ବୋହୁର କୁମାରୀତ୍ବ ପରୀକ୍ଷା କରିବା ପାଁଇ ଶାଶୁ ଆପଣେଇଲେ ଏପରି ଉପାୟ କି,ପୁରା ଗାଁ କରୁଛି ଛି ଛି…

ଭାରତ ରେ ମହିଳାମାନେ ଏପରି ଅନେକ ସମସ୍ୟା ଦେଇ ଗତି କରିଥାନ୍ତି ଯାହା ର କାରଣ ଜଣେ ମହିଳା ହିଁ ହେଇଥାନ୍ତି I କିଛି ଘରେ ନବ ବଧୂ ଙ୍କ ର କୀମରୀତ୍ୱ ଜାଣିବାକୁ ଘର ଲୋକ ବେଶ ଇଛୁକ ଥାନ୍ତି I ଏବଂ ଏଥିପାଇ ଲୋକେ ଅନେକ ଉପାୟ ଆପଣେଇଥାନ୍ତି I ଅଧିକାଂଶ ସମୟ ରେ ବିବାହ ପୂର୍ବ ରୁ ଲୋକେ ଜାଣିବାକୁ ପ୍ରୟାସ କରିଥାନ୍ତି ତାଙ୍କ ବୋହୁ ଙ୍କ ର ଅନ୍ୟତ୍ର କୌଣସି ପ୍ରେମ ସମର୍ପକ ରହିଛି କି ନାହିଁ I

ତେବେ ରାଜଧାନୀ ଦିଲ୍ଲୀ ରେ ଏହିପରି ଏକ ମାମଲା ନଜର କୁ ଆସିଛି ଏଠାରେ ବି ଜଣେ ବୋହୁ ଙ୍କ ର କୁମାରୀତ୍ବ ଜାଣିବାକୁ ଘର ଲୋକେ ଚେଷ୍ଟା କରିଛନ୍ତି I

ଦିଲ୍ଲୀ ରେ ମୟୁର ବିହାର ର ଏକ ପରିବାର ରେ ଏହିପରି ଏକ ଘଟଣା ଘଟିଯାଇଛି I ଏବଂ ଏହି ଘଟଣା ରେ ନିଜେ ଦୁଲହନ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କ ରେ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି I ବିବାହ ପରେ ଯୁବତୀ ଙ୍କ ଜୀବନ ରେ ଏପରି ଘଟଣା ଘଟିଥିଲା ଯେତେବେଳେ ବିବାହ ର ପହିଲି ରାତି ରେ ତାଙ୍କ ଶାଶୁ ତାଙ୍କୁ ଆଣି ଏକ ଧଳା ତଉଲିଆ ଦେଇଥିଲେ I

ସେ କିଛି ବି ଚିନ୍ତା କରିବା ପୂର୍ବ ରୁ ତାଙ୍କ ଶାଶୁ ତାଙ୍କୁ ଏହା କହିଥିଲେ କି ନିଜ କୁମାରୀତ୍ବ ର ପ୍ରମାଣ ମୋତେ ଦେବ I ତେବେ ଏହି ଘଟଣା ଯେତେବେଳେ ସେ ନିଜ ସ୍ୱାମୀ ଙ୍କ ସହ ହନିମୁନ ରେ ବାହାରିଥିଲେ ସେହି ସମୟ ରେ ଏହା ଘଟିଥିଲା I ଘରୁ ବାହାରିବା ସମୟ ରେ ତାଙ୍କ ଶାଶୁ ତାଙ୍କୁ ଆଣି ଏକ ଧଳା ତଉଲିଆ ଦେଇଥିଲେ I

ପ୍ରଥମେ ତ ଯୁବତୀ ଏହି ଘଟଣା କୁ ଗମ୍ଭୀର ଭାବ ରେ ନେଇ ନ ଥିଲେ କିନ୍ତୁ ଯେତେବେଳେ ସେ ହନିମୁନ ରୁ ଫେରିଥିଲେ ତ ସେ ସମୟ ରେ ତାଙ୍କ ଶାଶୁ ତଉଲିଆ ଦେଖାଇବାକୁ କହିଥିଲେ I ଏବଂ ତଉଲିଆ ଦେଖିବା ପରେ ତାଙ୍କ ଶାଶୁ ଙ୍କ ଠାରୁ ସେ ଅନେକ ଅକଥନୀୟ କଥା ଶୁଣିଥିଲେ I ତାଙ୍କ ଘର ର ଶାଶୁ ଙ୍କ ଛଡା ଅନ୍ୟ ଘର ର ସଦସ୍ୟ ସବୁ ଖୋଲା ଚିନ୍ତାଧାରା ର ଥିଲେ ତେଣୁ ଘଟଣା କୁ ବୁଝାସୁଝା କରି ଶାନ୍ତ କରାଯାଇଥିଲା I

ରାତି ରେ ତାଙ୍କ ସ୍ୱାମୀ ଘର କୁ ଆସିବା ପରେ ଯେତେବେଳେ ଏହି କଥା ଜାଣିବାକୁ ପାଇଲେ ତ ସେ ତାଙ୍କ ମା ଙ୍କ ସହ ବି ଆଲୋଚନା କରିଥିଲେ ଓ ବୁଝାଇଥିଲେ I ତେବେ ଯୁବତୀ ଙ୍କ କହିବା ଅନୁସାରେ ଏପରି ଘଟଣା ନିହାତିଭାବରେ ତାଙ୍କ ପାଁଇ ଏକ ଅପମାନ ଜନକ ଗାହଟଣା ଅଟେ I