାକାର ଙ୍କ ପରି କ୍ରିକେଟ ଖେଳାଳି ଙ୍କ ର ଜୀବନ ବି ସର୍ବଦା ଚର୍ଚା ରେ ରହିଥାଏ | ବଲିଉଡ ର କଳାକାର ଙ୍କ ପରି କ୍ରିକେଟ ଖେଳାଳି ଙ୍କ ର ଜୀବନ ବି ସର୍ବଦା ଚର୍ଚା ରେ ରହିଥାଏ | ବର୍ତମାନ ସୋସିଆଲ ମିଡ଼ିଆ ରେ ପ୍ରତୋକ ଘଟଣା କ୍ଷଣିକ ରେ ଭାଇରଲ ହେଇଯାଉଛି | ଅନେକ କ୍ରିକେଟ ପ୍ରେମୀ ବି ତାଙ୍କ ର ବିଷୟ ରେ ଜାଣିବାକୁ ବେଶ ଇଛୁକ ରହିଥାନ୍ତି |

ଆଜି ଆମେ ଆପଣ ଙ୍କୁ ଲୋକପ୍ରିୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନୀ ଙ୍କ ବିଷୟ ରେ ଆଲୋଚନା କରିବା | ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ଭାବ ରେ ପରିଚିତ ଅଟନ୍ତି | ଏବଂ ରବିଚନ୍ଦ୍ରନ ଙ୍କ ର କ୍ରିକେଟ କ୍ୟାରିୟର ବି ଖୁବ ଭଲ ରେ ଚାଲିଛି | ସେ ଜଣେ ଭଲ ସ୍ପିନ ବୋଲର ମଧ୍ୟ ଅଟନ୍ତି | 2010 ର ଆରମ୍ଭ ରେ ସେ ଭାରତୀୟ ଦଳ ରେ ଖେଳୁଥିଲେ | 2010 ରେ ଅଶ୍ୱିନୀ ଙ୍କୁ ପ୍ରଥମ ଖେଳିବା ର ସୁଯୋଗ ମିଳିଥିଲା ସେ ସମୟ ରେ ବିଶ୍ୱକପ ମ୍ୟାଚ ବି ଥିଲା |

ଯଦି ଅଶ୍ୱିନୀ ଙ୍କ ବ୍ୟକ୍ତିଗତ ଜୀବନ କଥା ଦେଖିବାକୁ ଯିବା ତେବେ ତାଙ୍କ ପତ୍ନୀ ଙ୍କ ପ୍ରୀତି ନାରାୟଣ ଅଟେ | ସେ ଷ୍ଟାଡିୟମ ରେ ବି ଅଶ୍ୱିନୀ ଙ୍କୁ ସମର୍ଥନ ଜଣାଉଥିବା ର ଦେଖିବାକୁ ମିଳିଛି | ଦୁହେଁ ଏକାଠି ଇଂଜିନିୟରିଂ କଲେଜ ରେ ପାଠ ପଢୁଥିଲେ | ଦୁହେଁ ପ୍ରଥମେ ଭଲ ସାଙ୍ଗ ଥିଲେ କିନ୍ତୁ ଆଜି ତାଙ୍କ ପତ୍ନୀ ବିବାହ ର ପ୍ରଥମ ରାତି ରେ ଏପରି କିଛି ଘଟଣା ବିଷୟ ରେ ପ୍ରକାଶ କରିଛନ୍ତି |

ଅଶ୍ୱିନୀ ଙ୍କ ର ପତ୍ନୀ ନିଜ ବିବାହ ର ସୁନ୍ଦର ସୁନ୍ଦର ଫୋଟୋ ସେୟାର କରିଛନ୍ତି | ଏବଂ କହିଛନ୍ତି କି ବିବାହ ର ପ୍ରଥମ ରାତି ରେ ସେ ଅଶ୍ୱିନୀ ଙ୍କୁ ଶାନ୍ତି ରେ ଶୋଇବାକୁ ଛାଡିଦେଇଥିଲେ କାରଣ ଏହା ର ପରଦିନ ସକାଳେ ତାଙ୍କ ର ଏକ ବଡ଼ ମ୍ୟାଚ ରେ ଯିବାର ଥିଲା ଏବଂ ସେ ରାତି ରେ ଅନେକ ଆଲାର୍ମ ବି ଦେଇଦେଇଥିଲେ ଯେପରି କି ସକାଳୁ ଉଠିବା ରେ କୌଣସି ଡେରି ହେଇ ନ ଯିବ |