ବିବାହିତ ହେବା ପରେ ବି ଅଜୟ ଦେବଗନ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସହ ରଖିଥିଲେ ସମ୍ବନ୍ଧ, ଯେତେବେଳେ କାଜଲ ଜାଣିଲେ ତ …

ବଲିଉଡ ରେ ସିଂଘମ ଅଜୟ ଦେଵଗନ ଙ୍କ ର ପରିଚୟ ର କୌଣସି ଆବଶ୍ୟକ ନାହିଁ I ଯେପରି କି ଆପଣ ଜାଣିଥିବେ ଅଜୟ ଦେଵଗନ ତାଙ୍କ କ୍ୟାରିୟର ରେ ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି I ବିଗତ ଦିନ ରେ ଅଜୟ ଦେଵଗନ ଙ୍କର ବିବାହ ଅଭିନେତ୍ରୀ କାଜଲ ଙ୍କ ସହ ହେଇଚି I ତେବେ ଆଜି ଆମେ ସେହି ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବା ଯାହା ଙ୍କୁ ବିବାହ ପରେ ମଧ୍ୟ ଅଜୟ ଦେଵଗନ ପ୍ରେମ କରୁଥିଲେ I

ଆଜି ଆମେ ଏଠାରେ ଆପଣ ଙ୍କୁ ଯେଉଁ ଅଭିନେତ୍ରୀ ଙ୍କ ର ବିଷୟ ରେ କହିବା କୁ ଯାଉଛେ ସେ ବଲିଉଡ ର ଅଭିନେତ୍ରୀ କଙ୍ଗନା ଅଟନ୍ତି I ବଲିଉଡ ଫିଲ୍ମ ୱାନ୍ସ ଆପନ ଏ ଟାଇମ ର ସୁଟିଂ ସମୟ ରେ ଅଜୟ ଦେଵଗନ ଓ କଙ୍ଗନା ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I

ଅନେକ ଦର୍ଶକ ଙ୍କ ର କହିବା ଅନୁସାରେ ଦୁହେଁ ପରସ୍ପର କୁ ଏହି ସମୟ ରେ ପ୍ରେମ କରୁଥିଲେ I ଏବଂ ଯେତେବେଳେ କାଜଲ ଏହା ଜାଣିବା କୁ ପାଇଥିଲେ ତ ସେ ଅଜୟ ଙ୍କୁ କଙ୍ଗନା ଙ୍କ ଠାରୁ ଦୁରେଇ ରହିବା କୁ ପରାମର୍ଶ ଦେଇଥିଲେ I ଏହିପରି ଅଜୟ ଦେଵଗନ , କଙ୍ଗନା ଙ୍କ ଠାରୁ ଦୁରେଇ ଯାଇଥିଲେ I ଏବଂ କଙ୍ଗନା ମଧ୍ୟ ଏକ ଇଣ୍ଟରଭିୟୁ ରେ ଏହା କହିଥିଲେ କି ସେ ଜଣେ ବିବାହିତ ବ୍ୟକ୍ତି ଙ୍କୁ ପ୍ରେମ କରିବା ତାଙ୍କ ଜୀବନ ର ଏକ ବଡ଼ ଭୁଲ ଥିଲା I