ନ୍ୟୁଜଲାଣ୍ଡ ବିପକ୍ଷ ରେ ଟେଷ୍ଟ ସିରିଜ ରୁ ରୋହିତ ଶର୍ମା ଆଉଟ ହେଇଯିବା ପରେ ନୂଆ ଟିମ ର ଘୋଷଣା କରାଯାଇଛି I ଏହି ସିରିଜ ରୁ ରୋହିତ ଶର୍ମା ଆଘାତ ପାଇଥିବା କୁ ନେଇ କିଛି ଦିନ ର ବିରତି ନେଇଛନ୍ତି I ଭାରତୀୟ ଟିମ ରେ ରୋହିତ ଶର୍ମା ଙ୍କ ର ସ୍ଥାନ ରେ ପୃଥିବୀ ସା ଖେଳିବେ I ଏକ ସମୟ ରେ ଟିମ ରେ ଶୁଭମନ ଗିଲ କୁ ସ୍ଥାନ ଦିଆ ଯାଇଥିଲା I ଏବଂ ପ୍ରଥମ ଥର ନବଦ୍ୱୀପ ସେନି ଙ୍କୁ ଟେଷ୍ଟ ଟିମ ରେ ସ୍ଥାନ ମିଳିଥିଲା I ଟିମ ରେ ଉମେଶ ଯାଦବ ମଧ୍ୟ ଫେରିଛନ୍ତି I କାରଣ ଇଶାନ୍ତ ଶର୍ମା ପୁରା ସୁସ୍ଥ ହେଇନାହାନ୍ତି I
ବିରାଟ କୋହଲି ଙ୍କ ର ଅଧିନାୟକ ପଦବୀ ରେ ରହିବା ପରେ ଉପ ଅଧିନାୟକ ହେବେ ଆଜିଙ୍କ୍ୟ ରାହାଣେ I ଏହି ସିରିଜ ରେ ମୟଙ୍କ ଅଗ୍ରୱାଲ ଙ୍କୁ ରୋହିତ ଙ୍କ ପରିବର୍ତେ ପୃଥିବୀ ସା ଙ୍କ ର ପାର୍ଟନର ସିପ ମିଳିବ I ମିଡିଲ ଅଡ଼ର ରେ ବିରାଟ ରାହାଣେ ଙ୍କ ଛଡା ଚେତ୍ତେଶ୍ୱର ପୂଜାରା ଙ୍କ ର ସହଯୋଗ ପାଇପାରିବେ I ଶୁଭମନ ଗିଲ ଓ ହନୁମା ବିହାରୀ ଙ୍କୁ ମଧ୍ୟ ମିଡିଲ ଅଡ଼ର ରେ ସୁଯୋଗ ମିଳିପାରେ I
ଏହି ସିରିଜ ରେ ରିଦ୍ଧିମାନ ସାହା ଓ ଋଷବ ପଂତ ଙ୍କ ର ବିଶେଷ ଯୋଗଦାନ ରହିବ I ଦ୍ରୁତ ଖେଳାଳି ଯଶପ୍ରୀତ ବୁମରାହ , ମୋହମ୍ମଦ ସମୀ ଙ୍କ ସହ ଏଥର ଉମେଶ ଯାଦବ ରହିବେ I ନବଦ୍ୱୀପ ସେନି ଙ୍କୁ ପ୍ରଥମ ଥର ଟେଷ୍ଟ ଟିମ ରେ ସାମିଲ କରାଯିବ I କିନ୍ତୁ ତାଙ୍କୁ ନିଜ ର ଫିଟ୍ନେସ ପ୍ରମାଣିତ କରିବା କୁ ହେବ I
ଟେଷ୍ଟ ଟିମ ଇଣ୍ଡିଆ – ବିରାଟ କୋହଲି , ମୟଙ୍କ ଅଗ୍ରୱାଲ , ପୃଥିବୀ ସା , ଶୁଭମନ ଗିଲ , ଚେହେତ୍ୱର ପୂଜାରା , ଆଜିଙ୍କ୍ୟ ରାହାଣେ , ହନୁମା ବିହାରୀ , ରିଦ୍ଧିମାନ ସାହା , ଋଷବ ପଂତ , ଆର ଅଶ୍ୱିନୀ , ରବୀନ୍ଦ୍ର ଜାଡେଜା , ଯଶପ୍ରୀତ ବୁମରାହ , ଉମେଶ ଯାଦବ , ମୋହମ୍ମଦ ସମୀ , ନବଦ୍ୱୀପ ସେନି , ଇଶାନ୍ତ ଶର୍ମା I