ଯଦି ବିଛଣା ଉପରେ ଆପଣଙ୍କ ସାଥି ଓ଼ଫ ଆହା ଭଳି ଶବ୍ଦ ବାହାର କରୁଛନ୍ତି, ତେବେ ଏହାର ମାନେ କି.. ଆପଣ

ସମ୍ବନ୍ଧ ସମୟରେ ଆପଣ ଙ୍କର ପାର୍ଟନର ଯଦି ଓ଼ଫ ଶବ୍ଦ କରୁଛନ୍ତି ତେବେ ଆପଣ ଏହା ଭାବନ୍ତୁ ନାହିଁ କି ସେ ଏହି ସମ୍ବନ୍ଧ ସମ୍ବନ୍ଧ ରେ ସନ୍ତୁଷ୍ଟ ରହିଛନ୍ତି | ଏହା ଆପଣଙ୍କ ପାଁଇ ଦେଖାଣିଆ ମଧ୍ୟ ହେଇପାରେ | ବ୍ରିଟେନ ରେ ଏକ ଗବେଷକ ଏହା କହିଛନ୍ତି କି ୨୫ ପ୍ରତିସଦ ମହିଳା ସମ୍ବନ୍ଧ ସମୟ ରେ ଏପରି ଶବ୍ଦ କରି ସମ୍ବନ୍ଧ ର ଆନନ୍ଦ ନେବାର ର ମିଛ ଛଳନା କରିଥାନ୍ତି |

କଣ ପ୍ରଥମ ସମ୍ବନ୍ଧରେ ରକ୍ତ ବାହାରିବା ଜରୁରୀ
ଗବେଷଣା ରେ ଏହା ମଧ୍ୟ କୁହାଯାଇଛି କି ସମ୍ବନ୍ଧ ସମୟ ରେ ମହିଳାମାନେ ଏଥିପାଇ ମଧ୍ୟ ଓହଃ ଶବ୍ଦ ର ଉଚ୍ହାରଣ କରିଥାନ୍ତି କାରଣ ତାଙ୍କ ର ପୁରୁଷ ସାଥି ସମ୍ବନ୍ଧ ପାଁଇ ଅଧିକ ଉତେଜିତ ହେବେ | ୧୮ ରୁ ୪୮ ବର୍ଷୀୟ ୭୧ ଜଣ ମହିଳା ଙ୍କୁ ନେଇ ଏହି ଗବେଷଣା କରାଯାଇଛି | ଏବଂ ଏହା ଜଣାଯାଇଛି କି ଏପରି ଶବ୍ଦ କୁ ନେଇ ପୁରୁଷ ସାଥି ଅଧିକ ଉତେଜିତ ହେଇଥାନ୍ତି |

ସମ୍ବନ୍ଧ ଲାଇଫରେ ଏପରି ମଜା
ଅନ୍ୟପଟେ ୨୫ ପ୍ରତିସଦ ମହିଳା କହିଛନ୍ତି କି ଏପରି ଶବ୍ଦ ଦ୍ୱାରା ନିଜ ର ସମ୍ବନ୍ଧ ସମ୍ବନ୍ଧ କୁ ଦେଖାଇବା ପାଁଇ ଏପରି ଶବ୍ଦ କରିଥାନ୍ତି | 87 ପ୍ରତିସଦ ମହିଳା ଏହା ମଧ୍ୟ କହିଛନ୍ତି କି ଏପରି ଶବ୍ଦ କରିବା ଦ୍ୱାରା ପୁରୁଷ ପାର୍ଟନର ଙ୍କ ପ୍ରତି ସେ ନିଜ ର ପ୍ରେମ ର ପରିପ୍ରକାଶ କରିଥାନ୍ତି | ଏବଂ ଏପରି ମହିଳାମାନେ ନିଜ ର ସମ୍ବନ୍ଧ ର ସନ୍ତୁଷ୍ଟି ପାଁଇ ମଧ୍ୟ ଅପରାଇ ଶବ୍ଦ କରିଥାନ୍ତି |