ବୀରେନ୍ଦ୍ର ସେହେବାଗଙ୍କ ର ଐତିହାସିକ ଘୋଷଣା: ମୁଁ ଉଠାଇବି 40ଜଣ ସହିଦ ଙ୍କର ଛୁଆଙ୍କର ପାଠ ପଢା ଖର୍ଚ୍ଚ

ପୂର୍ବ କ୍ରିକେଟର ବୀରେନ୍ଦ୍ର ସେହେବାଗ ପୁଲବାମା ଆତଙ୍କୀ ଆକ୍ରମଣ ରେ ସହିଦ ହେଇଥିବା CRPF ର 40 ଯବାନ ଙ୍କ ପିଲା ଙ୍କ ର ପାଠ ପଢା ଖର୍ଚ୍ଚ ର ଦାଇତ୍ୱ ସେ ନେଇଛନ୍ତି I ବିଗତ ଗୁରୁବାର ଦିନ ଜାମୁ କାଶ୍ମୀର ର ପୁଲବାମା ରେ ହେଇଥିବା ଭୀଷଣ ଆତ୍ମଘାତୀ ଆକ୍ରମଣ ରେ CRPF ର 40 ଯବାନ ସହିଦ ହେଇଛନ୍ତି ଏବଂ ଆହୁରି ଆଘାତ ପାଇଛନ୍ତି I

ସେହେବାଗ ଶନିବାର ଦିନ ଟ୍ୱିଟ କରିଛନ୍ତି ଏବଂ କହିଛନ୍ତି ଆମେ ସହିଦ ଙ୍କ ପାଁଇ ସବୁ କିଛି କରିବୁ I ଏହା ସହ ସହିଦ ଙ୍କ ର ପିଲା ଙ୍କ ର ପାଠ ପଢା ର ସବୁ ଖର୍ଚ୍ଚ ମଧ୍ୟ ଆମେ ବହନ କରିବୁ I ବିଜେନ୍ଦ୍ର ସିଂ ନିଜ ଏକ ମାସ ର ଦରମା ସହିଦ ଙ୍କ ପରିବାର କୁ ଦାନ କରିଛନ୍ତି I ଏବଂ ବର୍ତମାନ ସାରା ଦେଶ ସହିଦ ଙ୍କ ପରିବାର ପାଁଇ ଅଛି I

ଏହା ଆମ ର ନୈତିକ କର୍ତବ୍ୟ ଅଟେ I ଏବଂ ଏକ ଭାରତ ର ସନ୍ତାନ ହେଇ ଆମେ ଦେଶ ର ନାଗରିକ ଙ୍କ ସହାୟତା କରିବା ଆମ ର ଧର୍ମ ଅଟେ I ଏହା କରି ଆମେ ନିଜ କୁ ଗର୍ବିତ ଅନୁଭବ କରୁଚୁ I ଜୟ ହିନ୍ଦ I ବୀରେନ୍ଦ୍ର ସେହେବାଗ ଏହା ମଧ୍ୟ ଟ୍ୱିଟ କରି କହିଛନ୍ତି , ଜାମୁ କାଶ୍ମୀର ରେ ହେଇଥିବା ଏତେ ବଡ଼ ଆତ୍ମଘାତୀ ଆକ୍ରମଣ ରେ ସାରା ଦେଶ ର ଲୋକେ ସ୍ତାବଦିଭୁତ ହେଇଛନ୍ତି I ଏବଂ ଆଶା ରହିଛି ଯେଉଁମାନେ ସେଠାରେ ଆଘାତ ପାଇଛନ୍ତି ସେମାନେ ଖୁବି ଶୀଘ୍ର ସୁସ୍ଥ ହେବେ I

Share Your Comments Below

Leave a Reply

Your email address will not be published. Required fields are marked *