ବିଦେଶ ଗଲେ ସ୍ଵାମୀ….ସ୍ତ୍ରୀ ଧରମ ଭାଇ ସହ ସବୁଦିନ ରଖୁଥିଲେ ସମ୍ବନ୍ଧ, ସ୍ୱାମୀ ଫେରିଲେ ତ କୁକୁର ଖୋଲିଦେଲା ସବୁ ରହସ୍ୟ

ପତି ଙ୍କ ର ବିଦେଶ ରହିବା ସମୟ ରେ ଜଣେ ମହିଳା ଙ୍କ ର ତାଙ୍କ ପଡୋଶୀ ରେ ଜଣେ ଯୁବକ ଙ୍କ ସହ ସମ୍ବନ୍ଧ ରହିଥିଲା I ଏବଂ ପତି ଙ୍କ ର ଘର କୁ ଫେରିବା ପରେ ପଡୋଶୀ ଙ୍କ ଠାରୁ ସେ ସବୁ ଶୁଣିବାକୁ ମଧ୍ୟ ପାଇଥିଲେ I ପତ୍ନୀ ତ ତାଙ୍କ ର ଏହି ଭୁଲ ପାଁଇ କ୍ଷମା ମାଗିଥିଲେ କିନ୍ତୁ ପଡୋଶୀ ଯୁବକ ତା ହରକତ ରେ ପରିବର୍ତନ କରି ନ ଥିଲା I

ଏହି ଭୁଲ ସମ୍ବନ୍ଧ ର ପରିଣାମ ଥିଲା ବହୁତ ଭୟାନକ I ଯାହା ର ରହସ୍ୟ ଏକ କୁକୁର ଦ୍ୱାରା ହିଁ ଜଣାପଡିଥିଲା I ଘଟଣା ଟି ରାଜସ୍ତାନ ର ବାସବଡା ଅଂଚଳ ର ଅଟେ I ସେଠାରେ ଥିବା ନଥେଲାଵ ପୋଖରୀ ପାଖ ରେ ଏକ ମୃତ ଦେହ ଉଦ୍ଧାର ହେଇଥିଲା I

ଏବଂ ପୋଲିସ ଘଟଣା ସ୍ଥଳ ରେ ପହଂଚି ସବ ଉଦ୍ଧାର କରିଥିଲା ତ ଦେଖିବାକୁ ପାଇଥିଲା ଏହା ବିଜୟ (30) ଙ୍କ ର ଅଟେ ଯିଏ କି ଶ୍ରୀ ରାମ କଲୋନୀ ରେ ରୁହନ୍ତି I ସେ ଛଅ ଭଉଣୀ ରେ ଗୋଟେ ଭାଇ ଥିଲେ ଏବଂ 17 ଦିନ ହେବ ନିଖୋଜ ଥିଲେ I ଏବଂ ସୂଚନା ମୁତାବିକ ଜଣାପଡିଥିଲା କି ଉକ୍ତ ଯୁବକ ସେହି ସ୍ଥାନ ରେ ରହୁଥିବା ଜଣେ ବିବାହିତ ମହିଳା ଙ୍କ ର ସହ ଅନୈତିକ ସମ୍ବନ୍ଧ ରେ ଯୋଡି ହେଇଥିଲେ I

ଏହି ସନ୍ଦେହ ରେ ହିଁ ପୋଲିସ ବିବାହିତ ମହିଳା ଙ୍କ ର ପତି ଙ୍କୁ ସନ୍ଦେହ କରିଥିଲା ଏବଂ ଏହି ରହସ୍ୟ ରୁ ପରଦା ଉଠିଥିଲା I ଆରୋପି ରାଜୁ କୁଏତ ରେ ରହିବା ସମୟ ରେ ପଡୋଶୀ ବିଜୟ ଙ୍କ ସହ ତାଙ୍କ ପତ୍ନୀ ଙ୍କ ର ସମ୍ବନ୍ଧ ଗଢି ଉଠିଥିଲା ଯାହା କି ମହିଳା ଙ୍କ ର ପତି ଙ୍କୁ ପସନ୍ଦ ନ ଥିଲା I

କିଛି ଦିନ ପୂର୍ବ ରୁ ରାଜୁ ଘର କୁ ଫେରିବା ପରେ ଏହି ସମ୍ବନ୍ଧ ବିଷୟ ରେ ସୂଚନା ପାଇଥିଲେ ଏବଂ ପଡୋଶୀ ବିଜୟ ଙ୍କ ତାଙ୍କ ର ଏହି ସମ୍ବନ୍ଧ କୁ ନେଇ ତାଙ୍କ ପତ୍ନୀ ତ ତାଙ୍କ ପତି ଙ୍କୁ କ୍ଷମା ମାଗିଥିଲେ କିନ୍ତୁ ବିଜୟ ତାଙ୍କ ହରକତ ରେ ସୁଧୁରି ନ ଥିଲେ I

ଏବଂ ବାରମ୍ବାର ଫୋନ କରି ଉକ୍ତ ମହିଳା ଙ୍କୁ ହଇରାଣ କରିଥିଲା ଏହା କୁ ନେଇ ରାଜୁ ବିଜୟ ଙ୍କ ର ହତ୍ୟା କରିବା କୁ ଯୋଜନା କରି ହତ୍ୟା କରିଥିଲେ I