ଭାରତୀୟ ଡ୍ରାଇଭର ପାକିସ୍ତାନ କ୍ରିକେଟର ଙ୍କ ପାଖରୁ ଭଡା ଟଙ୍କା ନେଲେ ନାହିଁ, ତାପରେ ଯାହା ହେଲା ତାହା ସମସ୍ତେ ଜାଣିବା ଉଚିତ

ଯେପରି କି ଆପଣ ଜାଣିଥିବେ ବର୍ତମାନ ପାକିସ୍ତାନ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତ ରେ ଯାଇଛି I ପାକିସ୍ତାନ ଓ ଅଷ୍ଟ୍ରେଲିଆ ଟିମ ର ପ୍ରଥମ ମ୍ୟାଚ ବ୍ରିସବେନ ରେ ଆୟୋଜିତ ହେବ I ବ୍ରେସବେନ ରେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର ପାକିସ୍ତାନ ର ଜଣେ ଖେଳାଳି ଙ୍କ ଠାରୁ ନିଜ ଗାଡି ର ଯିବା ବାବଦ ରେ ଟଙ୍କା ନେଇ ନ ଥିଲେ I

ଭାରତୀୟ ଡ୍ରାଇଭର ଙ୍କ ଠାରୁ ଏପରି ସୁନ୍ଦର ବ୍ୟବହାର ପାଇ ପାକିସ୍ତାନ ଖେଳାଳି ମଧ୍ୟ ବେଶ ଖୁସି ପ୍ରକାଶ କରିଥିଲେ I ଏହା ପରେ ସେହି ପାକିସ୍ତାନୀ ଖେଳାଳି ଉକ୍ତ ଭାରତୀୟ ଡ୍ରାଇଭର ଙ୍କୁ ହୋଟେଲ ରେ ଖାଇବା କୁ ଦେଇଥିଲେ I

ପାକିସ୍ତାନ ର ଖେଳାଳି ସେହିଁ ଆଫ୍ରିଦି, ଲେଗ ସ୍ପିନର ଆସୀର ସହ ଓ ଯୁବ ଖେଳାଳି ନସିମ ସହ ଏକ ଟ୍ୟାକ୍ସି ଯୋଗେ ହୋଟେଲ ପହଂଚି ଥିଲେ I ଏବଂ ହୋଟେଲ ରେ ପହଂଚିବା ପରେ ଟ୍ୟାକ୍ସି ଡ୍ରାଇଭର ଟଙ୍କା ନେଇ ନ ଥିଲେ I ଏହା ପରେ ସେହି ପାକିସ୍ତାନୀ ଖେଳାଳି ମାନେ ଉକ୍ତ ଟ୍ୟାକ୍ସି ଚାଲାକ ଙ୍କୁ ହୋଟେଲ ରେ ଖୁଆଇଦେଇଥିଲେ I ଏହିପରି ଏକ ଘଟଣା ପୂର୍ବ ରୁ ମଧ୍ୟ ଘଟିଥିଲା ଅଷ୍ଟ୍ରେଲିଆ ର ଖେଳାଳି ମିଥେଲ ଜନ୍ସନ ଙ୍କ ସହ I

Share Your Comments Below