ବିଗ ବସ କାରଣରୁ ସଲମାନ ଖାନଙ୍କୁ ହେଇ ଯାଇଛି ଏହି ବଡ ରୋଗ, ଖୁବ ଶୀଘ୍ର ଛାଡି ପାରନ୍ତି ସୋ

ସଲାମନ ଆଜି ପର୍ଯ୍ୟନ୍ତ 10 ସିଜିନ ହୋଷ୍ଟ କରିଛନ୍ତି I ଆଜିକା ସମୟ ରେ ବିଗ ବସ ଯେଉଁ ସଫଳତା ହାସିଲ କରିଛି ସେଥିରେ ସଲ୍ମାନ ଙ୍କ ର ବିଶେଷ ଯୋଗଦାନ ରହିଛି I ବିଗ ବସ ର 13 ତମ ସିଜିନ ର ହୋଷ୍ଟ ସମୟ ରେ ସଲ୍ମାନ ଙ୍କୁ ଏକ ରୋଗ ହେଇଚି I ଏବଂ ଏହି ରୋଗ କାରଣ ରୁ ସଲ୍ମାନ ସୋ ଛାଡିପାରନ୍ତି I ବିଗ ବସ ରେ ସଲ୍ମାନ ଙ୍କୁ ଏହି ରୋଗ ହେବାକୁ ନେଇ ତାଙ୍କ ର ପରିବାର ଲୋକେ ବେଶ ଚିନ୍ତା ରେ ରହିଛନ୍ତି I

ବର୍ତମାନ ର ମିଡ଼ିଆ ରିପୋର୍ଟ ଅନୁସାରେ ଆଗାମୀ ସମୟ ରେ ସଲ୍ମାନ ବିଗ ବସ ସୋ ରେ ହୋଷ୍ଟ କରିବା ଛାଡିପାରନ୍ତି I ଏବଂ ଏହି ରୋଗ ର କାରଣ ହେଉଛି ସଲ୍ମାନ ନିଜ ପରିବାର ଲୋକ ଙ୍କ ର ଅଧିକ ଚିନ୍ତା କରୁଛନ୍ତି I 13 ତମ ବିଗ ବସ ସିଜିନ କୁ 5 ଆଉ ସପ୍ତାହ ଘୁଞ୍ଚାଯାଇଛି I ଏବଂ ଏକ ଏପିସୋଡ଼ ର ଫିସ 13 କୋଟି ରୁ ବଢାଯାଇ 15 କୋଟି କରାଯାଇଛି I

ବିଗତ ଅନେକ କିଛି ସିଜିନ ହେବ ସଲ୍ମାନ ଏହି ସୋ ଛାଡିବା ର ଯୋଜନା କରିଛନ୍ତି I କିନ୍ତୁ କଲସ ତରଫରୁ ତାଙ୍କୁ ମନେଇ ନେଇଥାନ୍ତି I କିନ୍ତୁ ସଲ୍ମାନ ଙ୍କ ର ରୋଗ କାରଣ ରୁ ଏଥର ସେ ସୋ ଛାଡିପାରନ୍ତି I ଏବଂ ଆଗାମୀ ସିଜିନ ରୁ ଆଉ ଆପଣ ସଲ୍ମାନ ଙ୍କୁ ବିଗ ବସ ରେ ଦେଖିବା କୁ ପାଇବେ ନାହିଁ I

ଏହି ରୋଗ କାରଣ ରୁ ଛାଡ଼ିବେ ସୋ
“ଟ୍ରିରେମିନାଲ ନ୍ୟୁରେଲଜିୟ” ନାମ ରୋଗ କାରଣ ରୁ ସଲ୍ମାନ ଏହି ସୋ ଛାଡିପାରନ୍ତି I ଏହି ରୋଗ ଅଧିକ ଟେନ୍ସନ ଓ ମାନସିକ ଦୁଶ୍ଚିନ୍ତା କୁ ନେଇ ହେଇଥାଏ I ସଲ୍ମାନ ସୋ ର କିଛି ପ୍ରତିଯୋଗୀ ଙ୍କ ପାଁଇ ନିଜେ ଅଧିକ ମାନସିକ ଦୁଶ୍ଚିନ୍ତା ରେ ରହିଥାନ୍ତି I ବିଗତ ସିଜିନ ରେ ସଲ୍ମାନ ଜଣେ ପ୍ରତିଯୋଗୀ ଙ୍କ ଉପରେ ତାଙ୍କ ଭୁଲ ପାଁଇ ବିରକ୍ତ ହେଇଥିଲେ I ଏବଂ କାର୍ଯ୍ୟ ବ୍ୟସ୍ତତା ରେ ସଲ୍ମାନ ନିଜ ସ୍ଵାସ୍ତ୍ୟ କୁ ଖରାପ କରିଦେଇଥାନ୍ତି I