ଅନେକ କ୍ଷେତ୍ର ରେ ଆପଣ ପ୍ରେମ ରେ ଧୋକା ପାଇବା ର ଘଟଣା ମାନ ଶୁଣି ପ୍ରେମ ଶବ୍ଦ ଉପରୁ ଆପଣ ଙ୍କ ର ବିଶ୍ୱାସ ଉଠି ଯାଇଥିବ I ଆଜି ଏହିପରି ଏକ ଧୋକା ସମ୍ବନ୍ଧିତ ଲଜ୍ୟାକର ଘଟଣା ଘଟିଯାଇଛି ଛତିଶଗଡ଼ ର ରାୟଗଡ଼ ଜିଲ୍ଲା ରେ I ଏଠାରେ ଜଣେ ମହିଳା ଙ୍କ ର ପତି ଙ୍କ ର ମୃତ୍ୟୁ ପରେ ଗ୍ରାମ ର ଜଣେ ଯୁବକ ତାଙ୍କୁ ବିବାହ କରିବା ର ପ୍ରତିଶୃତି ଦେଇଥିଲେ I ଏବଂ ସେହି ଯୁବକ ନିଜେ ପରିବାର ଲୋକ ଙ୍କ ସମୁଖ ରେ ଏହି ପ୍ରସ୍ତାବ ରଖିଥିଲେ କି ସେ ଉକ୍ତ ବିଧବା ମହିଳା ଙ୍କୁ ବିବାହ କରିବେ I ପରିବାର ଲୋକ ଙ୍କ ର ସହମତି କାରଣ ରୁ ଉକ୍ତ ଯୁବକ ତାଙ୍କ ଘର କୁ ଯିବା ଆସିବା କରିଥିଲେ ଏବଂ ଧୀରେ ଧୀରେ ମହିଳା ଙ୍କ ସହ ତାଙ୍କ ର ଶାରୀରିକ ସମ୍ବନ୍ଧ ମଧ୍ୟ ହେଇଥିଲା I ଦିନେ ଅଚାନକ ଯୁବକ ବିବାହ ପାଁଇ ମନା କରିଥିଲେ I ଏହା ପରେ ପୀଡିତ ଯୁବତୀ ଉକ୍ତ ଯୁବକ ଙ୍କ ର ନାମ ରେ ଥାନା ରେ ମାମଲା ରୁଜୁ କରିଥିଲେ I
ଧର୍ମଜୟଗଡ଼ ଅଂଚଳ ରେ ଏକ ଗ୍ରାମ ର ନିବାସୀ ମହିଳା ଙ୍କ ର ପତି ପ୍ରାୟ 1 ବର୍ଷ ପୂର୍ବ ରୁ ମୃତ୍ୟୁବରଣ କରିଥିଲେ I ଏହା ପରେ ଗ୍ରାମ ରେ ବିନୟ ନାମ ଏହି ଯୁବକ ତାଙ୍କ ଘର କୁ ଯିବା ଆସିବା କରିଥିଲେ I ଏହା ପରେ ଯୁବକ ମହିଳା ଙ୍କ ର ପରିବାର ଲୋକ ଙ୍କୁ ମଧ୍ୟ ଉକ୍ତ ବିଧବା ମହିଳା ଙ୍କୁ ବିବାହ କରିବା ର ପ୍ରତିଶୃତି ଦେଇଥିଲେ I
ପରିବାର ର ସବୁ ଲୋକେ ଯୁବକ ଙ୍କ ର କଥା କୁ ଗ୍ରହଣ କରିଥିଲେ ଏବଂ ବିନୟ ଙ୍କ ସହ ତାଙ୍କ ଝିଅ ର ବିବାହ ପାଁଇ ରାଜି ହେଇଥିଲେ I ଏହା ପରେ ଉକ୍ତ ମହିଳା ଓ ବିନୟ ଙ୍କ ମଧ୍ୟ ନିବିଡ଼ ସମ୍ପର୍କ ହେଇଯାଇଥିଲା ଏବଂ ଦୁହେଁ ପରସ୍ପର କୁ ଦେଖା ସାକ୍ଷ୍ୟାତ ମଧ୍ୟ କରିଥିଲେ I ଏପରି କି ଉଭୟ ଙ୍କ ମଧ୍ୟ ରେ ଶାରୀରିକ ସମ୍ପର୍କ ମଧ୍ୟ ହେଇଥିଲା I
କିନ୍ତୁ ପରିବାର ଲୋକେ ଯେତେବେଳେ ବିବାହ କାର୍ଯ୍ୟ କୁ ଆଗେଇଥିଲେ ତ ଯୁବକ ବିବାହ ପାଁଇ ରାଜି ହେଇ ନ ଥିଲେ I ଏହା ପରେ ମହିଳା ଙ୍କ ର ଅଭିଯୋଗ ଅନୁସାରେ ଧର୍ମଜୟଗଡ଼ ଥାନା ରେ ଦୁଷ୍କର୍ମ ର ଏକ ମାମଲା ରୁଜୁ ହେଇଚି I