ମୃତ୍ୟୁ ଭୁଲିଯାଇଛି ଏହି ବ୍ୟକ୍ତିଙ୍କ ଘରର ରାସ୍ତା… ୧୮୩ ବର୍ଷ ରୁ ଜୀବିତ ଅଛନ୍ତି ଏହି ବ୍ୟକ୍ତି, ଭୀଷ୍ମ ପିତାଙ୍କ ଠାରୁ ମିଳିଥିଲା ବର ଦାନ

କୌଣସି ବି ବ୍ୟକ୍ତି ଙ୍କ ର ଅଧିକ ଆୟୁ ଶହେ ବର୍ଷ ହେଇଥାଏ କିନ୍ତୁ ମହାରାଷ୍ଟ୍ର ର ମୂରାଶି ନାମ ଜଣେ ବ୍ୟକ୍ତି ଆଜି କୁ ପ୍ରାୟ 183 ବର୍ଷ ହେବ ଜୀବିତ ଅଛନ୍ତି I

ଏତେ ବର୍ଷ ଜୀବିତ ରହି ମୂରାଶି କହିଛନ୍ତି କି ହୁଏତ ମୃତ୍ୟୁ ତାଙ୍କ ଘର ର ରାସ୍ତା ଭୁଲି ଯାଇଛି I ଏବଂ ସେ କେବେ ହେଲେ ମୃତ୍ୟୁବରଣ କରିବେ ନାହିଁ I ଲୋକ ଙ୍କ କହିବା ଅନୁସାରେ ସେ ଭୀଷ୍ମ ପିତାମହ ଙ୍କ ର ଠାରୁ ବରଦାନ ପାଇଛନ୍ତି I କିମ୍ଭା ତାଙ୍କ ପାଖ ରେ କୌଣସି ଦୈବିକ ଶକ୍ତି ରହିଛି I

ମୂରାଶି ଙ୍କ କହିବା ଅନୁସାରେ ତାଙ୍କ ର ଜନ୍ମ 1835 ରେ ବ୍ୟଙ୍ଗଲୁରୁ ରେ ହେଇଥିଲା I 1903 ପରେ ସେ ଉତ୍ତର ପ୍ରଦେଶ ର ବାରଣାସୀ ରେ ଆସି ରହିବାକୁ ଲାଗିଲେ I

ମୂରାଶି ଙ୍କ କହିବା ଅନୁସାରେ ସେ 122 ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି I ଏବଂ ବାରଣାସୀ ରେ ରହି ଚପଲ ତିଆରି କରିବା ର କାମ କରନ୍ତି I ଆଜି କୁ ସେ ପ୍ରାୟ 183 ବର୍ଷ ର ହେଇଗଲେଣି I ଏବଂ ତାଙ୍କ ସମୁଖ ରେ ସେ କେତେ ଜଣଙ୍କ ର ମୃତ୍ୟୁ I ଏପରି ଲାଗୁଚି କି ମୃତ୍ୟୁ ମୋତେ ନେବାକୁ ଭୁଲି ଯାଇଛି I

ମୂରାଶି ଙ୍କ ର ଜନ୍ମ ପ୍ରମାଣ ପତ୍ର ଅନେକ ଅଧିକାରୀ ଦେଖିସାରିଛନ୍ତି , ଏବଂ ତାଙ୍କ ର ମେଡିକାଲ ଚେକପ ବି ହେଇଯାଇଛି I ଏବଂ ଡାକ୍ତର ଙ୍କ ର ତାଙ୍କ ର ବାସ୍ତବିକ ବୟସ କୁ ନେଇ ଏବେ ବି ସନ୍ଦେହ ରହିଛି I