ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ୯୫ ଥର “ମ୍ୟାନ ଅଫ ଦି ସିରିଜ” ଟ୍ରଫି ପଇସାରିଛନ୍ତି, ଭାରତର ଏହି ଖେଳାଳି, ନା ଶୁଣିଲେ ଖୁସି ହେଇଯିବେ

ଆଜି ଆମେ ବିଶ୍ୱ ଇତିହାସ ରେ 5 ଜଣ ଏପରି ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛେ ଯାହା ଙ୍କ ର ନାମ ରେ ସବୁଠାରୁ ଅଧିକ “ମ୍ୟାନ ଅଫ ଦ ସିରିଜ ” ବିଜେତା ରୂପେ ରେକର୍ଡ ରହିଛି I ତେବେ ଚାଲନ୍ତୁ ଜାଣିବା ଏହି ଖେଳାଳି ଙ୍କ ର ନାମ I

5.ରୀକି ପୈଁଟିଙ୍ଗ
ଅଷ୍ଟ୍ରେଲିଆ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ଓ ଆକ୍ରମକ ଖେଳାଳି ରୀକି ପୈଁଟିଙ୍ଗ ଏହି ଲିଷ୍ଟ ରେ ପଞ୍ଚମ ସ୍ଥାନ ରେ ରହିଛନ୍ତି I ରୀକି ପୈଁଟିଙ୍ଗ ନିଜ ର ପୁରା କ୍ରିକେଟ କ୍ୟାରିୟର ରେ 59 ଥର “ମ୍ୟାନ ଅଫ ଦ ସିରିଜ ” ପାଇଛନ୍ତି I

4.କୁମାର ସାରଙ୍ଗ
ଶ୍ରୀ ଲଙ୍କା କ୍ରିକେଟ ଟିମ ର ପୂର୍ବ ବ୍ୟାଟ୍ସମ୍ୟାନ କୁମାର ସାରଙ୍ଗ ଏହି ଲିଷ୍ଟ ରେ ଚତୁର୍ଥ ନମ୍ବର ରେ ରହିଛନ୍ତି I କୁମାର ସାରଙ୍ଗ ନିଜ କ୍ରିକେଟ କ୍ୟାରିୟର ରେ 59 ଥର “ମ୍ୟାନ ଅଫ ଦ ସିରିଜ ” ଆୱାର୍ଡ ଜିତିଛନ୍ତି I

3.ବିରାଟ କୋହଲି
ଭାରତୀୟ କ୍ରିକେଟ ଟିମ ର ବର୍ତମାନ ର କ୍ୟାପଟେନ ଓ ଆକ୍ରମକ ଖେଳାଳି ବିରାଟ କୋହଲି ଏହି ଲିଷ୍ଟ ରେ ତୃତୀୟ ନମ୍ବର ରେ ରହିଛନ୍ତି I ତାଙ୍କ ନାମ ବିଶ୍ୱ ରେକର୍ଡ ରେ ମଧ୍ୟ ରହିଛି I ବିରାଟ କୋହଲି ନିଜ କ୍ୟାରିୟର ରେ 60 ଥର “ମ୍ୟାନ ଅଫ ଦ ସିରିଜ ” ଆୱାର୍ଡ ପାଇଛନ୍ତି I

2.ଜୟସୂର୍ଯ୍ୟ
ବର୍ତମାନ ସମୟ ରେ ଜୟସୂର୍ଯ୍ୟ ଶ୍ରୀ ଲଙ୍କା କ୍ରିକେଟ ଟିମ ର ବ୍ୟାଟ୍ସମ୍ୟାନ ଥିଲେ I ସେ ଏହି ଲିଷ୍ଟ ରେ ଦ୍ୱିତୀୟ ସ୍ଥାନ ରେ ରହିଛନ୍ତି I ସେ ନିଜ ପୁରା କ୍ରିକେଟ କ୍ୟାରିୟର ରେ ପ୍ରାୟ 71 ଥର “ମ୍ୟାନ ଅଫ ଦ ସିରିଜ ” ଆୱାର୍ଡ ପାଇଛନ୍ତି I

1.ସଚିନ ତେନ୍ଦୁଲକର
ଭାରତୀୟ ପୂର୍ବ ବରିଷ୍ଟ କ୍ରିକେଟର ଓ କ୍ରିକେଟ ର ଭଗବାନ ନାମ ରେ ପରିଚିତ ସଚିନ ତେନ୍ଦୁଲକର ଏହି ଶୁଚି ରେ ପ୍ରଥମ ସ୍ଥାନ ରେ ରହିଛନ୍ତି I ସଚିନ ଯେତେବେଳେ 21 ବର୍ଷ ବୟସ ର ଥିଲେ ସେ ସମୟ ରେ ଭାରତୀୟ ଟିମ ରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ I ସଚିନ ନିଜ ପୁରା କ୍ୟାରିୟର ରେ 95 ଥର “ମ୍ୟାନ ଅଫ ଦ ସିରିଜ ” ଆୱାର୍ଡ ପାଇଛନ୍ତି I