ସଚିନ ୨୦୨୦ ଟି-୨୦ ବିଶ୍ୱକପ ପାଁଇ ବାଛିଲେ ସବୁଠାରୁ ମଜବୁତ ଦଳ, ଧୋନି ସହିତ ଏହି ୨ଟି ଖେଳାଳିଙ୍କର ନାମ ଶୁଣି ଆପଣ ଖୁସି ହୋଇଯିବେ

କ୍ରିକେଟ ଇତିହାସ ରେ ସଚିନ ତେନ୍ଦୁଲକର ଙ୍କୁ ସର୍ବଶ୍ରେସ୍ଠ ଖେଳାଳି ବୋଲି ମାନ୍ୟତା ରହିଛି I ଏବଂ ସଚିନ ଙ୍କୁ ମଧ୍ୟ ଭାରତ ରତ୍ନ ସଂମାନ ମିଳିଛି I ଖୁବ କମ ବୟସ ରୁ ହିଁ ସଚିନ ଙ୍କୁ ସର୍ବ ଶ୍ରେଷ୍ଠ ଖେଳାଳି ବୋଲି କୁହାଯାଇଛି I ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ରେ ମଧ୍ୟ ସଚିନ ଙ୍କୁ ସଂନମାନିତ କରାଯାଇଛି I 2008 ରେ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ରେ ତାଙ୍କୁ ସଂନମାନିତ କରାଯାଇଛି I ତେବେ ଆଗାମୀ ସମୟ ରେ ଟି 20 ବିଶ୍ୱ କପ 2020 ରେ ଏହା ଅଷ୍ଟ୍ରେଲିଆ ରେ ଆୟୋଜିତ ହେବ I ଭାରତ ନିଜ ର ପ୍ରଥମ ମ୍ୟାଚ ଆଫ୍ରିକା ବିପକ୍ଷ ରେ ଖେଳିବାକୁ ଯାଉଛି I ଏବଂ ଏଥର ସଚିନ ଙ୍କ ତରଫରୁ ଏହି ମ୍ୟାଚ ର କ୍ୟାପଟେନ ରୂପେ ମହେନ୍ଦ୍ର ସିଂ ଧୋନି ଙ୍କୁ ଚୟନ କରାଯାଇଛି I

2020 ର ଟି 20 ବିଶ୍ୱକପ କୁ ନେଇ ଚୟନକର୍ତ୍ତା ମାନେ ଭାରତ ର ସମ୍ଭାବିତ ଟିମ କୁ ମଧ୍ୟ ଚୟନ କରିଛନ୍ତି I ପ୍ରଥମେ ଗୌତମ ଗମ୍ଭୀର ଓ ରାହୁଲ ଦ୍ରାବିଡ଼ I ସଚିନ ମଧ୍ୟ ଏଠାରେ ନିଜ ର ମତାମତ ଅନୁସାରେ ଟିମ ର ଚୟନ କରିଛନ୍ତି I ଏବଂ ସଚିନ ଏହା ମଧ୍ୟ କହିଛନ୍ତି ତାଙ୍କ ର ଚୟନ ହେଇଥିବା ଟିମ ରେ ଧୋନି ଙ୍କ ପରି ଅଭିଜ୍ଞତା ସମ୍ପର୍ଣ ଖେଳାଳି ଙ୍କ ର ରହିବା ଜରୁରୀ ଅଟେ I ସଚିନ, ଧୋନି ଙ୍କୁ 4 ନମ୍ବର ଋଷବ ଙ୍କୁ 5 ନମ୍ବର ରେ ଓ ହାଡ଼ିକ ପାଣ୍ଡିଆ ଙ୍କ ର ଚୟନ 6 ନମ୍ବର ରେ କରିଛନ୍ତି I

ସଚିନ ଙ୍କ ର ଚୟନ ହେଇଥିବା ଟିମ
ସଚିନ ତେନ୍ଦୁଲକର ନିଜ ର ଚୟନ କରିଥିବା ଖେଳାଳି ହେଉଛନ୍ତି ଶିଖର , ରୋହିତ ଶର୍ମା , ବିରାଟ , କୋହଲି ମହେନ୍ଦ୍ର ସିଂ ଧୋନି , କେ ଏଲ ରାହୁଲ , ଋଷବ ପଂତ , ଶ୍ରେୟସ ଏୟର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା , ହାର୍ଦିକ ପାଣ୍ଡିଆ , ଭୁବନେଶ୍ୱର କୁମାର , ଯଶପ୍ରୀତ ବୁମରାହ , ମୋହମ୍ମଦ ସାମୀ , କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ I

Share Your Comments Below