କେବଳ ସାର୍ଟ ପିନ୍ଧି ସଡକ ଉପରେ ନଜର ଆସିଲେ ମଲାଇକା, ଲୋକମାନେ ପଚାରରିବାକୁ ଲାଗିଲେ ପେଣ୍ଟ କାହିଁ

ନିଜ ଜୀବନ ଶୈଳୀ ଏବଂ ଅର୍ଜୁନ କପୁରଙ୍କ ସହ ସମ୍ପର୍କ ପାଇଁ ଚର୍ଚ୍ଚା ରେ ଥିବା ମଲାଇକା ଆରୋରା ସୋସିଆଲ ମିଡିଆରେ ପୁଣି ଥରେ ଟ୍ରେଣ୍ଡ କରୁଛନ୍ତି। ଯଦିଓ ବର୍ତ୍ତମାନ ସମୟରେ ମଲାଇକା ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି, ତଥାପି ସେ ସୋସିଆଲ ମିଡିଆ କିଭଳି ଟ୍ରେଣ୍ଡରେ ରହିହବ ତାଙ୍କୁ ତାହା ଭଲକି ଜଣା|ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ମଲାଇକା କାହିଁକି ଟ୍ରେଣ୍ଡ କରୁଛନ୍ତି…

46 ବର୍ଷ ବୟସ ପାର କରିଥିବା ମଲାଇକାଙ୍କୁ 26 ବର୍ଷ ବୟସ ଭଳି ଦେଖା ଯାଆନ୍ତି, ତାଙ୍କ କ୍ୟାରିୟର ଆରମ୍ଭରେ ସେ ଯେଭଳି ଦେଖାଯାଉଥିଲେ,ଏବେ ମଧ୍ୟ ସେଭଳି ଦେଖାଯାଉଛନ୍ତି| ଏହା ମଧ୍ୟ କୁହାଯାଇପାରେ ଯେ ବାର୍ଦ୍ଧକ୍ୟ କୁ ରୋକିବା ପାଇଁ ମଲାଇକାଙ୍କ ପାଖରେ ଏକ ଭଲ ରେସିପି ଅଛି|ବର୍ତ୍ତମାନ ମଲାଇକା ତାଙ୍କ ଲୁକ କୁ ବହୁତ ବଦଳାଇ ଦେଇଛନ୍ତି ଏବଂ ସେ ତାଙ୍କ ଡ୍ରେସିଂ ଶୈଳୀରେ ବହୁତ କିଛି ପରିବର୍ତ୍ତନ କରିଛନ୍ତି|ଅର୍ଜୁନ କପୁରଙ୍କ ସହିତ ରାତ୍ରୀ ଭୋଜନ କରିବା ବେଳେ କିମ୍ବା ରେଡ କାର୍ପେଟରେ ଚଳିବା ସମୟରେ ମଲାଇକାଙ୍କ ଶୈଳୀ ଦେଖିବା ଯୋଗ୍ୟ ଥାଏ|

‘ଏତେ ଅସୁନ୍ଦର ପୋଷାକ କାହିଁକି ପିନ୍ଧୁଛନ୍ତି ମ୍ୟାଡାମ୍’ – ମଲାଇକାଙ୍କ ଫ୍ୟାନ-

ବାସ୍ତବରେ, ଯେହେତୁ ମଲାଇକା ଏବଂ ଅର୍ଜୁନ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ ସେବେଠୁ ଏହି ଦମ୍ପତିଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ସମୟରେ ଆଲୋଚନା କରାଯାଇଥାଏ|ଅନେକ ପ୍ରଶଂସକ ଏହି ଲଭବାର୍ଡମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପ୍ରତି ବହୁତ ଆଗ୍ରହୀ ଏବଂ ସେମାନେ ଏହି ଦମ୍ପତିଙ୍କ ଉପରେ ସର୍ବଦା ନଜର ରଖନ୍ତି| ନିକଟରେ ସୋସିଆଲ ମିଡିଆରେ ମଲାଇକା ଙ୍କ ଏକ ନୂଆ ଫଟୋ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ସୋସିଆଲ ମିଡିଆରେ ମଲାଇକା ଆରୋରାଙ୍କର ଏକ ଫୋଟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଥିଲେ ଯେ ମଲାଇକା ଏତେ ଫ୍ୟାଶନେବଲ୍ ସତ୍ତ୍ୱେ ଏଭଳି ଫ୍ଲଫି ଡ୍ରେସ କିଭଳି ପିନ୍ଧି ପାରିବେ| ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଶେଷରେ ମଲାଇକା କାହିଁକି ଏପରି ଖରାପ ପୋଷାକ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି?

ମଲାଇକା କଣ ପ୍ରକୃତରେ ଅର୍ଜୁନଙ୍କ ପୋଷାକ ପିନ୍ଧିଥିଲେ କି?

ନିଜ ମନ୍ତବ୍ୟ କୁ ନେଇ ପ୍ରାୟତ ଚର୍ଚ୍ଚାରେ ଥିବା ମଲାଇକାଙ୍କୁ କିଛି ଦିନ ପୂର୍ବରୁ ସହର ବାହାରକୁ ଯିବା ପାଇଁ ଜାରା ଓଭର ସାଇଜ୍ ଡ୍ରେସରେ ଦେଖିବାକୁ ମିଳିଥିଲା। ସେ କେବଳ ଏହି ପୋଷାକ ସହିତ ଏକ ଲାଲ୍ ବୁଟ୍ ପିନ୍ଧି ଥିଲେ, ମଲାଇକା ମଧ୍ୟ ପ୍ରିଣ୍ଟ-ଅନ୍-ପ୍ରିଣ୍ଟ୍ ଟ୍ରେଣ୍ଡ ପାଇଁ ମଧ୍ୟ ଚେଷ୍ଟା କରିଥିଲେ ଏବଂ ପଶୁ ପ୍ରିଣ୍ଟ୍ ଜୋତା ସହିତ ଷ୍ଟ୍ରାଇଡ୍ ଧଳା ଏବଂ କଳା ସାର୍ଟ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ|

ଜଣେ ଫ୍ୟାଶନ୍ ଏବଂ ଫିଟନେସ୍ ଫ୍ରାକ୍ ଭାବରେ ଜଣାଶୁଣା ମଲାଇକା ଙ୍କ ଏହି ଗେଟଉପ ଯାହା ତାଙ୍କୁ ସରଳ ଏବଂ ଆକର୍ଷଣୀୟ ଦେଖାଯାଉଥିଲା, କିନ୍ତୁ ମଲାଇକାଙ୍କ ଲୁକକୁ ତାଙ୍କ ପ୍ରଶଂସକ ଙ୍କୁ ପସନ୍ଦ କରିନଥିଲେ ଏବଂ ପ୍ରଶଂସକମାନେ ମଲାଇକାଙ୍କ ଡ୍ରେସିଂ ଇନ୍ସକୁ ବହୁତ ଟ୍ରୋଲ କରିଥିଲେ|କିଛି ଲୋକ କହିଥିଲେ ଯେ ମ୍ୟାଡାମ୍ ଅର୍ଜୁନ କପୁର କାହିଁକି ପୋଷାକ ପିନ୍ଧିଲେ? ଅନେକ ପ୍ରଶଂସକ କହିଛନ୍ତି ଯେ ଏହା ହେଉଛି ମଲାଇକା ଆରୋରାଙ୍କର ସବୁଠାରୁ ଖରାପ ଲୁକ୍|