ଭାରତରେ ରୟାଲ ଏନଫିଲଡ ‘ବୁଲେଟ’ କୁ ଟକ୍କର ଦେବାକୁ ଆସିଲା ଏହି ନୂଆ ବାଇକ, କମ ମୂଲ୍ୟ ସହିତ ଲୁକ ଦେଖିଲେ ଆପଣ ଫିଦା ହେଇଯିବେ

ଭାରତ ରେ ରୟାଲ ଏନଫିଲଡ ର ବରାବରୀ କରିବା କୁ ଜାବା ନିଜ ର ପିରାକ ବାଇକ ଭାରତ ରେ ଲଞ୍ଚ କରିଛି I କମ୍ପାନୀ ବାଇକ କୁ 1,94,500 ଟଙ୍କା ମୂଲ୍ୟ ରେ ଲଞ୍ଚ କରିଛି I ଏହି ଗାଡି ଟି 334 ସିସି ର ଇଂଜିନ ଅଟେ I ଏହା ର 30 BHP ର ପାୱାର 31 ନ୍ୟୁଟନ ମିଟର ଟର୍କ ପ୍ରଦାନ କରିଥାଏ I ଏହା ର 6 ଗୋଟି ଗିଅର ରହିଛି I

ଏହି ବାଇକ ର ବିଶେଷ୍ୟତ୍ୱ ଏହା କି ଏହା ସିଙ୍ଗଲ ସିଟର ଗାଡି ଅଟେ I ଏହି ଗାଡି ରେ ଜଣେ ହିଁ ଲୋକ ବସିପାରିବ I ଏହି ଗାଡି 18 ଇଞ୍ଚ ର ଫ୍ରଣ୍ଟ ଓ 17 ଇଞ୍ଚ ର ରିୟାର ସ୍ପୋକ ୱଇଲ ରହିଛି I ଏହି ଗାଡି ହାଇ ପରଫରମନ୍ସ ଟ୍ୟୁବଳେସ ଟାୟାର ମଧ୍ୟ ରହିଛି I ବ୍ରେକିଙ୍ଗ ପାଁଇ ଏହି ଗାଡି ର ଫ୍ରଣ୍ଟ ଓ ରିୟାର ଉଭୟ ଡିସ୍କ ବ୍ରେକ ରହିଛି I

ଏହି ଗାଡି ର ସିଙ୍ଗଲ ଚାନେଲ ଏବିଏସ ସୁବିଧା ରହିଛି I ଏହି ଗାଡି ଟି ଖୁବ ଆକର୍ଷକ ଅଟେ I ଏବଂ ରୟାଲ ଏନଫିଲଡ ର 350 ମୁକାବିଲା ରେ ଏହା ବେଶ ଅଧିକ ଲୋକ ଙ୍କ ର ପସନ୍ଦ ମଧ୍ୟ ଅଟେ I ଏହି ଗାଡି ର ସିଟ ଲେଦର ରେ ନିର୍ମିତ ଅଟେ I ଭାରତୀୟ ବଜାର ରେ ରୟାଲ ଏନଫିଲଡ ର 350 କ୍ଲାସିକ , ଥଣ୍ଡର 350 ଓ ଡୋମିନାର 400 ପରି ବାଇକ କୁ ଏହା ବରାବରୀ କରିବ I