ଭାରତୀୟ ଟିମ ଟେଷ୍ଟ କ୍ରିକେଟ ରେ ଏକ ମଜବୁତ ଟିମ ରୂପେ ପରିଚିତ ହେଇପାରିଛି I କାରଣ ବର୍ତମାନ ସମୟ ରେ ଭାରତୀୟ ଟିମ ଅନେକ ଅନ୍ତରାଷ୍ଟ୍ରୀୟ ଗସ୍ତ ରେ ଅନ୍ୟ ଦେଶ କୁ ଯାଇ ସେଠାରେ ଦକ୍ଷ ଖେଳ ପ୍ରଦର୍ଶନ କରି ବିଜେତା ମଧ୍ୟ ହେଇପାରୁଛି I କିନ୍ତୁ ଏପରି ଏକ ଟିମ ରହିଛି ସେହି ଟିମ ସହ ଖେଳି ଭାରତୀୟ ଟିମ କେବେ ହେଲେ ବିଶ୍ୱ କପ ଜିତିପାରି ନାହିଁ I
ଭାରତୀୟ ଟିମ ଟେଷ୍ଟ ର ଟପ 9 ଟିମ ରୁ 8 ଗୋଟି ଟିମ କୁ ହରାଇ ସାରିଛି କିନ୍ତୁ ଏପରି ଏକ ଟିମ ରହିଛି ଯାହା କୁ ଟେଷ୍ଟ ସିରିଜ ରେ ଭାରତୀୟ ଟିମ କେବେ ହେଲେ ହରାଇ ପାରି ନାହିଁ I 1992 ମସିହା ରେ ଭାରତୀୟ ଟିମ ସାଉଥ ଆଫ୍ରିକା ଗସ୍ତ ରେ ଯାଇଥିଲା I ସେବେ ଠାରୁ ଇଣ୍ଡିଆ ଟିମ କେବେ ହେଲେ ସାଉଥ ଆଫ୍ରିକା ଟିମ କୁ ଟେଷ୍ଟ ସିରିଜ ରେ ହରାଇ ପାରି ନାହିଁ I
ବିଗତ 26 ବର୍ଷ ରେ ଟିମ ଇଣ୍ଡିଆ ସାଉଥ ଆଫ୍ରିକା ଗସ୍ତ ରେ ପ୍ରାୟ 7 ଥର ଯାଇଛି I ଏଥିରେ 6 ଥର ସାଉଥ ଆଫ୍ରିକା ଟିମ ବିଜେତା ହେଇଚି ଓ ଏକ ମ୍ୟାଚ ଡ୍ର ରହିଛି I 20 ଟେଷ୍ଟ କ୍ରିକେଟ ରେ ଭାରତୀୟ ଟିମ କେବଳ 3 ଗୋଟି ମ୍ୟାଚ ରେ ବିଜେତା ହେଇଚି ଓ 10 ଥର ପରାଜିତ ହେବାକୁ ପଡିଛି I
ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଆଜି ପର୍ଯ୍ୟନ୍ତ ଗୋଟେ ବି ଟେଷ୍ଟ ସିରିଜ ଜିତି ପାରିନାହିଁ ଭାରତୀୟ ଦଳ, ଜାଣିଲେ ବିଶ୍ଵାସ କରିପାରିବେ ନାହିଁ
