ବିଦେଶରେ ନ୍ୟୁଜ ରିପୋର୍ଟର କାମ କରୁଥିଲେ ଏହି ସୁନ୍ଦରୀ, ସୁଯୋଗ ମିଳିବାତ ଭାରତରେ ହେଇଗଲେ ଫେମସ ହିରୋଇନ, ନାଁ ଜାଣି ବିଶ୍ଵାସ ହେବ ନାହିଁ

ଶ୍ରୀଲଙ୍କା ର ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣଡିଶ ଙ୍କ ର ଜନ୍ମ 1985 ରେ ମନାମା ବାହାରିନ ରେ ହେଇଥିଲା I ତାଙ୍କ ପିତା ଶ୍ରୀଲଙ୍କା ର ତାମିଲିୟନ ଅଟନ୍ତି I ଓ ମା ମାଲେସିୟାନ ଅଟନ୍ତି I କିଛି ଫିଲ୍ମ ରେ ଜ୍ୟାକଲିନ କାମ କରିବା ପରେ ସେ ବେଶ ଲୋକପ୍ରିୟ ହେଇପାରିଥିଲେ I ଜ୍ୟାକଲିନ ଏହା ମଧ୍ୟ କହିଛନ୍ତି କି ସେ ବାହାରିନ ର ରାଜକୁମାର ହାସନ ବିନ ରସିଦ ଙ୍କୁ ପ୍ରେମ କରୁଛନ୍ତି I କିନ୍ତୁ କୌଣସି କାରଣ ରୁ ତାଙ୍କ ର ଏହି ପ୍ରେମ ସମ୍ବନ୍ଧ ଭାଙ୍ଗି ଯାଇଥିଲା I

ଫିଲ୍ମ ରେ ଆସିବା ପୂର୍ବ ରୁ ପ୍ରଥମେ ଥିଲେ ରିପୋର୍ଟର
ଜ୍ୟାକଲିନ ଙ୍କ ର ନାମ ୱିଣ୍ଡସରଇ ରେ ମଧ୍ୟ ବେଶ ଲୋକପ୍ରିୟ ଅଟେ I ବିଗତ ଦିନ ରେ ଜ୍ୟାକଲିନ ଙ୍କ ର ଅନେକ ଫୋଟୋ ଓ ଭିଡିଓ ମଧ୍ୟ ଭାଇରଲ ହେଇଚି I ଜ୍ୟାକଲିନ ତାଙ୍କ ର ପାଠପଢା ୟୁନିଭର୍ସିଟି ଅଫ ସିଡନୀ ରେ ମାସ କମ୍ୟୁନିକେସନ ର ପାଠ ପଢିଥିଲେ I ସେ ଏକ ରିପୋର୍ଟର ପରି କାମ କରିଥିଲେ I ଲୋକେ ଜ୍ୟାକଲିନ ଙ୍କ ର ସୁନ୍ଦରତା କୁ ନେଇ ବିଶେଷ ପ୍ରଭାବିତ ଅଟନ୍ତି I

ଆଲାଦିନ ଫିଲ୍ମ ରୁ ଡେବ୍ୟୁ
ମଡେଲିଂ ରୁ ଅଫର ଆସିବା ପରେ ଜ୍ୟାକଲିଙ୍ଗ ଙ୍କ ର ଏହି ଫିଲଡ ରେ ମଧ୍ୟ ଚେଷ୍ଟା ଜାରି ରଖିଥିଲେ ଏବଂ ଆଜିକା ସମୟ ରେ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଇପାରିଛନ୍ତି I 2006 ରେ ସେ ଶ୍ରୀଲଙ୍କା ସୁନ୍ଦରୀ ପ୍ରତିଯୋଗିତା ରେ ଯୋଗ ଦେଇଥିଲେ ଏବଂ ବିଜେତା ମଧ୍ୟ ହେଇଥିଲେ I ଏହା ପରେ 2009 ରେ ଆସିଥିବା ଫିଲ୍ମ “ଆଲାଦିନ” ରେ ସେ ଡେବ୍ୟୁ କରିଥିଲେ I ଫିଲ୍ମ ଇଣ୍ଡଷ୍ଟ୍ରି ର ମହାନାୟକ ଅମିତାଭ ବଚ୍ଛନ ଙ୍କ ସହ ମଧ୍ୟ ଜ୍ୟାକଲିନ ବେଶ ଭଲ ଅଭିନୟ କରିଛନ୍ତି I ଏହା ପରେ ସେ ଫିଲ୍ମ ମଡ଼ର 2, କିକ , ହାଉସଫୁଲ 2 , ରେସ ପରି ଫିଲ୍ମ ରେ ମଧ୍ୟ ନଜର ଆସିଥିଲେ I

ଅଟେକ ରେ ଆସିବେ ନଜର
ଜ୍ୟାକଲିନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଥାନ୍ତି I ଲୋକ ଙ୍କ ମଧ୍ୟ ରେ ଜ୍ୟାକଲିନ ବେଶ ଲୋକପ୍ରିୟ ଅଟନ୍ତି ଏବଂ ତାଙ୍କ 36.1 ମିଲିୟନ ଲୋକେ ତାଙ୍କ ର ଫଲୋର ଅଟନ୍ତି I ବିଗତ ଦିନ ରେ ଜ୍ୟାକଲିନ ଙ୍କ ର ଟାଟୁ କରିବା ର ଭିଡିଓ ବେଶ ଚର୍ଚା କୁ ଆସିଛି I ଏବଂ ଆଗାମୀ ସମୟ ରେ ଫିଲ୍ମ “ଆଟେକ” ରେ ନଜର ଆସିବେ I ଏଥିରେ ତାଙ୍କ ସହ ରକୁଲ , ଜନ ଅବ୍ରହାମ ଙ୍କ ପରି ଅଭିନେତା ମଧ୍ୟ ରହିଛନ୍ତି I