ବିବାହିତା ବିଦେଶୀ ମହିଳାଙ୍କୁ FACEBOOK ରେ ହେଲା ଗୋଟେ ଝିଅର ବାପା ସହ ପ୍ରେମ, ସ୍ୱାମୀକୁ ଛାଡ ପତ୍ର ଦେଲେ ଏବଂ ତାପରେ

ପ୍ରେମ ପାଁଇ ମନୁଷ୍ୟ କଣ କଣ ନ କରିଥାଏ I କେବେ ସେ ନିଜେ ମାରିବାକୁ ପଛାଇନଥାଏ ତ କେବେ କାହାରିକୁ ମାରିବାକୁ ପଛାଇନଥାଏ I ପ୍ରେମ ରେ କେବେ ହେଲେ କୌଣସି ଜାତି ପ୍ରଥା ର ସମସ୍ୟା ରହିଥାଏ ନା ଗରିବ ଧନୀ ର ସମସ୍ୟ I କିନ୍ତୁ ଯଦି କୌଣସି ଅନ୍ୟ ଦେଶ ର କୌଣସି ବ୍ୟକ୍ତି ଙ୍କ ସହ ପ୍ରେମ ହେଇଥାଏ , ତ ବିଶେଷ ଭାବରେ ଏହା ଜାଣିବାର ବିଷୟ ଅଟେ I

ପୋଲାଣ୍ଡ ର ମହିଳା କଲେ ଏକ ସନ୍ତାନ ର ପିତା ସହ ବିବାହ
ଏହି ଘଟଣା ଟି ହେଉଛି ପଞ୍ଜାବ ର ଜଳନ୍ଧର ର ଯେଉଁଠାରେ ଏକ ପୋଲାଣ୍ଡ ର ମହିଳା ଏକ ପିଲାର ପିତା ଙ୍କୁ ବିବାହ କରିଛନ୍ତି I ଏବଂ କେବଳ ଏହି ବ୍ୟକ୍ତି ଙ୍କୁ ବିବାହ କରିବାକୁ ସେ ଭାରତ ରେ ପହଂଚିଥିଲେ I ପୋଲାଣ୍ଡ ରେ ରହୁଥିବା ଏହି ମହିଳା ଏହି ବ୍ୟକ୍ତି ଙ୍କୁ ବିବାହ କରିବାକୁ ଭାରତ ଆସିଥିଲେ I

କିଛି ଦିନ ଦୁହେଁ କଥା ହେବା ପରେ ପୋଲାଣ୍ଡ ର ଗୋରୀ ମେମସହବ ଶେଷରେ ଆସି ଭାରତ ରେ ପହଂଚିଥିଲେ ଆଉ ସେ ବି ପୁଣି ଜଣଙ୍କ ପ୍ରେମ ରେ ଟାଣି ହେଇଆସିଥିଲେ I ଏହି ଆଶ୍ଚଯ୍ୟକର ମାମଲା ପଞ୍ଜାବ ର ଜଳନ୍ଧର ର ଅଟେ I

ସମ୍ପୂର୍ଣ ମାମଲାଟି
ରିପୋର୍ଟ ଅନୁୟାରେ ଫିଲଲ୍ର ର ଗାନନା ଗାଁ ରେ 38 ବର୍ଷୀୟ ଶ୍ୟାମ ଙ୍କ ପତ୍ନୀ ଙ୍କ ମୃତ୍ୟୁ ହେଇଚି ବିଗତ କିଛି ବର୍ଷ ପୂର୍ବେ I ତାଙ୍କ ର ଏକ 10 ବର୍ଷ ର ଝିଅ ମଧ୍ୟ ରହିଛି I ସେ ଏକା ରହିବା ସମୟରେ ଫେସବୁକ ରେ ନିଜ ସାଙ୍ଗ ଙ୍କ ସହ ଟାଇମ୍ପାସ କରିଥାନ୍ତି ତ ଏହି ସମୟ ରେ ପୋଲାଣ୍ଡ ର ଜଣେ ମହିଳା ଙ୍କ ସହ ତାଙ୍କ ର ବନ୍ଧୁତା ହେଇଥିଲା I କିଛିଦିନ କଥା ହେବା ପରେ ଦୁହେଁ ପ୍ରେମ କରିବା ଆରମ୍ଭ କରିଦେଇଥିଲେ I

ଦୁହେଁ ପୂର୍ବ ମାସ 23ରେ ଗୁରୁଦ୍ୱାର ରେ ବିବାହ କରିଥିଲେ I ଏବଂ ପୋଲାଣ୍ଡର ମହିଳା ଇବନେ ଏହି ମାସ 12ରେ ପୁଣି ପୋଲାଣ୍ଡ ଫେରିଯାଇଥିଲେ I