ଭାଉଜ ପାଇଗଲେ ଦିଅରର ପ୍ରେମର ମଜା, ତାପରେ ସବୁଦିନ ତା ସହ କରିବାକୁ ଲାଗିଲେ ଏପରି କାମ

ବିଗତ ଦିନ ରେ ଏକ ଅପରାଧିକ ମାମଲା ଦେଖିବା କୁ ମିଳିଛି I ଏହା ଏକ ଆଶ୍ଚଯ୍ୟକର ମାମଲା ଅଟେ I ଏହି ଘଟଣା ଟି ବିହାର ର ଅଟେ I ଏଠାରେ ଅର୍ଜୁନ ନାମ ଏହି ଆରୋପି କହିଛନ୍ତି କି ଭାଉଜ ତାଙ୍କ ସହ ସମ୍ବନ୍ଧ ପ୍ରତୋକ ଦିନ ରଖିବା ପାଁଇ ତାଙ୍କୁ ଏକ ତାନ୍ତ୍ରିକ ଏକ ଉପାୟ କହିଥିଲା I ଜଣେ ତାନ୍ତ୍ରିକ ତାଙ୍କୁ ଏହା କହିଥିଲେ କି ପ୍ରତୋକ ଦିନ ଖାଇବା ରେ ତାଙ୍କ ଶରୀର ର କିଛି ରକ୍ତ ମିଶାଇ ଖାଇବା କୁ ଦେବାକୁ I କିନ୍ତୁ ସେ ତାଙ୍କ ଭାଉଜ ଙ୍କ ସହ ସମ୍ବନ୍ଧ କୁ ଶେଷ କରିବା କୁ ଚାହୁଁଥିଲେ I ଏହି କାରଣ ରୁ ଜୁନ 22-23 ରାତି ରେ ନରେଲା ଇଣ୍ଡଷ୍ଟ୍ରିଆଲ ଅଂଚଳ ରେ ରହୁଥିବା ତାଙ୍କ ର ଭାଉଜ ଙ୍କ ସହ ତାଙ୍କ ର ଝଗଡା ହେଇଥିଲା I ଏବଂ ଏହା ପରେ ଜୀବନ ରେ ମାରିବା ଯୋଜନା ରେ ସେ ପଥର ରେ ଆକ୍ରମଣ କରିଥିଲେ I ଏବଂ ମାଡ଼ ମାରିବା ପରେ ଫେରାର ହେଇଯାଇଥିଲେ I

ଏହି ମାମଲା ରେ ଆରୋପି ପୋଲିସ ଙ୍କୁ ଏହା କହିଛି କି ମୋ ଭାଉଜ ମୋତେ ଅଧିକ ପ୍ରେମ କରୁଥିଲେ I ଏବଂ ଭାଉଜ ମୋତେ ତାଙ୍କ ବଶବର୍ତ୍ତୀ କରି ରଖିବା କୁ ଜଣେ ତାନ୍ତ୍ରିକ ଙ୍କ ର ସହାୟତା ନେଉଥିଲେ I ଏବଂ ଏକ ବର୍ଷ ହେବ ସେ ତାଙ୍କ ଶରୀର ର ରକ୍ତ ଖାଦ୍ୟ ରେ ମିଶାଇ ମୋତେ ଦେଉଥିଲେ I ଏହି ହରକତ କୁ ମନା କରିବା ରୁ ସେ କ୍ରୋଧିତ ହେଇଯାଉଥିଲେ I ଏବଂ ଦିଅର ଦିନେ ଅଧିକ ବିରକ୍ତ ହେଇକି ଭାଉଜ ଙ୍କୁ ହତ୍ୟା କରିବା ର ଯୋଜନା କରିଥିଲେ I ଏହା ପରେ ଏହି ମାମଲା ରେ ନରେଲା ପୋଲିସ ଆଘାତ ମହିଳା ଙ୍କୁ ହସ୍ପିଟାଲ ରେ ଭର୍ତି କରିଛି I

ଏହି ମାମଲା ରେ ପୋଲିସ କହିଛନ୍ତି କି ଏହି ଯାଞ୍ଚ ସମୟ ରେ ମହିଳା ଙ୍କ ର ରୁମ ରୁ ଏକ ଖାଲି ଡବା ମିଳିଥିଲା ଯେଉଁଥିରେ ଏକ ମୋବାଇଲ IMEI ନମ୍ବର ଲେଖା ରହିଥିଲା I ଏହି ନମ୍ବର ର ମୋବାଇଲ ବ୍ୟବହାର ହେଇଥିଲା ଓ ଦେହରଦୁନ ଯିବା ପରେ ଏହା ବନ୍ଦ ହେଇଯାଇଛି I ତେବେ ଅନେକ ତଦନ୍ତ ପରେ ମୁକ୍ଷ୍ୟ ଆରୋପି ଙ୍କୁ ପୋଲିସ ଗିରଫ କରିଛି I