ଭିକ ମାଗୁଥିବା ପିଲାଟି ଦେଖି କରିନା କପୁର କରିଲେ ଏପରି କାମ, ଭିଡ଼ିଓ ଦେଖିଲା ପରେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ …

25 ଡିସେମ୍ବର କ୍ରିସମାସ ରେ ସାରା ଦେଶ ରେ ଲୋକେ ଧୁମ ଧାମ ରେ ଏହା କୁ ପାଳିତ କରିଛନ୍ତି I ସାଧାରଣ ଜନତା ଙ୍କ ସହ ସବୁ ବଲିଉଡ କଳାକାର ମାନେ ମଧ୍ୟ ଏହି କ୍ରିସମାସ କୁ ବେଶ ଆନନ୍ଦ ରେ ପାଳନ କରିଛନ୍ତି I କ୍ରିସମାସ ଏକ ଖୁସି ର ପର୍ବ ଅଟେ I କିନ୍ତୁ ଇତି ମଧ୍ୟ ରେ କରିନା କପୁର ଙ୍କ ର ଏକ ଭିଡିଓ ନଜର କୁ ଆସିଛି I ଯାହା କି କିଛି ଦର୍ଶକ ଙ୍କୁ ପସନ୍ଦ ଆସିନାହିଁ I

କ୍ରିସମାସ ଅବସର ରେ କରିନା କପୁର ଙ୍କ ର ପୁଅ ତୈମୁର ଅଲି ଖାଁ ଙ୍କ ସହ ସେ ମୁମ୍ବାଇ ର ମାଉନ୍ଟ ମେରୀ ଚର୍ଚ୍ଚ ଯାଇଥିଲେ I ଏବଂ ସେଲିବ୍ରେସନ ସାରି କରିନା ନିଜ ପୁଅ ସହ ଫେରୁଥିଲେ I କିନ୍ତୁ ସେହି ସମୟ ରେ ଏକ କୁନି ପିଲାଟି ଆସି ତାଙ୍କୁ ଭିକ ମାଗୁଥିଲା I କିନ୍ତୁ କରିନା ଏହି ପିଲାଟି କୁ ଅଣଦେଖା କରି ଆଗ କୁ ବଢି ଚାଲିଲେ I ଏହି ଘଟଣା ଟି ର ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I

ଏହିପରି ବ୍ୟବହାର କୁ ନେଇ ସାଧାରଣ ଲୋକେ କରିନା ଙ୍କୁ ସମାଲୋଚନା କରିଛନ୍ତି I ଜଣେ ବ୍ୟକ୍ତି କମେନ୍ଟ ରେ ଲେଖିଛନ୍ତି ବଡ଼ ଘର ଝିଅ ଙ୍କୁ କଣ ଭିକାରି ଦେଖାଯିବେ I ଆଉ କିଛି ଲୋକେ କରିନା ଙ୍କ ପାଖ ରେ ଥିବା ପୋଲିସ କର୍ମୀ ଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି I


କରିନା ବର୍ତମାନ ସମୟ ରେ ଫିଲ୍ମ ଗୁଡ଼ ନ୍ୟୁଜ ବେଶ ସୁନ୍ଦର ଅଭିନୟ କରିଛନ୍ତି ଓ ଫିଲ୍ମ ଟି 26 ଡିସେମ୍ବର ରେ ରିଲିଜ ହେଇଚି I ଏହି ଫିଲ୍ମ ରେ ଅକ୍ଷୟ କୁମାର , କିଆରା ଆଡ଼ଭାନୀ , ଡୀଲଜିତ ଦୋଷାଇ ମଧ୍ୟ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଛନ୍ତି I ଏହା ପୂର୍ବ ରୁ ଫିଲ୍ମ ର ଟ୍ରେଲର କୁ ନେଇ ମଧ୍ୟ ଦର୍ଶକେ ବେଶ ଖୁସି ରେ ଥିଲେ I

ଫିଲ୍ମ ଗୁଡ଼ ନ୍ୟୁଜ ପରେ କରିନା କପୁର ଙ୍କ ର ଆଉ ଏକ ଫିଲ୍ମ ଲାଲ ସିଂ ଚଡ଼ଡ ମଧ୍ୟ ଆସୁଛି I ଏଥିରେ ଆପଣ କରିନା ଙ୍କ ସହ ଅଭିନେତା ଅମୀର ଖାଁ ଙ୍କୁ ମଧ୍ୟ ଦେଖିବା କୁ ପାଇବେ I ଫିଲ୍ମ ଟି ବକ୍ସ ଅଫିସ ରେ ବେଶ ଚର୍ଚା ରେ ରହିବ I ଏହି ଫିଲ୍ମ ର ସୁଟିଂ ଆରମ୍ଭ ହେଇଯାଇଛି I