ଭାରତ ରେ ଖେଳା ଯିବାକୁ ଥିବା ପ୍ରଥମ ଡେ-ନାଇଟ ଟେଷ୍ଟର ଟିକେଟ ଦାମ ଶୁଣିଲେ ଆପଣ ନିଜ କାନକୁ ବିଶ୍ୱାସ କରିପାରିବେ ନାହିଁ

ବାଂଲାଦେଶ ସହ ଭାରତୀୟ କ୍ରିକେଟ ଟିମ କୁ ଟେଷ୍ଟ ସିରିଜ ଖେଳିବାର ଅଛି I ସୌରଭ ଗାଙ୍ଗୁଲି ମଧ୍ୟ ବିସିସିଆଇ ର ଅଦକ୍ଷ ହେବା ପରେ ତାଙ୍କ ହୋମ ଟାଉନ ରେ ଏହି ଖେଳ ର ଆୟୋଜନ ହେବାକୁ ଯାଉଛି I ଏହି ଟେଷ୍ଟ ମ୍ୟାଚ ଉଭୟ ଡେ ନାଇଟ ହେବାକୁ ଯାଉଛି I ଏବଂ ଏଥିପାଇ ସବୁ ପ୍ରସ୍ତୁତି ସମ୍ପୂର୍ଣ ହେଇଯାଇଛି I ସୂଚନା ଅନୁସାରେ ବାଂଲାଦେଶ ର ଷ୍ଟାର କ୍ରିକେଟର ସାକିବ ଙଅଲ ହାସନ ଙ୍କ ଉପରେ ଆଇସିସି ବ୍ୟାନ ଲଗାଇ ଦେଇଛି I ଯାହା ଦ୍ୱାରା ତାଙ୍କ ଟିମ ଉପରେ ଏହା ର ପ୍ରଭାବ ପଡିବ I

68 ହଜାର ଦର୍ଶକ କ୍ଷମତା ଏହି ଇଡ଼ନ ଗାର୍ଡେନ ଷ୍ଟାଡିୟମ ରେ ଦର୍ଶକ ଙ୍କ ର ସଂଖ୍ୟା କୁ ନେଇ ଏକ CAB ପ୍ରସ୍ତୁତ ହେଇଚି I ଏହି ମ୍ୟାଚ ପାଁଇ ସବୁଠାରୁ କମ ଦାମ ର ଟିକେଟ ମୂଲ୍ୟ 50 ଟଙ୍କା ରଖାଯାଇଛି I ଅର୍ଥାତ ସ୍କୁଲ ପିଲାମାନେ ମଧ୍ୟ ଚାହିଁଲେ ନିଜ ର ପକେଟ ମନି ରୁ ଏହି ମ୍ୟାଚ ଦେଖିବାକୁ ଯାଇପାରିବେ I ଏଠାରେ ବାଂଲାଦେଶ ର ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ I

Share Your Comments Below