ମ୍ୟାଚ ଜିତିବା ପରେ ବିରାଟ କୋହଲି କେନ ବିଲିୟାନସନଙ୍କ ବିଷୟରେ କହିଲେ କିଛି ଏପରି, ଜିତି ନେଲେ କୋଟି କୋଟି ଲୋକଙ୍କ ହୃଦୟ

ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟ ରେ ପାଞ୍ଚ ଗୋଟି ମ୍ୟାଚର ଟି-20 ସିରିଜର ତୃତୀୟ ଟି-20 ମ୍ୟାଚ ହେମିଲଟନର ସେଡୋନ ପାର୍କ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ହେଇଯାଇଛି I ଏହି ମ୍ୟାଚରେ ଭାରତୀୟ ଦଳ ରୋମାଞ୍ଚକର ସୁପର ଓଭର ପରେ ସୁନ୍ଦର ବିଜୟ ଲାଭ କରିଛି I ଏବଂ ଏହି ସିରିଜରେ ଟିମ ଇଣ୍ଡିଆ ମୋଟ 3-0ରେ ଆଗୁଆ ରହିଛି |

ଏହି ମ୍ୟାଚରେ ଟସ ନ୍ୟୁଜଲାଣ୍ଡ ଦଳ ଟଚ ଜିତିକି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା I ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଧାରିତ 20 ଓଭରରେ 5 ଵିକେଟ ହରାଇ 179 ରନ କରିଥିଲେ I ନ୍ୟୁଜଲାଣ୍ଡ ଟିମ 20 ଓଭରରେ ସମାନ ରନ ମାନେ 179 ହିଁ କରିଥିଲା I ତେଣୁ ଏହା ପରେ ପୁଣି ଦୁଇ ଟିମ ମଧ୍ୟରେ ସୁପର ଓଭର ଆରମ୍ଭ ହେଇଥିଲା ଓ ଏହି ସୁପର ଓଭର ରେ ଭାରତୀୟ ଟିମ ବିଜେତା ହେଇଥିଲା I

କେନ ବିଲିୟାନସନ ଙ୍କର ଏହି ଇନିଙ୍ଗ ବଢିଆ ଥିଲା
ବିଜୟ ହେବା ପରେ ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି କହିଛନ୍ତି “କେନ ବିଲିୟାନସନ ବେଶ ଭଲ ଖେଳ ପ୍ରଦର୍ଶନ କରିଛନ୍ତି I ସେ ଜଣେ କ୍ୟାପଟେନ ଭାବ ରେ ନିଜ ର ଦକ୍ଷତା ର ପ୍ରଦର୍ଶନ କରିଛନ୍ତି I କେନ ତାଙ୍କ ଟିମ ର ଅସଫଳତା କୁ ନେଇ କେତେ ଦୁଃଖ ପ୍ରକାଶ କରିଛନ୍ତି ଓ ତାଙ୍କ କୋଚ ଙ୍କୁ ମଧ୍ୟ କହିଛନ୍ତି ସେ ଏହି ମ୍ୟାଚ ଜିତିବା କୁ ହକଦାର ଥିଲେ I ଏବଂ ସୁପର ଓଭର ରେ କେନ ଭାରତୀୟ ଟିମ ର ଯଶପ୍ରୀତ ବୁମରାହ ଙ୍କ ର ବଲ ଖେଳିଥିଲେ I ”

ରୋହିତ ଶର୍ମା କ୍ଲିନ ହିଟର
ରୋହିତ ଶର୍ମା ଓ ସମୀ ଙ୍କ ର ପ୍ରଶଂସା କରି ବିରାଟ କୋହଲି କହିଛନ୍ତି କି – “ନ୍ୟୁଜଲାଣ୍ଡ ପୁଣି ଥରେ ସୁପର ଓଭର ରେ ଆମ ଉପରେ ପ୍ରେସର ପକାଇଥିଲା , କିନ୍ତୁ ରୋହିତ ଶର୍ମା ଯାହା କରିଛନ୍ତି ତାହା ବେଶ ପ୍ରଶଂସନୀୟ ଅଟେ I ରୋହିତ ଶର୍ମା ଙ୍କ କାରଣ ରୁ ହିଁ ଆଜି ଭାରତୀୟ ଟିମ ସୁପର ଓଭର ରେ ବିଜେତା ହେଇପାରିଛି I ସେହିପରି ଭାରତୀୟ ଟିମ ରେ ମୋହମ୍ମଦ ସମୀ ମଧ୍ୟ ବେଶ ଭଲ ଖେଳ ପ୍ରଦର୍ଶନ କରିଛନ୍ତି ଓ ନିଜ ର ବିଶେଷ ଯୋଗଦାନ ମଧ୍ୟ ଦେଇଛନ୍ତି I ”

ଯୁବ ଖେଳାଳିଙ୍କୁ ଆଗାମୀ ମ୍ୟାଚରେ ସୁଯୋଗ ଦେବୁ
ବିରାଟ କୋହଲି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଆଗାମୀ ମ୍ୟାଚ ରେ ଟିମ ରେ ସାମାନ୍ୟ ପରିବର୍ତନ ହେଇପାରିବ I ଆଗାମୀ ମ୍ୟାଚ ରେ କିଛି ଖେଳାଳି ଙ୍କୁ ବିଶ୍ରାମ ମିଳିବ ଓ କିଛି ଯୁବା ଖେଳାଳି ଯେପରି ନବଦ୍ୱୀପ ସେନି , ୱାସିଂଟନ ସୁନ୍ଦର ଙ୍କ ପରି ଖେଳାଳି ଙ୍କୁ ମୈଦାନ ରେ ଖେଳିବା କୁ ସୁଯୋଗ ମିଳିବ I