ଏହି ଲୋକପ୍ରିୟ ସିଙ୍ଗରଙ୍କର ପୁଅ ସହ ବିବାହ କରିବାକୁ ଯାଉଛନ୍ତି ନେହା କାକ୍କଡ, ବର ନା ଶୁଣିଲେ ଝଟକା ଖାଇଯିବେ ଆପଣ

ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ସିଙ୍ଗର ନେହା କକଡ଼ ଆଜିକା ସମୟ ରେ ସୋନି ଟିଭି ରେ ପ୍ରସାରିତ ହେଉଥିବା ସିଂଗିଂଗ ରିୟାଲିଟି ସୋ ଇଣ୍ଡିଆନ ଆଇଡିଆଲ 11 ରେ ଜଜ ରହିଛନ୍ତି I ଇଣ୍ଡିଆନ ଆଇଡିଆଲ ରେ ନେହା ସର୍ବଦା ଚର୍ଚା ରେ ରହିଥାନ୍ତି I ଇତି ମଧ୍ୟ ରେ ନେହା ଙ୍କ ର ପ୍ରଶଂସକ ଙ୍କ ପାଁଇ ଏକ ଖୁସି ଖବର ରହିଛି I ଇଣ୍ଡିଆନ ଆଇଡିଆଲ 11 ର ସେଟ ରେ ନେହା ଙ୍କ ର ବିବାହ ର ପ୍ରସ୍ତୁତି ହେଇଯାଇଛି I ଏବଂ ସୁଟିଂ ସେଟ ରେ ନେହା ଙ୍କ ର ଶଶୁର ଘର ର ପୁରା ପରିବାର ଲୋକେ ମଧ୍ୟ ଆସିଥିଲେ I

ବଲିଉଡ ସିଙ୍ଗର ନେହା କକଡ଼ ଙ୍କ ର ବିବାହ ର ଖବର ଆସିବା ଆରମ୍ଭ ହେଇଯାଇଛି I ଯେତେବେଳେ ଇଣ୍ଡିଆନ ଆଇଡିଆଲ ର ସେଟ ହୋଷ୍ଟ କରୁଥିଲେ ଆଦିତ୍ୟ ଙ୍କ ର ପିତା ଉଦିତ ନାରାୟଣ ଓ ତାଙ୍କ ପତ୍ନୀ ଏକାଠି ସେଠାରେ ପହଂଚିଥିଲେ I ସୂଚନା ଅନୁସାରେ ଇଣ୍ଡିଆନ ଆଇଡିଆଲ 11 ର ପ୍ରସାରିତ ହେବାକୁ ଥିବା ସିରିଜ ରେ ଉଦିତ ନାରାୟଣ ଓ ଅଲ୍କ ଆଗ୍ନିକ ଆସିବେ I ତେବେ ଉଦିତ ଙ୍କୁ ଏହି ଏପିସୋଡ଼ ରେ ଦେଖିବା କୁ ମିଳିବ I ଏହା ର କାରଣ ହେଉଛି ଇଣ୍ଡିଆନ ଆଇଡିଆଲ ର ପ୍ରଥମ ଏପିସୋଡ଼ ଫ୍ଲପ ହେଉଛି I

କେବଳ ଉଦିତ ନାରାୟଣ ନୁହନ୍ତି ତାଙ୍କ ପତ୍ନୀ ଦୀପା ନାରାୟଣ ମଧ୍ୟ ଇଣ୍ଡିଆନ ଆଇଡିଆଲ ର ସେଟ ରେ ନେହା ଙ୍କୁ ତାଙ୍କ ର ବୋହୁ କହିଛନ୍ତି I ଏହି ସୋ ରେ ସେହି ସମୟ ରେ ନେହା କକଡ଼ ଙ୍କ ର ପିତାମାତା ମଧ୍ୟ ଉପସ୍ଥିତ ଥିଲେ I ଆଦିତ୍ୟ ମଧ୍ୟ ଏହି ଘଟଣା କୁ ନେଇ ବେଶ ଖୁସି ଅଛନ୍ତି I

ଦେଖିବା କୁ ଗଲେ ଏହି ସୋ ର ଟିଆରପି ବୃଦ୍ଧି କରିବା କୁ ମଧ୍ୟ ଏହା ହେଇପାରେ I କାରଣ ଅନେକ ସମୟ ରେ ଏହି ସୋ ରେ ନେହା କକଡ଼ ଙ୍କ ସହ ଏପରି ହସି ମଜାକ ଲାଗି ରହିଥାଏ I ତେଣୁ ବାସ୍ତବ ଘଟଣା କଣ ଏହା ନିଜେ ନେହା କକଡ଼ କହିନାହାନ୍ତି I ବିଗତ ଦିନ ରେ ହିମାଂସ ଙ୍କ ଠାରୁ ଅଲଗା ହେବା ପରେ ନେହା ଙ୍କ ର ମନବଳ ଭାଙ୍ଗିଯାଇଥିଲା I

Share Your Comments Below