ଭାରତୀୟ ଅନୁସଂଧାନ ପରିଷଦ ଆଇସିଏଆର ରାଷ୍ଟ୍ରୀୟ ଅଶ୍ୱ ଅନୁସଂଧାନ କେନ୍ଦ୍ର ର ଏକ ଅଂଶ ଅଟେ I ଏଠାରେ ଥିବା ବୈଜ୍ଞଙ୍କ କରୋନା ମହାମାରୀ ର ଭ୍ୟାକସିନ ଖୋଜିବା ରେ ସଫଳ ହେଇଛନ୍ତି I ଯଦି ଏହା ର ପରୀକ୍ଷଣ ସଫଳ ହେବ ତେବେ କରୋନା ମହାମାରୀ ର ଚିକିତ୍ସା ରେ ସଫଳତା ମିଳିବ I
ଶତାବ୍ଦୀ ର ସବୁଠାରୁ ବଡ଼ ସଙ୍କଟ
ଆଇସିଏଆର ର ପ୍ରବକ୍ତା ଙ୍କ କହିବା ଅନୁସାରେ ଏହି ସମୟ ରେ କରୋନା ମହାମାରୀ ପୁରା ବିଶ୍ୱ ପାଁଇ ଏକ ବଡ଼ ସଙ୍କଟ ଅଟେ I କରୋନା ମହାମାରୀ କୁ ରୋକିବା ପାଁଇ ବର୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ଔଷଧ ବାହରିନାହିଁ I ଏବଂ ପରମ୍ପରାଗତ ନିୟମ ଅନୁସାରେ ଏହି ରୋଗ ର ଟୀକା ବାହାର କରିବା କୁ ସମୟ ମଧ୍ୟ ଲାଗିବ I ତେବେ ବର୍ତମାନ ସମୟ ରେ ଭାଇରସ କୁ ନିୟନ୍ତ୍ରଣ କରିବା କୁ ପ୍ରୋଟିନ ର ସହାୟତା ଲୋକେ ନେଇଥାନ୍ତି I
ବୈଜ୍ଞାନିକ ଙ୍କ ପାଁଇ ଏକ ବଡ଼ ଚାଲେଞ୍ଜ I ବିକଳ୍ପ ଦୃଷ୍ଟି ରୁ ବିଗତ ଅନେକ ଦିନ ହେବ ବୈଜ୍ଞଙ୍କ ମାନେ 25 ହଜାର ପ୍ରୋଟିନ ରୁ ଗୋଟେ ପ୍ରୋଟିନ ବିଷୟ ରେ ଜାଣିବାକୁ ଉଦ୍ୟମ କରିଛନ୍ତି ଯାହା ଦ୍ୱାରା କି ଏହା କୁ ଆଣ୍ଟିବ୍ୟଟିକ ରୂପେ ଏହି ରୋଗ ପାଁଇ ବ୍ୟବହାର କରି ହେବ I ତେବେ ବର୍ତମାନ ସମୟ ରେ କିନ୍ତୁ ଏହା ର କିଛି ବିଳାପ ଟ୍ରିଟ୍ମେଣ୍ଟ ଜରିଆ ରେ ଏହି ରୋଗ ର ନିରାକରଣ କରାଯାଉଛି I
ରାଷ୍ଟ୍ରୀୟ ଅଶ୍ୱ ଅନୁସଂଧାନ ସଂସ୍ଥା
ଆଇସିଏଆର ଅଧୀନ ରେ କାମ କରୁଥିବା ରାଷ୍ଟ୍ରୀୟ ଅଶ୍ୱ ଅନୁସଂଧାନ କେନ୍ଦ୍ର ହିସାର ଅନୁସାରେ ବୈଜ୍ଞାନିକ ଏହି ପ୍ରକାର ଔଷଧ ବିକାଶ କରିବା ରେ ଅନେକ ଦିନ ହେବ ଚେଷ୍ଟା ଜାରି କରିଛନ୍ତି I ତେବେ ଏହି ଅନୁସଂଧାନ କୁ ନେଇ ଅମରୀକ ର ଏକ ଖବର ପତ୍ରିକା ରେ ମଧ୍ୟ ଉଲେଖ କରାଯାଇଥିଲା I ତେବେ ଏହି ଲେଖା ମାଧ୍ୟମ ରେ ପରମ୍ପରାଗତ ଭାବ ରେ ଆଣ୍ଟିଭାଇରଲ ଔଷଧ ଯାହା କି ଏହି ଭାଇରସ କୁ ସଫା କରିପାରିବ ଏହା ଉପରେ ସରକାର ଙ୍କ ର ଦୃଷ୍ଟି ଆକର୍ଷଣ କରିଛନ୍ତି i
ଅନେକ ଔଷଧ ରେ ହେଇଚି ପରୀକ୍ଷଣ
କରୋନା ମହାମାରୀ ଆରମ୍ଭ ହେବା ପରେ କେନ୍ଦ୍ର ର ଅନେକ ବୈଜ୍ଞାନିକ ଏପରି ଅନେକ ଔଷଧ କୁ ନେଇ ପରୀକ୍ଷ ଆରମ୍ଭ କରିଥିଲେ i ଯାହା କି ପୂର୍ବ ରୁ ମନୁଷ୍ୟ ଏପରି କିଛି ସମସ୍ୟା ଅନ୍ୟ କିଛି ରୋଗ ରେ ମଧ୍ୟ ସମୁଖୀନ କରିଛି i ତେବେ ଏହି ଔଷଧ ସାମାନ୍ୟ ରୋଗୀ ଙ୍କ ର ଶରୀର ରେ ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ i ଏହି ଦିଗ ରେ VTC-antiC1 ରେ ମୁରଗ ର ଭୃଣ କୁ କରୋନା ଭାଇରସ ର ପ୍ରଭାବ କମ ହେଇପାରିବ i
ଏହା ପରେ ଔଷଧ କୁ ଅନ୍ୟ ବିଷ୍ନୁ ଯେପରି ଏନଡିବି ଏବଂ ବାଫଳପାକ୍ଷ ରେ ସଫଳ ପରୀକ୍ଷଣ କରାଯାଇଛି i ତେବେ VTC-antiC1 କୋଭିଡ – 19 ବିପକ୍ଷ ରେ ସଫଳ ରହିବ i ତେବେ ଆଇସିଏଆର ପକ୍ଷ ରୁ ଏହା କୁହାଯାଇଛି କି ଏହି ଦିଗ ରେ ପରୀକ୍ଷଣ ଆହୁରି ଅଧିକ ଜାରି ରହିଛି i