ଭାଉଜ ନାବାଳିକ ଦିଅର ସହ କରିଲେ ଏପରି କାମ, ସତ କଥା ଶୁଣି ପୋଲିସ ବି କମ୍ପି ଉଠିଲା

ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଭାଉଜ ନିଜ ନାବାଳିକ ଦିଅରର ହତ୍ୟା କରିବା ପରେ ମୃତଦେହକୁ ଟାଙ୍ଗି ଦେଇ ମଝିଆ ଦିଅର ସହ ଘରୁ ଫେରାର ହେଇ ଯାଇଛନ୍ତି । ଏଥିସହିତ ମୃତକଙ୍କ ବାପା-ମା ତାଙ୍କ ବୋହୂ ଏବଂ ତାଙ୍କ ବୋହୁଙ୍କ ବାପ ଘର ବିରୋଧରେ ହତ୍ୟା ମାମଲା ଦାୟର କରିଛନ୍ତି।

ଆଜାଦ ନାଗରର ବାସିନ୍ଦା ରାଜେଶ ବାଲମିକି ଏକ ଘରୋଇ ଡାକ୍ତରଖାନାର ପରିମଳ କର୍ମଚାରୀ ଅଟନ୍ତି । ତାଙ୍କପତ୍ନୀ ପୁନାମ୍ ଏବଂ ତିନି ପୁଅ ସୋନୁ, ଭୁଲାର୍ ଏବଂ ଛୋଟା ଶାନୁ (16) ଥିଲେ | କୁହାଯାଏ ଶାନୁ ନବାଗଞ୍ଜର ପ୍ରାଣୀ ଉଦ୍ୟାନରେ କାମ କରୁଥିଲେ। ଗୁରୁବାର ଦିନ ରାଜେଶ ଏବଂ ତାଙ୍କ ପତ୍ନୀ ଡାକ୍ତରଖାନାକୁ କାମ କରିବାକୁ ଯାଇଥିଲେ।

ଏହି ସମୟରେ ଶାନୁଙ୍କ ସବ ଫାଶୀରେ ଓଳି ଥିବା ଖବର ମିଳିଥିଲା । ଯେତେବଳେ ସେ ଘରେ ପହଞ୍ଚିଲେ ତ ଦେଖିଲେ କି ବଡ ପୁଅ ସୋନୁଙ୍କ ପତ୍ନୀ ତୁଳସୀ ନିଖୋଜ ଅଛନ୍ତି ଏବଂ ମଝିଆ ପୁଅ ଭୁଲାରଙ୍କୁ ମଧ୍ୟ ଦେଖା ଦର୍ଶନ ନାହିଁ । ପୁଅର ଫାଶୀ ମାମଲାରେ ବାପା ରାଜେଶ ଅଭିଯୋଗ କରିଛନ୍ତି ଯେ ପୁଅକୁ କରିବା ହତ୍ୟା ପରେ ତାଙ୍କ ବୋହୂ ଏବଂ ତାଙ୍କ ବୋହୁଙ୍କ ବାପ ଘର ଲୋକ ତାଙ୍କୁ ଫାଶୀରେ ଟଙ୍ଗାଇ ଦେଇଛନ୍ତି |

ଏପରିକି ସେ ମୋ ମଝିଆ ପୁଅ ଭୁଲାରଙ୍କୁ ମିଛ ପ୍ରତିଶୃତି ଦେଖାଇ କୁଆଡେ ନେଇଯାଇଛନ୍ତି । ପୋଲିସ ସୂଚନା ପାଇ ଶବକୁ ଜବତ କରି ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲା। ଏହି ଅଭିଯୋଗର ତଦନ୍ତ କରାଯାଉଛି। ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତେବେ ଯେତେବେଳେ ପୋଲିସ ଜାଣିବାକୁ ପାଇଲା ଯେ ଭାଉଜ ନିଜ ଦିଅର ସହ ଏପରି କରିଛନ୍ତି, ସେମାନେ ଏହାକୁ ବିଶ୍ୱାସ କରି ନଥିଲେ କିନ୍ତୁ ମାମଲା ପଞ୍ଜିକୃତ ହୋଇଛି।