ବାହାଘରରେ କିନ୍ନରକୁ ଦେଖି ଫିଦା ହେଇଗଲା ଯୁବକ, ତାପରେ ଏପରି କିଛି ହେଲା ଯାହା କେହିବି ଭାବି ନଥିଲେ ….

ଅନେକ ସମୟ ରେ କିଛି ଏପରି ମାମଲା ନଜର କୁ ଆସିଥାଏ ଯାହା କି ଆଶ୍ଚଯ୍ୟକର ଘଟଣା ହେଇଥାଏ I ଦୁନିଆ ରେ କିଛି ଭି ଘଟଣା ଘଟିପାରେ ଏବଂ ଦୁନିଆ ରେ କିଛି ବି ହେବା ସମ୍ଭବ ଅଟେ I ଏହିପରି ଏକ ମାମଲା ଦେଖିବା କୁ ମିଳିଛି ଯେଉଁଥିରେ ପୁଅ ପୁଅ ପରସ୍ପର ସହ ବିବାହ କରିଛନ୍ତି I ଘଟଣା ଟି ଉତ୍ତର ପ୍ରଦେଶ ର ଜାଲୋନ ର ଅଟେ I

ଏଠାକାର କୁଠୋଦ ଥାନା ହାଦ୍ରୁଙ୍କ ଗ୍ରାମ ରେ ବିଗତ 2 ବର୍ଷ ହେବ ଏକ କିନ୍ନର ଙ୍କ ସହ ପ୍ରେମ ସମ୍ବନ୍ଧ ରହିଥିଲା ଜଣେ ଯୁବକ ଙ୍କ ର I ଯୁବକ ଙ୍କ ର ପରିବାର ଲୋକେ ଏହି ବିବାହ ରେ ରାଜି ନ ଥିଲେ I ତେଣୁ ଦୁହେଁ ମେହଗ୍ରାମ ରେ ଏକ ମନ୍ଦିର କୁ ଯାଇ ବିବାହ କରିଥିଲେ I

ଉତ୍ତର ପ୍ରଦେଶ ର ଜାଲୋନ ଜିଲ୍ଲା ରେ କୁଠୋଦ ଥାନା ରେ ହାଦ୍ରୁଙ୍କ ଗ୍ରାମ ରେ ସିଂ ସେଗର 2 ବର୍ଷ ପୂର୍ବ ରେ ଏକ ବିବାହ ସମାରୋହ ରେ ଅନୁଷ୍କା ନାମ ଏକ କିନ୍ନର ଙ୍କୁ ସାକ୍ଷ୍ୟାତ କରିଥିଲେ I ଉଭୟ ଙ୍କ ର ବନ୍ଧୁତା ହେଇଯାଇଥିଲା I ଅନୁଷ୍କା କାନପୁର ଦେହରଦୁନ ରେ ରୁହନ୍ତି I

ତେବେ ଉଭୟ ଙ୍କ ମଧ୍ୟ ରେ ଏହି ବନ୍ଧୁତା ପ୍ରେମ ରେ ପରିଣତ ହେଇଥିଲା I ଦହେ ଏକାଠି ଜୀବନ ବିତାଇବା ଆରମ୍ଭ କରିଥିଲେ I ଏବଂ ନିଜ ପରିବାର ଲୋକ ଙ୍କୁ ଏହି ବିଷୟ ରେ ଜାଣିବା ପରେ ଦୁହେଁ ମେହଗ୍ରାମ ରେ ବିବାହ କରିଥିଲେ I