ବସ କଣ୍ଡକ୍ଟର କାମ କରିବା ସହ ସବୁଦିନ ଦିନ ୫ଘଣ୍ଟା ପାଠ ପଢୁଥିଲେ, ବିନା କୌଣସି ଟ୍ୟୁସନରେ ପାସ କରିଲେ IAS ପରୀକ୍ଷା

ଏହି ବ୍ୟକ୍ତି ଙ୍କ ର ନାମ ମଧୁ ଏନସି ଅଟେ I ସେ ଜଣେ କଣ୍ଡକ୍ଟର ଅଟନ୍ତି I କିନ୍ତୁ ସେ ଜୀବନ ରେ କିଛି ଭଲ କରିବା କୁ ଚାହିଁଥାନ୍ତି I ସେ ତାଙ୍କ ଜୀବନ ରେ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିଛନ୍ତି I ଆଜିକା ସମୟ ରେ କିନ୍ତୁ ସେ ବେଶ ଚର୍ଚା ରେ ରହିଛନ୍ତି I ମଧୁ ଏନସି ବାସ କଣ୍ଡକ୍ଟର ରହିକି ମଧ୍ୟ ଦିନ କୁ 5 ଘଣ୍ଟା ପାଠ ପଢୁଥିଲେ ଓ ୟୁପିଏସସି ପାଠ ପଢୁଥିଲେ I 25 ମାର୍ଚ୍ଚ ରେ ତାଙ୍କ ର ଇଣ୍ଟରଭିୟୁ ରହିଛି I ଏହା କୁ ପାସ କରିଲେ ସେ ଆଇଏଏସ କିମ୍ବା ଆଇପିଏସ ହେଇପାରିବେ I

କଣ ରହିଛି କାହାଣୀ ?
ମଧୁ ବେଙ୍ଗଲୋର ର ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ର ବସ ରେ କଣ୍ଡକ୍ଟର ଅଟନ୍ତି I କିନ୍ତୁ ୟୁପିଏସସି ର ରେଜଲ୍ଟ ଦେଖି ବେଶ ଖୁସି ହେଇଥିଲେ I କାରଣ ସେ ନିଜ ର ପରିଶ୍ରମ ର ଫଳ ପାଇଛନ୍ତି I ସେ ଜଣେ ବସ କଣ୍ଡକ୍ଟର ହେଇକି ମଧ୍ୟ ବସ କଣ୍ଡକ୍ଟର ହେଇଥିଲେ I

ଜୁନ ରେ ଦେଇଥିଲେ ପ୍ରଥମ ପରୀକ୍ଷ
ମଧୁ ଏନସି 29 ବର୍ଷ ବୟସ ର ଅଟନ୍ତି I ବିଗତ ବର୍ଷ ଜୁନ ରେ ପ୍ରିଲିୟମ୍ସ ର ପେପର ଦେଇଥିଲେ I ଯାହା କୁ କ୍ଳିଅର କରିବା ପରେ ସେ ଅକ୍ଟୋବର ରେ ମୁକ୍ଷ୍ୟ ପରୀକ୍ଷ ଦେଇଥିଲେ I ବର୍ତମାନ ଏହି ମୁକ୍ଷ୍ୟ ପରୀକ୍ଷ ରେ ମଧ୍ୟ ସେ ପାସ ହେଇଛନ୍ତି I ଆଗାମୀ 25 ମାର୍ଚ୍ଚ ରେ ଥିବା ଇଣ୍ଟରଭିୟୁ ପାସ କରିବା ପରେ ମଧୁ ଏନସି ଜଣେ ସରକାରୀ ଅଫିସର ହେଇପାରିବେ I

19 ବର୍ଷ ବୟସ ରେ କରିଛନ୍ତି ଚାକିରୀ
ମଧୁ ଏନସି, କର୍ଣ୍ଣାଟକ ର ମାନ୍ଦ୍ୟ ର ଏକ ଛୋଟ ଗ୍ରାମ ର ଅଟନ୍ତି I ସେ ଯେତେବେଳେ 19 ବର୍ଷ ବୟସ ର ଥିଲେ ତ ସ୍କୁଲ ର ପାଠ ସାରିବା ପରେ ବସ ରେ କଣ୍ଡକ୍ଟର ରୂପେ କାମ କରୁଥିଲେ I ଚାକିରୀ ସହ ନିଜ ର ପାଠପଢା କୁ ମଧ୍ୟ ସେ ଜାରି ରଖିଥିଲେ I ସେ ପଲିଟିକାଲ ସାଇନ୍ସ ରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସିଲ କରିଛନ୍ତି I ମୋ ପିତା ମାତା ବିଶ୍ୱାସ କରି ନ ଥିଲେ କି ମୁ ପରୀକ୍ଷ ରେ ପାସ କରିଛି I

ମୋ ମାଲିକଙ୍କ ପରି ହେବାକୁ ଚାହୁଁଚି
ମଧୁ ଏନସି , 8 ଘଣ୍ଟା କଣ୍ଡକ୍ଟର ରୂପେ କାମ କରନ୍ତି I ଏହି ଚାକିରୀ ବହୁତ ପରିଶ୍ରମ ଚାକିରୀ ମଧ୍ୟ ଅଟେ I କାରଣ କଣ୍ଡକ୍ଟର କାମ ବାସ ମଧ୍ୟ ରେ ଏଣେ ତେଣେ ବୁଲିବା ଓ ଟିକେଟ କାଟିବା I ଏତେ ପରିଶ୍ରମ କରିକି ମଧ୍ୟ ସେ ପାଠ ପଢା ପାଁଇ ସମୟ ବାହାର କରୁଥିଲେ I ଆଗାମୀ ସମୟ ରେ ସେ ଇଣ୍ଟରଭିୟୁ ରେ ପାସ କରିବା ପରେ ଏକ ସରକାରୀ ଅଫିସର ହେବାର ସ୍ବପ୍ନ ରଖିଛନ୍ତି I

ଯେତେବେଳେ ଫେଲ ହେଇଥିଲେ ପରୀକ୍ଷ ରେ
ସେ ଏହା ମଧ୍ୟ କୁହନ୍ତି ସପ୍ତାହ କୁ ଦୁଇ ଘଣ୍ଟା ତାଙ୍କ ବସ ତାଙ୍କୁ ଇଣ୍ଟରଭିୟୁ ପାଁଇ ଟ୍ରେନିଂ ଦିଅନ୍ତି I ସେ ଏହା ମଧ୍ୟ କୁହନ୍ତି କି ତାଙ୍କ ବସ ତାଙ୍କୁ ଅନେକ ସହାୟତା କରିଛନ୍ତି I 2014 ରେ ମଧୁ ପ୍ରଥମ ୟୁପିଏସସି ପରୀକ୍ଷ ଦେଇଥିଲେ I ଏହା ପରେ 2018 ରେ ହେଇଥିବା ୟୁପିଏସସି ପରୀକ୍ଷ ଦେଇଛନ୍ତି I

ହାର ମାନି ନାହାନ୍ତି
ମଧୁ ଏହା କୁହନ୍ତି କି ଅନେକ ଥର ପରୀକ୍ଷ ରେ ଅସଫଳ ହେଲା ପରେ ମଧ୍ୟ ସେ କେବେ ହାର ମାନି ନାହାନ୍ତି I ଚାକିରୀ କରି ପରିବାର ଲୋକଙ୍କୁ ସହାୟତା ମଧ୍ୟ କରିଛନ୍ତି I ସେ ନିଜ ର ସ୍ବପ୍ନ କୁ ସାକାର କରିବା କୁ ଦିନ କୁ 5 ଘଣ୍ଟା ପାଠ ମଧ୍ୟ ପଢୁଛନ୍ତି I ପ୍ରତୋକ ଦିନ ସକାଳୁ 4 ଘଟିକା ରେ ଉଠନ୍ତି ଓ ପାଠ ପଢ଼ନ୍ତି I ଏବଂ ଏହା ପରେ ଚାକିରୀ ରେ ବାହାରି ଯାନ୍ତି I