ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ସୁନ୍ଦରୀ ବିଧାୟକ, କେବେ ରାହୁଲ ଗାନ୍ଧୀଙ୍କ ସହ ଯୋଡି ହୋଇଥିଲା ନାମ

ଉତ୍ତର ପ୍ରଦେଶ ର ରାୟବରେଲୀ ସଦର ରୁ କଂଗ୍ରେସ ବିଧାୟକ ଅଦିତି ସିଂ ଗୁରୁବାର 21 ନଭେମ୍ବର ରେ ପଞ୍ଜାବ ର କଂଗ୍ରେସ MLA ଅଙ୍ଗଦ ସେନି ଙ୍କ ସହ ବିବାହ କରିଛନ୍ତି I ଏହି ବିବାହ ସମାରୋହ ରେ କଂଗ୍ରେସ ଓ ବିଜେପି ର ଅନେକ ବଡ଼ ବଡ଼ ନେତା ମଧ୍ୟ ଯୋଗ ଦେଇଥିଲେ I ରାୟବରେଲୀ ରୁ କଂଗ୍ରେସ ବିଧାୟକ ଅଦିତି ସିଂ ଗୁରୁବାର ଦିନ ଦିଲ୍ଲୀ ଜୋରବା ହୋଟେଲ ରେ ପଞ୍ଜାବ ର ନବାସହର ରୁ କଂଗ୍ରେସ ବିଧାୟକ ଅଙ୍ଗଦ ସିଂ ଙ୍କ ସହ ବିବାହ କରିଥିଲେ I ଅଦିତି ସିଂ ଓ ଅଙ୍ଗଦ ସିଂ ଙ୍କ ର ବିବାହ ସମାରୋହ ରେ ଅନେକ ରାଜନେତା ଙ୍କ ସାମିଲ ହେବାର ଦେଖିବାକୁ ମିଳିଥିଲା I

ଅଙ୍ଗଦ ଓ ଅଦିତି ଙ୍କ ର ବିବାହ ର ରିସେପ୍ସନ 25 ନଭେମ୍ବର ରେ ପଞ୍ଜାବ ର ନବସହର ରେ ଆୟୋଜନ ହେବାକୁ ଯାଉଛି I ଏହି ରିସେପ୍ସନ କୁ ହଜାର ହଜାର ସଂଖ୍ୟା ରେ ଆମନ୍ତ୍ରିତ କରାଯାଇଛି I

ଅଦିତି ଙ୍କ ର ନାମ ପୂର୍ବ ରୁ କଂଗ୍ରେସ ର ପୂର୍ବ ଅଦକ୍ଷ ରାହୁଲ ଗାନ୍ଧୀ ଙ୍କ ସହ ମଧ୍ୟ ଯୋଡି ହେଇଚି I ଏପରି କି ରାହୁଲ ଗାଣ୍ଡି ଙ୍କ ର ସହ ତାଙ୍କ ର ନିର୍ବନ୍ଧ ହେଇଚି ବୋଲି ମଧ୍ୟ ଅନେକ ଅପପ୍ରଚାର ଦେଖିବାକୁ ମିଳିଛି I କିନ୍ତୁ କଂଗ୍ରେସ ନେତା ଅଖିଳେସ ସିଂ କହିଥିଲେ ଏହା ଏକ ମିଥ୍ୟା ଓ ଗୁଜବ ଅଟେ I ଅଦିତି ଏପରି ସମୟ ରେ ମଧ୍ୟ କହିଥିଲେ କି ରାହୁଲ ଗାନ୍ଧୀ ତାଙ୍କ ଭାଇ ପରି ଅଟନ୍ତି I