ବିଜୁଳି ତାର ଉପରେ ମାଙ୍କଡ଼ ପରି ଚାଲିଲା ଏହି ବ୍ୟକ୍ତି, ତାପରେ ଯାହା ହେଲା… ଦେଖିକି ସମସ୍ତେ ହେଇଗଲେ ଆଶ୍ଚର୍ଯ୍ୟ … ଦେଖନ୍ତୁ ଭିଡ଼ିଓ

ଇଣ୍ଟେର୍ନେଟ ରେ ଅନେକ କିଛି ଭିଡିଓ ବେଶ ଭାଇରଲ ହେଇଥାଏ I କିନ୍ତୁ ଆଜି ର ଏହି ଘଟଣା ରେ ଆପଣ ଏପରି କିଛି ଜାଣି ବେଶ ଆଶ୍ଚଯ୍ୟ ହେବେ I ଭାରତ ରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ବେଶ ସାହସୀ ଅଟନ୍ତି I ଆଜି ର ଏହି ଘଟଣା ରେ ଜଣେ ବ୍ୟକ୍ତି ବିଜୁଳି ତାର ରେ ଚାଲି ଚାଲି ଯାଉଛି I ଏହା ଉଚ୍ଚ ଶକ୍ତି ସମ୍ପର୍ଣ ବିଜୁଳି ତାର ଅଟେ I ଆପଣ ଏହି ଭିଡିଓ ରେ ଏହି ବ୍ୟକ୍ତି ଙ୍କୁ ଦେଖି ଆପଣ ଆଶ୍ଚଯ୍ୟ ହେବେ I

ବିଜୁଳି ତାର ରେ ଅଟକିଥିଲା ଗଛ ଡାଳ
ଜୋର ରେ ପବନ ହେବାରୁ ବିଜୁଳି ତାର ରେ ଯାଇ ଏକ ଗଛ ଡାଳ ଲାଗିଥିଲା I ତେଣୁ ସେଠି ଅଂଚଳ କୁ ଠିକ ରେ ବିଜୁଳି ଆସୁ ନ ଥିଲା I ଯେତେବେଳେ ବିଜୁଳି ବିଭାଗ ର ଲୋକେ ଏହି ବିଷୟ ରେ ଜାଣିବାକୁ ପାଇଲେ I ସଂଗେ ସଂଗେ ସେଠାକୁ ଆସିଥିଲେ I ବିଜୁଳି ବିଭାଗ ର ଲୋକେ ସନ୍ଦେହ ରେ ଥିଲେ କି ହୁଏତ ବିଜୁଳି ତାର ରେ ଲାଗିଥିବା ଏହି ଗଛ ଡାଳ କାରଣ ରୁ ସମସ୍ୟା ହେଉଛି I କିନ୍ତୁ ସେଠାରେ ଜଣେ ବ୍ୟକ୍ତି ଯାହା କରିଲେ ବେଶ ଆଶ୍ଚଯ୍ୟ ର କାମ ଅଟେ I

ବିଜୁଳି ତାର ରେ ମାଙ୍କଡ଼ ପରି ଛାଡିଥିଲେ
ରହଵାସିୟୋଂ ର ବିଜୁଳି ସମସ୍ୟା ଦୂର କରିବା ପାଁଇ ନୁର ନାମ ଏକ ବ୍ୟକ୍ତି ବିଜୁଳି ଖୁଣ୍ଟ ରେ ଛାଡ଼ିଯାଇଥିଲେ I ଏହା ପରେ ସେ ଦୁଇ ହାତ କୁ ଏକ ତାର ରେ ରଖିଲେ ଓ ଗୋଡ଼ କୁ ଅନ୍ୟ ତାର ରେ ରଖିଲେ I ଏବଂ ବାଲାନ୍ସ କରି ଚାଲିବା କୁ ଲାଗିଲେ I ନୁର ନାମ ଏହି ବ୍ୟକ୍ତି ଯେପରି ଗଛ ଡାଳ ପାଖ ରେ ପହଁଚିଲେ ବଡ଼ ସାବଧାନତା ର ସହ ଏହା କୁ ତଳ କୁ ପକାଇଥିଲେ I ଏବଂ ନିଜେ ମଧ୍ୟ ତଳ କୁ ଓଲ୍ହାଇଥିଲେ I

ହିରୋ ହେଇଥିଲେ ଏହି ବ୍ୟକ୍ତି
ଏହି ପୁରା ଘଟଣା ଟି ତେଲେଙ୍ଗାନା ର ସାଙ୍ଗରେଡ୍ଡି ଜିଲ୍ଲା ର ସଦାସିବ ପେଠ ମଣ୍ଡଳ ର ନିଯମପୁର ଅଂଚଳ ର ଅଟେ I ଏହି ଘଟଣା ପରେ ନୁର ଏହି ଅଂଚଳ ରେ ହିରୋ ହେଇଯାଇଥିଲେ I ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଲୋକପ୍ରିୟ ହେଇଯାଇଥିଲେ I କିନ୍ତୁ କିଛି ଲୋକେ ତାଙ୍କ ଅବହେଳିତ ମନୋଭାବ କୁ ନେଇ ପ୍ରଶ୍ନ କରିଥିଲେ I

ଦେଖନ୍ତୁ ଭିଡିଓ
ଏହି ଭିଡିଓ କୁ ଟ୍ୱିଟର ରେ @ arshad 2399 ନାମ ରେ ଜଣେ ୟୁଜର ଉପଲୋଡ କରିଛନ୍ତି i ଏହି ଭିଡିଓ ର କ୍ୟାପ୍ସନ ରେ ଲେଖାଯାଇଛି I ଜଣେ ବ୍ୟକ୍ତି ଙ୍କ ର ବିଜୁଳି ତାର ରେ ଚଢିବା I ହାଇ ଭୋଲଟେଜ ତାର ରେ ଚାଲିବ , ବିଜୁଳି ରେ ବାଧା ଉତ୍ପରଃନ କରୁଥିବା ଏକ ଗଛ ଡାଳ ବାହାର କରିବା I ବର୍ତମାନ ଏହି ବ୍ୟକ୍ତି ଜଣେ ହିରୋ ଅଟନ୍ତି I ଏହି ଘଟଣା ଟି ସଦାଶିବ ପୁତ୍ର ମଣ୍ଡଳ ର ନିଯମପୁର ରେ ରେକର୍ଡ ହେଇଚି I


ଏହି ବ୍ୟକ୍ତି ଙ୍କ ର ଏହି ଦୁଃସାହସ କୁ ନେଇ ଲୋକେ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି I ତେବେ ଅନ୍ୟ ଲୋକେ ଏପରି ଚେଷ୍ଟା କରିବା କୁ ଉଦ୍ୟମ କରିବା ବିପଦପୂର୍ଣ ବୋଲି ମଧ୍ୟ କୁହାଯାଇଛି I