ଭାରତୀୟ ଯୁବକଙ୍କ ସହ ବିବାହ କରିବାକୁ ଚାଁହୁଚନ୍ତି ଏହି କୋଟିପତି ସୁନ୍ଦରୀ ମଡେଲ, ବାସ ଗୋଟିଏ ଛୋଟ ସର୍ତ୍ତରେ

ଭାରତୀୟ ଯୁବକ ମାନେ ବିଶ୍ୱ ର ସବୁଠାରୁ ଅଧିକ ବିଶ୍ୱାସଯୋଗ୍ୟ ହେଇଥାନ୍ତି ଏପରି ଏକ ଗବେଷଣା ରୁ ଜଣାଯାଇଛି I

ତେବେ ଏହି କଥା ବୋଧ ହୁଏ ଏହି ରଷିଆନ ମଡେଲ ଙ୍କୁ ବି ସତ ଲାଗିଛି ଏବଂ ସେ ଏକ ଇଣ୍ଟରଭିୟୁ ରେ ଏହା କହିଛନ୍ତି କି ସେ କୌଣସି ଭାରତୀୟ ଯୁବକ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି I

ଏନା ପ୍ଲସ ମଡେଲ ଦୁନିଆ ର ଏକ ଲୋକପ୍ରିୟ ନାମ I ବଡ଼ ବଡ଼ ବ୍ରାଣ୍ଡ ଏହି ମଡେଲ ଙ୍କ ସହ ଫୋଟୋ ସୁଟ କରିବାକୁ ଆଗ୍ରହୀ ହେଇଥାନ୍ତି I

ଖାଲି ସେତିକି ନୁହେ 2011 ରେ ସେ ଖାସ କରିକି ଭାରତ ଫୋଟସୁଟ କରିବାକୁ ଆସିଥିଲେ ଏହା ପୂର୍ବ ରୁ ଏନା ପ୍ରେମ ସମ୍ପର୍କ ରେ ଥିଲେ କିନ୍ତୁ ବର୍ତମାନ ଏକାକୀ ଅଛନ୍ତି I ଏବଂ ଦେଖିବାକୁ ଗଲେ ତାଙ୍କ ର ସମ୍ପତି ର ମୂଲ୍ୟ 60 କୋଟି ଅଟେ I